ETV Bharat / international

ପାକ ଆର୍ମି କ୍ୟାମ୍ପରେ ବିଏଲଟି କର୍ମୀଙ୍କ ଆକ୍ରମଣ, 16 ଯବାନ ମୃତ

author img

By

Published : Feb 20, 2020, 10:20 AM IST

ବେଲୁଚିସ୍ତାନରେ ଥିବା ପାକିସ୍ତାନ ଆର୍ମି କ୍ୟାମ୍ପରେ ‘ବେଲୁଚିସ୍ତାନ ଲିବରେସନ ଟାଇଗର୍ସ’ କର୍ମୀମାନେ ଆକ୍ରମଣ କରିବା ଫଳରେ 16 ଜଣ ପାକିସ୍ତାନ ଯବାନ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

baloch freedom fighters attacked on pak army camp 16 personnel dead
ପାକ ଆର୍ମି କ୍ୟାମ୍ପରେ ବିଏଲଟି କର୍ମୀଙ୍କ ଆକ୍ରମଣ, 16 ଯବାନ ମୃତ

କ୍ବେଟା: ବେଲୁଚିସ୍ତାନରେ ଥିବା ପାକିସ୍ତାନ ଆର୍ମି କ୍ୟାମ୍ପରେ ‘ବେଲୁଚିସ୍ତାନ ଲିବରେସନ ଟାଇଗର୍ସ’(BLT) କର୍ମୀମାନେ ଆକ୍ରମଣ କରିଛନ୍ତି । ଆକ୍ରମଣରେ 16 ଜଣ ପାକିସ୍ତାନ ଯବାନ ପ୍ରାଣ ହରାଇଛନ୍ତି ।

ବିଏଲଟି କର୍ମୀମାନେ ଅସ୍ତ୍ରଶସ୍ତ୍ର ଲୁଟିବା ସହ କ୍ୟାମ୍ପରେ ନିଆଁ ଲଗାଇ ଦେଇଛନ୍ତି । ମଙ୍ଗଳବାର ଏହି ଘଟଣା ଘଟିଥିବା ନେଇ ବେଲୁଚିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ବିଏଲଟି ପକ୍ଷରୁ ଅମ୍ବୁସରେ ପାକ ଆର୍ମିର ଦୁଇଟି ଗାଡିକୁ ପୋଡିବା ସହ କ୍ୟାମ୍ପକୁ ସଂପୂର୍ଣ୍ଣ ଧ୍ବଂସ କରିଦେଇଥିବା ନେଇ ଜଣେ ବିଏଲଟି କର୍ମୀ ପ୍ରକାଶ କରିଛନ୍ତି । ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ହେଲେ ପାକିସ୍ତାନ ସେନା ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.