ETV Bharat / international

ଇଣ୍ଡୋନେସିଆର ସୁନା ଖଣିରେ ଭୁସ୍ଖଳନ; 5 ମୃତ, ଅନେକ ନିଖୋଜ

author img

By

Published : Feb 25, 2021, 2:25 PM IST

ଇଣ୍ଡୋନେସିଆର ସେଣ୍ଟ୍ରାଲ ସୁଲାୱେସିରେ ଏକ ସୁନା ଖଣିରେ ଭୁସ୍ଖଳନ ଘଟି ପା଼ଞ୍ଚ ମୃତ । ଅଧିକ ପଢନ୍ତୁ...

ଇଣ୍ଡୋନେସିଆର ସୁନା ଖଣିରେ ଭୁସ୍ଖଳନ
ଇଣ୍ଡୋନେସିଆର ସୁନା ଖଣିରେ ଭୁସ୍ଖଳନ

ଜାକାର୍ତ୍ତା: ଇଣ୍ଡୋନେସିଆର ସେଣ୍ଟ୍ରାଲ ସୁଲାୱେସିରେ ଏକ ସୁନା ଖଣିରେ ଭୁସ୍ଖଳନ । ଦୁର୍ଘଟଣାରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 70ରୁ ଅଧିକ ନିଖୋଜ ଅଛନ୍ତି ।

ଏହି ବିପର୍ଯ୍ୟୟ ବୁଧବାର ଘଟିଥିବା ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ମୁଖ୍ୟ ଡାଟୁ ପାମୁସୁ ଟମ୍ବୋଲୋଟୁଟୁ ଗୁରୁବାର ଦିନ ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ଦୁର୍ଘଟଣା ପାରିଗି ମାଉଣ୍ଟଙ୍ଗ ଜିଲ୍ଲାର ବୁରୁଙ୍ଗ ଗାଁରେ ଘଟିଛି । ଏବେ ସୁଦ୍ଧା ପାଞ୍ଚଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପ୍ରାୟ 70ଜଣରୁ ଅଧିକ ନିଖୋଜ ଥିବା ଜଣାପଡିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

@ANI

.

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.