ETV Bharat / international

ସିଙ୍ଗାପୁରରେ ଭାରତୀୟ ଯୁବକ ଗିରଫ - indian

ନାବାଳିକାଙ୍କ ସହ ର୍ଦୁବ୍ୟବହାର କରି ଗିରଫ ହେଲେ ଭାରତୀୟ ଯୁବକ

ଫାଇଲ ଫଟୋ
author img

By

Published : Jul 5, 2019, 4:36 PM IST

ସିଙ୍ଗାପୁର: ମହିଳାଙ୍କ ସହ ର୍ଦୁବ୍ୟବହାର କରି ଗିରଫ ହେଲେ ଭାରତୀୟ ଯୁବକ । ଗତ ବର୍ଷ ସିଙ୍ଗାପୁରର ଏକ ସ୍ବିମିଙ୍ଗପୁଲରେ କିଛି ନାବାଳିକାଙ୍କୁ ବୁଧବାର ର୍ଦୁବ୍ୟବହାର କରିଥିବା କିଛି ଭାରତୀୟ ଯୁବକଙ୍କୁ ଗିରଫ କରିଛି ସିଙ୍ଗାପୁର ପୋଲିସ । ଏଥିସହ ତାଙ୍କୁ 4 ମାସ ଜେଲ ଦଣ୍ଡାଦେଶ ଶୁଣାଯାଇଛି ।

ସୂଚନା ଅନୁଯାୟୀ, ଗତ ବର୍ଷ ସେପ୍ଟେମ୍ବର ମାସରେ ସିଙ୍ଗାପୁରର ଏଷ୍ଟେଟର ହୋଉଗାଙ୍ଗ ସ୍ବିମିଙ୍ଗ କମ୍ଲେକ୍ସର ଜାଁବନେ ପୁଲ୍ ରେ 10-13 ବର୍ଷ ବୟସର କିଛି ନାବାଳିକା ଗାଧୋଉଥିଲେ । ସେହି ସମୟରେ ଭାରତୀୟ ଯୁବକ ଉକ୍ତ ନାବାଳିକା ସହ ର୍ଦୁବ୍ୟବହାର କରିବାକୁ ଚେଷ୍ଟା କରିଥିଲେ ।

ଏନେଇ ସେମାନେ ସ୍ବିମିଙ୍ଗ ପରିଚାଳକଙ୍କୁ ଅଭିଯୋଗ କରିଥିଲେ । ତେବେ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ବୁଧବାର ଭାରତୀୟ ଯୁବକଙ୍କୁ ଗିରଫ କରିବା ସହ 4 ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

Intro:ସନାତନ ଧର୍ମର ପ୍ରଚାର କରୁଛନ୍ତି ବିଦେଶିନିBody:

ଦରିଆ ପାରିରୁ ଧାଇଁଆସିଛନ୍ତି ପୁରି। ଜଗନ୍ନାଥ ପ୍ରେମରେ ପାଗେଳି ବିଦେଶିନି।ଶାଢି ଓ ଚନ୍ଦନର ନାଇ ରଥ ଚାରିପାଖେ ବୁଲୁଛନ୍ତି।ରଷିଆର ନିଲାମ୍ବରି ।ସାଥିରେ ଅଛନ୍ତି ସ୍ବାମି ବିଶ୍ବଧାମ ଚୈତନ ଦାସ ଯାହାଙ୍କ ଘର ନେପାଳ।ତେବେ ଜଗନ୍ନାଥ ନାମ ଧରି ହରେକୃଷ୍ନ ମହାମନ୍ତ୍ର ଜପ କରୁଛନ୍ତି ବଡଦାଣ୍ଡରେ। ରଥ ଚାରିପାଖେ ଧାଇଁ ଆସି ଲୋକଂକ ପାଖରେ ପହଂଚାଉଛନ୍ତି ଜଗନ୍ନାଥ ,ସେହି ବିଷ୍ନୁ,ସେହି କୃଷ୍ନ ଓ ରାମ ଙ୍କର ନାମକୁ ପ୍ରଚାର। ଖାଲି ଯେ ଧର୍ମ ନୁହେଁ ଏହା ଭିତରେ ସବୁଧର୍ମ ହିନ୍ଦୁ ମୁସଲିମ ଶିଖ ସବୁରିଙ୍କ ରହିଛି ସେହିଗୋଟିଏ ନାମ ପରମେଇଶ୍ବର।ଯାହା ଏବେ ବଡ ଦାଣ୍ଡରେ ବେସ ଆକର୍ଷଣ।
ବାଇଟ-ନିଲାମ୍ବରି
ବାଇଟ-ବିଶ୍ବଧାମ ଚୈତନ
Conclusion:Feed file 4
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.