ETV Bharat / international

ଭୂକମ୍ପ ଝଟ୍‌କାରେ ଥରିଲା ତାଜିକିସ୍ତାନ

ଭୂକମ୍ପ ଝଟ୍‌କାରେ ଥରିଲା ତାଜିକିସ୍ତାନ । ରିକ୍ଟର ସ୍କେଲରେ ଯାହାର ତିବ୍ରତା 4.1 ରହିଥିଲା । ଅଧିକ ପଢନ୍ତୁ...

author img

By

Published : Jul 8, 2021, 7:07 AM IST

An earthquake of magnitude 4.1 on Richter scale occurred at 04:22:13 IST in 393km ESE of Dushanbe, Tajikistan today: National Centre for Seismology
ଭୂକମ୍ପ ଝଟ୍‌କାରେ ଥରିଲା ତାଜିକିସ୍ତାନ

ଦୁଶାନବେ: ଭୂକମ୍ପରେ ଥରିଲା ତାଜିକିସ୍ତାନର ଦୁଶାନବେ । ରିକ୍ଟର ସ୍କେଲରେ ଯାହାର ତିବ୍ରତା 4.1 ରହିଥିଲା । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି । ଆଜି ଭୋର ସମୟ 4ଟା 22 ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଯାହାର ଗଭୀରତା 393 କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ତେବେ, ଏହି ଭୂମିକମ୍ପରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.