ETV Bharat / international

ଆମେରିକାରେ କୃଷି ଆଇନକୁ ସମର୍ଥନ

ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବମାନେ ସାନ ଫ୍ରାନ୍ସିସକୋ ଅଞ୍ଚଳରେ କାର ରାଲି କରି ଭାରତ ସରକାରଙ୍କ କୃଷି ଆଇନକୁ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 22, 2021, 11:06 AM IST

ଆମେରିକାରେ କୃଷି ଆଇନକୁ ସର୍ମଥନ
ଆମେରିକାରେ କୃଷି ଆଇନକୁ ସର୍ମଥନ

ୱାସିଂଙ୍ଗଟନ: ଆମେରିକାରେ ନୂଆ କୃଷି ଆଇନକୁ ସର୍ମଥନ । ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବମାନେ ସାନ ଫ୍ରାନ୍ସିସକୋର ‘ବେ’ ଅଞ୍ଚଳରେ କାର ରାଲି କରି ଭାରତ ସରକାରଙ୍କ କୃଷି ଆଇନକୁ ସର୍ମଥନ କରିଛନ୍ତି ।

ସାନ ଜୋସ ଉଚ୍ଚ ବିଦ୍ୟାଳୟ ନିକଟରେ କାର ରାଲି ମାଧ୍ୟମରେ କୃଷି ଆଇନକୁ ସର୍ମଥନ କରିଛନ୍ତି । ଏହି ରାଲିରେ ଅନେକ ଏମଆରଆଇ ଯୋଗ ଦେଇଥିଲେ । ଏହି ରାଲି ସମୟରେ ସର୍ମଥକମାନେ 'ବନ୍ଦେ ମାତରମ' ବନ୍ଦେ ମାତରମ ଉଚ୍ଚାରଣ କରିଥିଲେ ।

ନୂତନ କୃଷି ଆଇନକୁ ସମର୍ଥନ କରି ସମର୍ଥକମାନେ କହିଥିଲେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ବାରା ଭାରତ ବଜାରରରେ ବଡ ବିନିଯୋଗ କରିବା ସହିତ ଅର୍ଥନୈତିକ କ୍ଷେତ୍ରରେ ଲାଭଦାୟକ ହେବ ବୋଲି କହିଥିଲେ । ଚାଲିଥିବା କୃଷି ଆନ୍ଦୋଳନ ଉପରେ ପ୍ରତିକ୍ରିୟା ଦେଇ ରାଜ୍ୟ ବିଭାଗର ମୁଖପାତ୍ର କହିଛନ୍ତି ଶାନ୍ତିପୂର୍ଣ୍ଣ ଭାବେ କୃଷି ଆଇନକୁ ସର୍ମଥନ କରିଛନ୍ତି ।

ସେ ଆହୁରି କହିଛନ୍ତି, ଭାରତ ସରକାରଙ୍କ ଦ୍ବାରା ହୋଇଥିବା ନୂତନ କୃଷି ଆଇନକୁ ୟୁଏସରେ ସ୍ବାଗତ କରାଯାଉଛି । ଏହା ଭାରତ ସରକାରଙ୍କର ଏକ ଭଲ ପଦକ୍ଷେପ । ଏହି ଆଇନ ଦ୍ବାରା ଭାରତ ଅର୍ଥନୈତିକ ସ୍ତରରେ ସୁଦୃଢ ହେବ ।

ପ୍ରକାଶ ଥାଉ କି,ଭାରତର ରାଜଧାନୀ ଦିଲ୍ଲୀ ସୀମାରେ ନଭେମ୍ବର 26ତାରିଖରୁ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.