ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଯାଇଛି କୋଭିଡ ଟୀକାକରଣ । ଏହି କ୍ରମରେ ଶୁକ୍ରବାର କୋରୋନା ଟୀକାର ଡୋଜ ନେଇଛନ୍ତି ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ । ଉପରାଷ୍ଟ୍ରପତି ପେନ୍ସଙ୍କ ଏହି ଟୀକାକରଣର ଦୃଶ୍ୟ ଲାଇଭ ଟିଭିରେ ପ୍ରସାରିତ ହୋଇଥିଲା ।
- — Mike Pence (@Mike_Pence) December 18, 2020 " class="align-text-top noRightClick twitterSection" data="
— Mike Pence (@Mike_Pence) December 18, 2020
">— Mike Pence (@Mike_Pence) December 18, 2020
ପେନ୍ସଙ୍କ ସ୍ତ୍ରୀ କେରନ ଓ ସ୍ବାସ୍ଥ୍ୟବିଶେଷଜ୍ଞ ଏଡମ୍ସ ମଧ୍ୟ କୋଭିଡ ଟୀକାର ଡୋଜ ନେଇଛନ୍ତି । ମାଇକ ପେନ୍ସଙ୍କ ଦ୍ବାରା କୋରୋନା ଭ୍ୟାକ୍ସିନ ନେବାର ଲାଇଭ ଟେଲିକାଷ୍ଟକୁ ସେ ନିଜେ ଟ୍ବିଟ କରି ସେୟାର କରିଛନ୍ତି । ହ୍ବାଇଟହାଉସରେ ଇଞ୍ଜେକ୍ସନ ଲଗାଯିବା ପରେ କିଛି ବି ଅନୁଭବ ହୋଇନଥିବା ପ୍ରତିକ୍ରିୟା ଦେଇଛନ୍ତି ମାଇକ ।