ETV Bharat / international

ଆଫଗାନିସ୍ତାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ - presidential vote for afghan

କଡା ସୁରକ୍ଷା ମଧ୍ୟରେ ଶେଷ ହୋଇଛି ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ପକ୍ରିୟା ।ରାଷ୍ଟ୍ରପତି ଦୌଡ଼ରେ ଦୁଇ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ ।

ଫାଇଲ ଫଟୋ
author img

By

Published : Sep 29, 2019, 12:35 AM IST

କାବୁଲ: କଡା ସୁରକ୍ଷା ମଧ୍ୟରେ ଶେଷ ହୋଇଛି ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ପକ୍ରିୟା । ତେବେ ଦେଶରେ ଚଳିତ ଥର କମ ମତଦାନ ହୋଇଥିବା ସୂଚନା ମିଳିଛି। ସେପଟେ ମତଦାନରେ ବାଧା ସୃଷ୍ଟି କରିବା ପାଇଁ କେତେକ ଭୋଟିଂ ବୁଥରେ ଛୋଟମୋଟ ବିସ୍ଫୋରଣ ମଧ୍ୟ କରାଯାଇଥିଲା ।

ତେବେ ମତଦାନର ପ୍ରାରମ୍ଭିକ ଫଳାଫଳ ଅକ୍ଟୋବର 17 ପରେ ଏବଂ ଶେଷ ଫଳାଫଳ ନଭେମ୍ବର 7 ପରେ ପ୍ରକାଶ ପାଇବ ବୋଲି ଆଶା ରଖାଯାଇଛି । ଯଦି କୌଣସି ଜଣେ ପ୍ରାର୍ଥୀଙ୍କୁ ମଧ୍ୟ 51 ପ୍ରତିଶତରୁ ଅଧିକ ଭୋଟ ନମିଳେ ତାହେଲେ ଉଭୟ ପ୍ରାର୍ଥୀ ମଧ୍ୟରେ ପୁଣିଥରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବ ବୋଲି ଜଣା ପଡିଛି।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଦୌଡ଼ରେ ଦୁଇ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ । ବର୍ତ୍ତମାନର ରାଷ୍ଟ୍ରପତି ଥିବା ଅଶରଫ୍‌ ଗନୀଙ୍କ ବିପକ୍ଷରେ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବଦୁଲ୍ଲା ଅବଦୁଲ୍ଲା ପ୍ରାର୍ଥୀ ହୋଇଥିଲେ।

Intro:Body:

sfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.