ETV Bharat / international

ପ୍ରତିଶୋଧ ନିଆଁରେ ଜଳୁଛି ଇରାନ, ଆମେରିକା ସେନା ଶିବିରରେ ପୁଣି ରକେଟ ମାଡ଼ - four rockets hit us airbase

ଆମେରିକା-ଇରାନରେ ତିକ୍ତତା ମଧ୍ୟରେ ରବିବାର ପୁଣିଥରେ ଆମେରିକା ସେନା ଶିବିର ଉପରେ ଆକ୍ରମଣ କରିଛି ଇରାନ । ଇରାକ ସ୍ଥିତ ଆମେରିକା ସେନା ଶିବିରକୁ ଟାର୍ଗେଟ କରି ୪ଟି ରକେଟ୍‌ ମାଡ଼ କରିଛି ।

four-rockets-hit us airbase
ଫାଇଲ ଫଟୋ
author img

By

Published : Jan 12, 2020, 11:08 PM IST

ବାଗଦାଦ: ଆମେରିକା-ଇରାନରେ ତିକ୍ତତା ମଧ୍ୟରେ ରବିବାର ପୁଣିଥରେ ଆମେରିକା ସେନା ଶିବିର ଉପରେ ଆକ୍ରମଣ କରିଛି ଇରାନ । ଇରାକ ସ୍ଥିତ ଆମେରିକା ସେନା ଶିବିରକୁ ଟାର୍ଗେଟ କରି ୪ଟି ରକେଟ୍‌ ମାଡ଼ କରିଥିବା ଜଣାପଡିଛି। ଏହି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ଏହି ରକେଟ ଇରାକର ରାଜଧାନୀ ବାଗଦାଦରୁ 80 କିମି ଉତ୍ତର ସ୍ଥିତ ଆମେରିକା ବେସର ରନୱେରେ ପଡିଥିବା ସେନା ସୂତ୍ରରୁ ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଇରାନଟ ଟପ୍‌ କମାଣ୍ଡର ସୁଲେମାନିଙ୍କ ହତ୍ୟାପରେ ପ୍ରତିଶୋଧ ପରାୟଣ ଇରାନ ଗତ ବୁଧବାର ମଧ୍ୟ ଇରାକ ସ୍ଥିତ ଆମେରିକା ସେନା ଶିବିର ଉପରେ ମିଶାଇଲ ମାଡ କରିଥିଲା । ଏହି ଆକ୍ରମଣରେ ଆମେରିକାର ପ୍ରାୟ 80 ସୈନିକ ନିହତ ହୋଇଥିବା ଇରାନ ଦାବି କରିଥିଲା । କିନ୍ତୁ ଆମେରିକା ପକ୍ଷରୁ ଏହି ଦାବିକୁ ଖାରଜ କରାଯାଇଥିଲା ।

Intro:Body:

v

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.