ETV Bharat / international

‘ସୁଲେମାନୀ ହତ୍ୟାକୁ ବିରୋଧ କରୁଥିବା ଦଳ ନିର୍ବାଚନ ଜିତିବାକୁ ଚାହୁଁଛି’

author img

By

Published : Jan 8, 2020, 1:13 PM IST

ଏୟାରଷ୍ଟ୍ରାଇକରେ ଇରାନ କମାଣ୍ଡର କାସିମ ସୁଲେମାନୀର ହତ୍ୟା ଘଟଣାରେ ନିଜ ଦେଶରେ ଘେରି ହୋଇ ଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ। ଏ ମାମଲାରେ ନିଜ ବିରୋଧିଙ୍କୁ ଟାର୍ଗେଟ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସୁଲେମାନୀ ହତ୍ୟାକୁ ସେମାନେ ବିରୋଧ କରୁଛନ୍ତି ଯେଉଁମାନେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଚାହୁଁଛନ୍ତି।

Donald trump
ସୁଲେମାନୀଙ୍କ ହତ୍ୟାକୁ ବିରୋଧ

ଓ୍ବାଶିଂଟନ: ଏୟାରଷ୍ଟ୍ରାଇକରେ ଇରାନ ସେନା କମାଣ୍ଡର କାସିମ ସୁଲେମାନୀର ହତ୍ୟା ଘଟଣାରେ ନିଜ ଦେଶରେ ଘେରି ହୋଇଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ। ଏହି ମାମଲାକୁ ନେଇ ଆମେରିକାରେ ରାଜନୈତିକ ମାହୋଲ ସରଗରମ ରହିଛି। ଏ ପ୍ରସଙ୍ଗରେ ରାଷ୍ଟ୍ରପତି ଟ୍ରମ୍ପ ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟିକୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି,‘ସୁଲେମାନୀର ହତ୍ୟାକୁ ସେମାନେ ବିରୋଧ କରୁଛନ୍ତି, ଯେଉଁମାନେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଚାହୁଁଛନ୍ତି।’

ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଆମେରିକା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକରେ ଇରାନ ସେନା କମାଣ୍ଡର କାସିମ ସୁଲେମାନୀର ହତ୍ୟା ଘଟଣାରେ ନିଜ ଦେଶରେ ଛନ୍ଦି ହୋଇପଡିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସୁଲେମାନୀକୁ ରାକ୍ଷାସ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି।

ବାଗଦାଦରେ ଏୟାର ଷ୍ଟ୍ରାଇକରେ ସୁଲେମାନୀର ମୃତ୍ୟୁ ପରେ ଟ୍ରମ୍ପ କହିଛନ୍ତି,‘କାସୀମ ସୁଲେମାନୀଙ୍କୁ ସମସ୍ତେ ରାକ୍ଷାସ ବୋଲି କହୁଥିଲେ। ଆଉ ସେ ସତରେ ଏକ ରାକ୍ଷାସ ମଧ୍ୟ ଥିଲା। ଏବେ ସେହି ରାକ୍ଷାସର ମୃତ୍ୟୁ ହୋଇଛି। ତା’ର ମୃତ୍ୟୁ ଅନେକ ଦେଶ ପାଇଁ ଏକ ବହୁତ ଭଲ ଖବର। ସୁଲେମାନୀ ଆମେରିକା ଓ ଅନ୍ୟ ଦେଶ ବିରୁଦ୍ଧରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା। ତାକୁ ଏପରି କାମ କରିବାରୁ ରୋକି ଦିଆଯାଇଛି।’

ରାଷ୍ଟ୍ରପତି ଟ୍ରମ୍ପ ଆହୁରି କହିଛନ୍ତି, ‘ମୋତେ ଲାଗୁନାହିଁ କେହି ଏହାକୁ ବିରୋଧ କରିବା ଦରକାର। ଆଉ ଏହା ଉପରେ କେହି ଅଭିଯୋଗ କରିବ। ମୁଁ କେବଳ ସେହି ନେତାଙ୍କୁ ଟାର୍ଗେଟ କରି କହୁଛି ଯିଏ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ପ୍ରୟାସ କରୁଛି। ଆଉ ସେମାନେ ସୁଲେମାନୀ ବିରୋଧରେ ହୋଇଥିବା ଏୟାରଷ୍ଟ୍ରାଇକକୁ ନେଇ ଅନେକ ଅଭିଯୋଗ ଆଣୁଛନ୍ତି। କାରଣ ମୁଁ ଆଉ କାହାର ଅଭିଯୋଗ ଆଣିବା ଶୁଣିନାହିଁ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.