ETV Bharat / international

କରାଚୀରେ ବ୍ୟାପିଲା ବିଷାକ୍ତ ଗ୍ୟାସ, 6 ମୃତ

author img

By

Published : Feb 17, 2020, 7:47 AM IST

ପାକିସ୍ତାନର କରାଚୀ ସହରରେ ବିଷାକ୍ତ ଗ୍ୟାସ ବ୍ୟାପିଯିବା ଫଳରେ 6 ଜଣଙ୍କ ମୃତ୍ୟୁ ଘଟିଛି । 12 ଜଣରୁ ଅଧିକ ଲୋକେ ଅଣନିଶ୍ବାସୀ ହୋଇ ଅଚେତ ହୋଇପଡିଥିବା ସୂଚନା ମିଳିଛି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

poisonous gas in Pakistan
କରାଚୀରେ ବ୍ୟାପିଲା ବିଷାକ୍ତ ଗ୍ୟାସ, 6 ମୃତ

କରାଚୀ: ପାକିସ୍ତାନର କରାଚୀ ସହରରେ ବିଷାକ୍ତ ଗ୍ୟାସ ବ୍ୟାପିଯିବା ଫଳରେ 6 ଜଣଙ୍କ ମୃତ୍ୟୁ ଘଟିଛି । 12 ଜଣରୁ ଅଧିକ ଲୋକେ ଅଣନିଶ୍ବାସୀ ହୋଇ ଅଚେତ ହୋଇପଡିଥିବା ସୂଚନା ମିଳିଛି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରବିବାର, ଲୋକେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ବିଷାକ୍ତ ଗ୍ୟାସ ବ୍ୟାପିଥିବାର ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହି ଗ୍ୟାସ ଏକ କାର୍ଗୋ ପାଣିଜାହାଜରୁ କେମିକାଲ କାଢିବା ସମୟରେ ଘଟିଥିବା କୁହାଯାଉଛି ।

ସେପଟେ ଏହି ଘଟଣା ପରେ ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ନୋଟିସ ଦେବା ସହ କର୍ତ୍ତୃପକ୍ଷଙ୍କୁ ସମନ କରିଛନ୍ତି ।

ସୌଜନ୍ୟ: @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.