ETV Bharat / international

74 ତମ ସ୍ବାଧୀନତା ଦିବସ ପାଳିଲା ପାକିସ୍ତାନ - 74 ତମ ସ୍ବାଧୀନତା ଦିବସ ପାଳିଲା ପାକିସ୍ତାନ

ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନ ଦେଶବାସୀଙ୍କ ସମ୍ବୋଧିତ କରିଥିଲେ । ଏହି ସମୟ ସେ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ଅଧିକ ପଢନ୍ତୁ...

74 ତମ ସ୍ବାଧୀନତା ଦିବସ ପାଳିଲା ପାକିସ୍ତାନ
74 ତମ ସ୍ବାଧୀନତା ଦିବସ ପାଳିଲା ପାକିସ୍ତାନ
author img

By

Published : Aug 14, 2020, 3:19 PM IST

ଇସଲାମାବାଦ: ଶୁକ୍ରବାର 74 ତମ ସ୍ବାଧୀନତା ଦିବସ ପାଳିଲା ପାକିସ୍ତାନ । ମହାମାରୀ କୋରୋନା ଆତଙ୍କ ମଧ୍ୟରେ ଉତ୍ସବ ମନାଇଛି ପାକିସ୍ତାନ । 31ଟି ବନ୍ଧୁକ ଅଭିବାଦନ, ରାଲି ଓ ପତାକା ଉତ୍ତୋଳନ କରାଯାଇଥିଲା । ପାକିସ୍ତାନ ଅଧିକୃତ ଅଞ୍ଚଳରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଛି ।

ଏହି ଅବସରରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଇ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ତେବେ ଆନ୍ତର୍ଜାତୀୟ ଫୋରମରେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଫଳ ହୋଇଥିଲା । ଏହି ଦିନ ପାକିସ୍ତାନ ତଥାକଥିତ 'କାଶ୍ମୀର ଏକତା ଦିବସ' ପାକିସ୍ତାନ ମଧ୍ୟ ପାଳନ କରିଥାଏ । ହେଲେ ଏଥିପ୍ରତି କୌଣସି ଦେଶ କିମ୍ବା ବିଶ୍ବସ୍ତରରେ ପ୍ରଭାବ ପକାଇ ପାରିନାହିଁ ।

ବିଶ୍ବ ସ୍ତରରେ କାଶ୍ମୀର ପ୍ରସଙ୍ଗକୁ ଉଠାଇବାକୁ ଚେଷ୍ଟା କରିବା ପରେ ଇମ୍ରାନ ଖାନ ସ୍ୱୀକାର କରିଛନ୍ତି ଯେ ଏହି ପ୍ରସଙ୍ଗ ଉଠାଇବା ପାଇଁ ତାଙ୍କ ଦେଶ ବିଫଳ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.