ETV Bharat / international

ନାବାଳିକା ପେଟରେ ଦେଢ କେଜିର କେଶ - stomach

ଚୀନରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ନାବାଳିକା ପେଟରୁ ବାହାରିଲା ଦେଢ କିଲୋଗ୍ରାମର କେଶ ପିଣ୍ଡୁଳା । ସିଟିସ୍କାନ ସମୟରେ ଡାକ୍ତର ଶିଶୁର ପେଟରେ ଗୋଟିଏ ବଲ୍ ଆକୃତିର ଜିନିଷ ଦେଖିବାକୁ ପାଇଥିଲେ । ଏକ ଗଣ୍ଠି ପରି ପଥର ସଦୃଶ୍ୟ ଥିଲା । ସର୍ଜରୀ ପରେ ଝିଅର ପେଟରୁ ବାହିରି ଥିଲା ଉକ୍ତ କେଶ ପିଣ୍ଡୁଳା ।

ପ୍ରତିକାତ୍ମକ ଫଟୋ
author img

By

Published : Mar 5, 2019, 9:40 PM IST

ବେଜିଂ: ଚୀନରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ନାବାଳିକା ପେଟରୁ ବାହାରିଲା ଦେଢ କିଲୋଗ୍ରାମର କେଶ ପିଣ୍ଡୁଳା । ସିଟିସ୍କାନ ସମୟରେ ଡାକ୍ତର ଶିଶୁର ପେଟରେ ଗୋଟିଏ ବଲ୍ ଆକୃତିର ଜିନିଷ ଦେଖିବାକୁ ପାଇଥିଲେ । ଏକ ଗଣ୍ଠି ପରି ପଥର ସଦୃଶ୍ୟ ଥିଲା । ସର୍ଜରୀ ପରେ ଝିଅର ପେଟରୁ ବାହିରି ଥିଲା ଉକ୍ତ କେଶ ପିଣ୍ଡୁଳା । ଅସ୍ତ୍ରୋପଚାର ପରେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି ।

ଏହାସହ ଡାକ୍ତର ଶିଶୁର ମାତା ପିତାଙ୍କୁ ତାର ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ କହିଛନ୍ତି । ପ୍ରାୟ 2 ବର୍ଷ ବୟସରୁ ଝିଅଟିର ଚୁଟି ଖାଇବା ଭଳି ଖରାପ ଅଭ୍ୟାସ ଥିଲା । ଆଠ ବର୍ଷରେ ପହଞ୍ଚିବା ବେଳକୁ ଝିଅ ପେଟରେ ହଠାତ୍ ଭୀଷଣ କଷ୍ଟ ହୋଇଥିଲା । ଏହା ବ୍ୟତୀତ ମଝିରେ ମଝିରେ ସେ ବାନ୍ତି ମଧ୍ୟ କରୁଥିଲା । ଯନ୍ତ୍ରଣା ବଢିବାରୁ ଉକ୍ତ ଝିଅକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପିଲାଟିର ଚୁଟି ଖାଇବା ଅଭ୍ୟାସ ଏକ ରୋଗର ଲକ୍ଷଣ ଅଟେ । ଏହାର ନାମ ପିକା । ଏହି ରୋଗ (ପିକା) ଇଟିଙ୍ଗ୍ ଡିସଅର୍ଡର କାରଣରୁ ହୋଇଥାଏ । ଏହି ରୋଗ ହେବାଦ୍ବାରା ଶିଶୁଙ୍କୁ ଏଣୁତେଣୁ ଖାଇବାର ଅଭ୍ୟାସ ପଡିଯାଇଥାଏ ବୋଲି କହିଛନ୍ତି ଡାକ୍ତର ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.