ETV Bharat / international

ସେନଜେନରେ କୁକୁର-ବିଲେଇ ଖାଇବା ବ୍ୟାନ - china covid 19

ଚୀନର ସେନଜେନରେ କୁକୁର, ବିଲେଇ ଖାଇବା ବ୍ୟାନ । ନିୟମ ଉଲ୍ଲଂଘନ କଲେ ମିିଳିବ ଦଣ୍ଡ । ଅଧିକ ପଢନ୍ତୁ...

China's Shenzhen Bans Eating Of Cats, Dogs After COVID-19 Outbreak
ସେନଜେନରେ କୁକୁର-ବିଲେଇ ଖାଇବା ବ୍ୟାନ
author img

By

Published : Apr 3, 2020, 7:23 AM IST

ବେଜିଂ:କୋରୋନା ପରେ ଚୀନର ସେନଜେନ ସହରରେ କୁକୁର ବିଲେଇ ଖାଇବା ଉପରେ ଲାଗିଲା ରୋକ । କାରଣ ଚୀନର ଉହାନ ନନଭେଜ ମାର୍କେଟରୁ ଏହି ଭାଇରସର ଉତ୍ପତ୍ତି ହୋଇଥିବା କୁହାଯାଉଛି । ଏହି ମାର୍କେଟରେ ବାଦୁଡି,ସାପ ଏବଂ ଅନ୍ୟ ଜନ୍ତୁ ମାଂସ ବିକ୍ରି ହୋଇଥାଏ ।

ତେଣୁ ପ୍ରଥମେ ସେନଜେନରେ ଏହି ସବୁ ଜନ୍ତୁ ଖାଇବା ଉପରେ କୋର ଲଗାଯାଇଛି। ଏହି ପଶୁମାଂସ ବିକ୍ରି ଏବଂ ଖାଇଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ 9,35,000 କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 47,000 ଲୋକଙ୍କ ମୃତ୍ୟୁ ଘଟିଛି । ଚୀନର 3318 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 89 ହଜାର ଲୋକ ଆକ୍ରାନ୍ତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.