ETV Bharat / international

ମସୁଦକୁ ନେଇ FATFକୁ ମିଥ୍ୟା ତଥ୍ୟ ଦେଲା ପାକିସ୍ତାନ

ଆତଙ୍କୀ ମସୁଦକୁ ନେଇ ପାକିସ୍ତାନ କହୁଛି ମିଛ । ମସୁଦ ଓ ତାର ପରିବାର ନିଖୋଜ ଥିବା ନେଇ ଏଫଏଟିଏଫକୁ ତଥ୍ୟ ଦେଇଛି ପାକିସ୍ତାନ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

masood azhar and family missing pakistan tells to fatf
ମସୁଦକୁ ନେଇ FATF ମିଥ୍ୟା ତଥ୍ୟ ଦେଲା ପାକିସ୍ତାନ
author img

By

Published : Feb 16, 2020, 2:55 PM IST

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହରକୁ ପୁଣି ସୁରକ୍ଷା ଯୋଗାଇ ଦେବାକୁ ଆସିଛି ପାକିସ୍ତାନ । ମସୁଦକୁ ନିଜ ଛତ୍ରଛାୟା ତଳେ ରଖୁଥିବା ପାକ୍ ଏଥର ଫାଇନାନ୍ସସିଆଲ ଆକ୍ସନ ଟାକ୍ସ ଫୋର୍ସ(FATF)କୁ ପଢାଇଛି ମିଥ୍ୟାର ପାଠ । ମାସୁଦ ଓ ତାର ପରିବାର ନିଖୋଜ ହୋଇଯାଇଥିବା ନେଇ FATFକୁ ଜଣାଇଛି ।

ମାସୁଦ ରାୱଲପିଣ୍ଡିରେ ଥିବାନେଇ ବିଶେଷ ସୁତ୍ରରୁ ଜଣାପଡିଛି । ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରି ରଖିଥିବା ମସୁଦ ବିଭିନ୍ନ ଦେଶରେ ଘଟାଇଛି ଜଘନ୍ୟ କାଣ୍ଡ । ଭାରତ, ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ କାନାଡା ଭଳି ଦେଶରେ ବିଭିନ୍ନ ଆତଙ୍କୀ କାର୍ଯ୍ୟ କରି ସାରିଛି ମସୁଦ । ମସୁଦକୁ ବିଶ୍ବ ଆତଙ୍କୀ ଘୋଷଣା ପରେ ମଧ୍ୟ ସୁରକ୍ଷା ଯୋଗାଇ ଆସୁଛି ପାକିସ୍ତାନ । ଯାହା ପାକିସ୍ତାନର ଅପରାଧ ପ୍ରବର ମନୋବୃତ୍ତି ପଦାରେ ପକାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.