ETV Bharat / international

ଆମେରିକାବାସୀଙ୍କୁ ଟ୍ରମ୍ପଙ୍କ ସମ୍ବୋଧନ; ଭୋଟ ଗଣତିରେ ହେରଫେର ଅଭିଯୋଗ, ଯିବେ ସୁପ୍ରିମକୋର୍ଟ

author img

By

Published : Nov 4, 2020, 10:37 AM IST

Updated : Nov 5, 2020, 8:08 AM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନ
ଆମେରିକା ରାଷ୍ଟ୍ରପତି ନିର୍ବାଚନ

08:05 November 05

ବାଇଡେନଙ୍କୁ 243 ଇଲେକ୍ଟୋରାଲ ଭୋଟ, ଟ୍ରମ୍ପଙ୍କୁ 214

ଜାରି ରହିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । ଆଗରେ ଅଛନ୍ତି  ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ । ବାଇଡେନଙ୍କୁ ଏବେ ସୁଦ୍ଧା ମିଳିଛି 243 ଇଲେକ୍ଟୋରାଲ ଭୋଟ । 214 ଇଲେକ୍ଟୋରାଲ ଭୋଟ ପାଇ ପଛରେ ରହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

15:20 November 04

ଆମେରିକାବାସୀଙ୍କୁ ଟ୍ରମ୍ପଙ୍କ ସମ୍ବୋଧନ; ଭୋଟ ଗଣତିରେ ହେରଫେର ଅଭିଯୋଗ, ଯିବେ ସୁପ୍ରିମକୋର୍ଟ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଉତ୍ସବର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟରାତ୍ରିରେ ଦେଶକୁ ସମ୍ବୋଧିତ କରି ନିର୍ବାଚନ ଜିତିସାରିଥିବା ନେଇ ଦାବି କରିଛନ୍ତି । ଅନ୍ୟପକ୍ଷେ ଭୋଟ ଗଣତିରେ ହେରଫେର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଟ୍ରମ୍ପ । ତେବେ ରାଷ୍ଟ୍ରପତି ଟ୍ରମ୍ପ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଜଣାପଡିଛି ।ଆମେ

12:24 November 04

ବାଇଡେନଙ୍କୁ 220 ଇଲେକ୍ଟୋରାଲ ଭୋଟ, ଟ୍ରମ୍ପଙ୍କୁ 213

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ କଡା ଟକ୍କର । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି 213 ଇଲେକ୍ଟୋରାଲ ଭୋଟ । ସେହିପରି ଡେମୋକ୍ରାଟିକ୍‌ର ଜୋ ବିଡେନଙ୍କୁ 220 ଇଲେକ୍ଟୋରାଲ ଭୋଟ ମିଳିଛି ।

11:41 November 04

ଫ୍ଲୋରିଡାରେ ବାଜିମାତ କଲେ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡା ରାଜ୍ୟରେ ବିଜୟ ଲାଭ କରିଛନ୍ତି । 

11:34 November 04

ବାଇଡେନଙ୍କୁ 205 ଇଲେକ୍ଟୋରାଲ ଭୋଟ, ଟ୍ରମ୍ପଙ୍କୁ 171

ଆସୁଛି ଆମେରିକା ନିର୍ବାଚନ ଫଳାଫଳ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି 171 ଇଲେକ୍ଟୋରାଲ ଭୋଟ । ସେହିପରି ଡେମୋକ୍ରାଟିକ୍‌ର ଜୋ ବିଡେନଙ୍କୁ 205 ଇଲେକ୍ଟୋରାଲ ଭୋଟ ମିଳିଛି ।

10:44 November 04

ବାଇଡେନଙ୍କୁ 205 ଇଲେକ୍ଟୋରାଲ ଭୋଟ, ଟ୍ରମ୍ପଙ୍କୁ 136

ଆସୁଛି ଆମେରିକା ନିର୍ବାଚନ ଫଳାଫଳ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି 136 ଇଲେକ୍ଟୋରାଲ ଭୋଟ । ସେହିପରି ଡେମୋକ୍ରାଟିକ୍‌ର ଜୋ ବିଡେନଙ୍କୁ 205 ଇଲେକ୍ଟୋରାଲ ଭୋଟ ମିଳିଛି ।

10:07 November 04

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବାଇଡେନଙ୍କୁ 192 ଇଲେକ୍ଟୋରାଲ ଭୋଟ, ଟ୍ରମ୍ପଙ୍କୁ 114

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ଆରମ୍ଭରୁ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍‌ର ଜୋ ବିଡେନଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।  

ମିଳିଥିବା ସୂଚନା ଅନୁସାରେ, ବାଇଡେନଙ୍କୁ 192 ଇଲେକ୍ଟୋରାଲ ଭୋଟ ମିଳିଥିବାବେଳେ ଟ୍ରମ୍ପଙ୍କୁ 114  ଇଲେକ୍ଟୋରାଲ ଭୋଟ ମିଳିଛି । ସୂଚନାଥାଉକି, ସମୁଦାୟ 538ଟି ଇଲେକ୍ଟୋରାଲ ଭୋଟ ରହିଛି । ଯେଉଁଥିରେ 270 ଟି ଇଲେକ୍ଟୋରାଲ ଭୋଟ ଯିଏ ପାଇବ ସେ ବାଜିମାତ କରିବ । 

Last Updated : Nov 5, 2020, 8:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.