ETV Bharat / international

6.3 ତୀବ୍ରତା ଭୂକମ୍ପରେ ଥରିଲା ଜାପାନ, ସୁନାମିର ନାହିଁ ଭୟ - ଭୂକମ୍ପରେ ଥରିଲା ଜାପାନ

ଭୂକମ୍ପରେ ଥରିଲା ଜାପାନ। ରିକ୍ଟର ସ୍କେଲରେ ତୀବ୍ରତା 6.3 ରେକର୍ଡ କରାଯାଇଛି। ଭୂକମ୍ପରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇ ନାହିଁ।

6.3 ତୀବ୍ରତା ଭୂକମ୍ପରେ ଥରିଲା ଜାପାନ, ସୁନାମିର ଭୟ ନାହିଁ

author img

By

Published : Jun 14, 2020, 8:25 AM IST

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଜାପାନ। ରିକ୍ଟର ସ୍କେଲରେ ତୀବ୍ରତା 6.3 ରେକର୍ଡ କରାଯାଇଛି। ଏହି ଭୂକମ୍ପଟର ଝଟକା ଆମି ଆଇଲ୍ୟାଣ୍ଡରେ ଅନୁଭୂତ ହୋଇଥିବା ବେଳେ କେନ୍ଦ୍ରସ୍ଥଳ ଠାରୁ 160 କିଲୋମିଟର ଦୂରରେ ସୃଷ୍ଟି ହୋଇଥିଲା। ତେବେ ତୀବ୍ରତାର ଭୂକମ୍ପରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇ ନାହିଁ।

ସୂଚନା ଥାଉକି, ଏବେ ସୁଦ୍ଧା ଭୂକମ୍ପରେ କ୍ଷୟକ୍ଷତିର ପ୍ରକୃତ ସୂଚନା ମିଳିପାରି ନାହିଁ। ଘଟଣାରେ ସମ୍ପୃକ୍ତ ଅଧିକାରୀମାନେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଗତ କିଛିଦିନ ପୂର୍ବରୁ ଜାପାନର ଟୋକିଓରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ସେହି ସମୟରେ ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓଠାରୁ 85 କିଲୋମିଟର ଉତ୍ତର-ପୂର୍ବ ଅଞ୍ଚଳରେ ଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ରିକ୍ଟର ସ୍କେଲରେ 5.6 ର ତୀବ୍ରତା ରେକର୍ଡ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.