ETV Bharat / international

9 ମିନିଟ୍‌ରେ 6ଟି ନବଜାତ ଶିଶୁକୁ ଜନ୍ମ ଦେଲେ ମହିଳା

ଟେକସାସର ହୁଷ୍ଟନରେ ଥେଲମା ଚୌକା ନାମକ ଜଣେ ମହିଳା ଏକତ୍ର 6ଟି ଶିଶୁକୁ ଜନ୍ମ ଦେଇଛନ୍ତି । ସମଗ୍ର ବିଶ୍ବରେ 47 ଲକ୍ଷ ମହିଳାଙ୍କ ମଧ୍ୟରେ ଜଣେ ମହିଳା ଏମିତି ଥାନ୍ତି, ଯିଏ ଏକତ୍ର 6ଟି ଶିଶୁକୁ ଜନ୍ମ ଦେଇଥାନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Mar 17, 2019, 9:08 AM IST

ୱାଶିଂଟନ୍‌: ସମଗ୍ର ବିଶ୍ବରେ 47 ଲକ୍ଷ ମହିଳାଙ୍କ ମଧ୍ୟରେ ଜଣେ ମହିଳା ଏମିତି ଥାନ୍ତି, ଯିଏ ଏକତ୍ର 6ଟି ଶିଶୁକୁ ଜନ୍ମ ଦେଇଥାନ୍ତି । ତେବେ ଟେକସାସର ହୁଷ୍ଟନରେ ଥେଲମା ଚୌକା ନାମକ ଜଣେ ମହିଳା ଏହି ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ସେ ଏକତ୍ର 6ଟି ଶିଶୁକୁ ଜନ୍ମ ଦେଇଛନ୍ତି ।

ଆମେରିକାର ‘ଦ ଉଇମେନ୍ସ ହସ୍‌ପିଟାଲ୍‌ ଅଫ୍‌ ଟେକ୍‌ସାସ’ରେ ଜନ୍ମ ନେଇଛନ୍ତି ଏହି 6ଟି ଶିଶୁ । ସ୍ଥାନୀୟ ସମୟାନୁସାରେ ଶୁକ୍ରବାର ସକାଳ 4ଟା ୫୦ ମିନିଟ୍‌ରୁ 4 ଟା ୫୯ ମିନିଟ୍‌ ମଧ୍ୟରେ ଚାରିଟି ପୁଅ ଓ ଦୁଇଟି ଝିଅକୁ ଜନ୍ମ ଦେଇଥିଲେ ଥେଲମା । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ନବଜାତ 6ଟି ଶିଶୁର ଓଜନ ୭୯୦ଗ୍ରାମରୁ ନେଇ ୧.୩ କିଲୋ ମଧ୍ୟରେ ରହିଥିବା ଡାକ୍ତରୀ ସୁତ୍ରରୁ ପ୍ରକାଶ ପାଇଛି । ବର୍ତ୍ତମାନ ସମସ୍ତ ନବଜାତ ଶିଶୁଙ୍କ ଅବସ୍ଥା ସ୍ଥିର ରହିଥିବାବେଳେ ସେମାନେ ଡାକ୍ତରଙ୍କ ନୀରିକ୍ଷଣରେ ଥିବା ସୂଚନା ମିଳିଛି ।

Intro:Body:

New Delhi, March 14: The Supreme Court will on Friday will hear the plea of 21 opposition parties seeking audit of at least 50 per cent of EVMs with corresponding Voter Verifiable Paper Audit Trails (VVPATs) before the Lok Sabha results are declared.

The application has been filed by Andhra Pradesh Chief Minister N. Chandrababu Naidu (TDP) and several other leaders including Sharad Pawar (NCP), Farooq Abdullah (NC), Sharad Yadav (LJD), Arvind Kejriwal (AAP), Akhilesh Yadav (SP), Derek O'Brien (TMC) and M.K. Stalin (DMK).

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.