ETV Bharat / international

ଶ୍ରୀଲଙ୍କାର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦ୍ରା ରାଜପକ୍ଷେ - ମହିନ୍ଦ୍ରା ରାଜପକ୍ଷେ

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ତଥା ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଭାଇ ମହିନ୍ଦ୍ରା ରାଜପକ୍ଷେ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅଧିକ ପଢନ୍ତୁ..

ଫାଇଲ ଫଟୋ
author img

By

Published : Nov 21, 2019, 7:20 PM IST

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ତଥା ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଭାଇ ମହିନ୍ଦ୍ରା ରାଜପକ୍ଷେ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋତାବାୟ ରାଜପକ୍ଷେ ଗୁରୁବାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ଦେଶର 23ତମ ପ୍ରଧାନମନ୍ତ୍ରୀ ଭାବରେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି ।

ମହିନ୍ଦ୍ରା ରାଜପକ୍ଷେ ବର୍ଷ 2005ରୁ 2015 ମଧ୍ୟରେ ଦେଶର ରାଷ୍ଟ୍ରପତି ଦାୟିତ୍ବ ତୁଲାଇଥିଲେ । ପ୍ରଧାନମନ୍ତ୍ରୀ ପଦରୁ ରନିଲ ବିକ୍ରମସିଂଘେ ଇସ୍ତଫା ଦେବା ପରେ ମହିନ୍ଦ୍ରା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ତାଙ୍କ ଭାଇ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ବୁଧବାର ତାଙ୍କ ନାମ ନାମାଙ୍କନ କରିଥିଲେ । ଏହାପରେ ଗୁରୁବାର ମହିନ୍ଦ୍ରା ରାଜପକ୍ଷେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଉଲ୍ଲେଖଯେ, ଯୋଗ୍ୟ, ନବନିର୍ବାଚିତ ରାଷ୍ଟ୍ରପତି ଗୋତବାୟ ରାଜପକ୍ଷେ ନିଜ ବଡଭାଇ ତଥା ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.