ETV Bharat / international

ବ୍ୟାପୁଛି କୋରୋନା: ଶ୍ରୀଲଙ୍କାରେ 185 ସେନାକର୍ମୀ ସଂକ୍ରମିତ, 4ହଜାର କ୍ବାରେଣ୍ଟାଇନ - ଶ୍ରୀଲଙ୍କାରେ ସେନାକର୍ମୀ ସଂକ୍ରମିତ

କୋରୋନା କବଳରେ ପ୍ରତିଦିନ ହଜାର ହଜାର ଲୋକ ପଡୁଛନ୍ତି । ଏପରିସ୍ଥଳେ ଅତିକମରେ 185 ଶ୍ରୀଲଙ୍କା ସେନା କର୍ମଚାରୀ କୋରୋନା ସଂକ୍ରମିତ ରହିଛନ୍ତି । ଏହିକାରଣରୁ ପ୍ରାୟ 4ହଜାର ସେନା କର୍ମଚାରୀ ଓ ସେମାନଙ୍କ ପରିବାର କ୍ବାରେଣ୍ଟାଇନରେ ରହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 28, 2020, 5:40 PM IST

କଲମ୍ବୋ: ସାରା ବିଶ୍ବରେ ଭୟର କାରଣ ପାଲଟିଛି ମହାମାରୀ କୋରୋନା । କୋରୋନା କବଳରେ ପ୍ରତିଦିନ ହଜାର ହଜାର ଲୋକ ପଡୁଛନ୍ତି । ଏପରିସ୍ଥଳଳେ ଅତିକମରେ185 ଶ୍ରୀଲଙ୍କା ସେନା କର୍ମଚାରୀ କୋରୋନା ସଂକ୍ରମିତ ରହିଛନ୍ତି । ଏହିକାରଣରୁ ପ୍ରାୟ 4ହଜାର ସେନା କର୍ମଚାରୀ ଓ ସେମାନଙ୍କ ପରିବାର କ୍ବାରେଣ୍ଟାଇନରେ ରହିଛନ୍ତି ।

କୋରୋନା ପଜେଟିଭ ଯବାନଙ୍କ ମଧ୍ୟରୁ ପ୍ରାୟ 181 ଜଣ ନୌସେନାରେ ଅଟନ୍ତି । ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କାରେ 588 ଜଣ କୋରୋନା ସଂକ୍ରମିତ । ଏହାସହ ଦେଶରେ ପ୍ରାୟ 7 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେନା କର୍ମୀ କୋରୋନା ପଜେଟିଭ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସେମାନଙ୍କ ପରିବାର ବର୍ଗ ଓ ସହକର୍ମୀ ପାଖାପାଖି 4ହଜାର କ୍ବାରେଣ୍ଟାଇନରେ ରହିଛନ୍ତି ।

ଜଣେ କର୍ଫ୍ୟୁ ଉଲ୍ଲଂଘନକାରୀଙ୍କୁ ଗିରଫ କରିବା ପାଇଁ ଏକ ଅପରେସନରେ ଅଂଶଗ୍ରହଣ କରୁଥିବାବେଳେ ଜଣେ ନାବିକ ଏହି ସଂକ୍ରମିତ ହେବା ପରେ ଏହି ରୋଗ ନୌସେନାରେ ବ୍ୟାପିଥିଲା ନାବିକ ତାଙ୍କର ସଂକ୍ରମଣ ପରେ ପ୍ରଥମ ସପ୍ତାହରେ କୌଣସି ଲକ୍ଷଣ ଦେଖାଇଲେ ନାହିଁ |

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.