ETV Bharat / international

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଶପଥ ଉତ୍ସବରେ ବିସ୍ଫୋରଣ

ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କ ଶପଥ ଗ୍ରହଣ ଉତ୍ସବରେ ବିସ୍ଫୋରଣ ଓ ଗୁଳିମାଡ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 9, 2020, 8:00 PM IST

Blast and firing reported during President Ashraf Ghani oath taking ceremony in Kabul
ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଶପଥ ଉତ୍ସବରେ ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କ ଶପଥ ଗ୍ରହଣ ଉତ୍ସବରେ ବିସ୍ଫୋରଣ ଓ ଗୁଳିମାଡ । ଏଥିରେ ରାଷ୍ଟ୍ରପତିଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ସେହିପରି ସଭାସ୍ଥଳରେ ବିସ୍ଫୋରଣ ହେଉଥିଲେ ମଧ୍ୟ ରାଷ୍ଟ୍ରପତି ସଭାସ୍ଥାନ ଛାଡି ଯାଇନଥିବା ଦେଖିବାକୁ ମିଳିଛି ।

ସୋମବାର ରାଷ୍ଟ୍ରପତି ଅସରଫ ଘନିଙ୍କ ଶପଥ ପାଠ ଉତ୍ସବ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା । ରାଷ୍ଟ୍ରପତି ଦେଶବାସୀଙ୍କୁ ଉଦବୋଧନ ଦେଉଥିବାବେଳେ ବିସ୍ଫୋରଣ ଓ ଗୁଳିମାଡ କରାଯାଇଥିଲା । ଘନି ଦ୍ବିତୀୟ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ନେଇ ଫେବୃଆରୀରେ ଘୋଷଣା କରାଯାଇଥିଲା ।

ସେପ୍ଟେମ୍ବରରେ ରେକର୍ଡ ସଂଖ୍ୟକ ତାଲିବାନୀ ଆକ୍ରମଣ କରାଯାଇଥିଲା । ସାନି ନିର୍ବାଚନର ଫଳାଫଳ ଡିସେମ୍ବରରେ ଘୋଷଣା କରାଯାଇଥିଲା । ଏହି ନିର୍ବାଚନରେ ମୋଟ 1.8 ମିଲିୟନ ଭୋଟରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅବଦୁଲ୍ଲା 39 ପ୍ରତିଶତ ଭୋଟ ପାଇଥିବା ଘନି ଘୋଷଣା କରିଥିଲେ । ଏହାକୁ ବିରୋଧୀମାନେ ବିରୋଧ କରିଥିଲେ । ଏହାପରେ ଆଇଇସି ଦ୍ବାରା ଭୋଟ ଗଣତି କରାଯାଇ ଫେବୃଆରୀରେ ଘନିଙ୍କୁ ବିଜେତା ଘୋଷଣା କରାଯାଇଥିଲା ।

@ANI

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.