ETV Bharat / international

ରାଷ୍ଟ୍ରପତି ନିର୍ବାଚନ: 70 ମିଲିୟନରୁ ଅଧିକ ଆମେରିକୀୟ ବାଲାଟରେ ମତଦାନ - 70 million Americans cast ballots

ଆମେରିକା ନିର୍ବାଚନୀ ପ୍ରୋଜେକ୍ଟର ଏକ ନୂତନ ତଥ୍ୟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ 70 ମିଲିୟନରୁ ଅଧିକ ଆମେରିକୀୟ ବାଲାଟ ମତଦାନ କରିଛନ୍ତି । ଅଧିକ ପଢନ୍ତୁ...

ରାଷ୍ଟ୍ରପତି ନିର୍ବାଚନ
ରାଷ୍ଟ୍ରପତି ନିର୍ବାଚନ
author img

By

Published : Oct 28, 2020, 3:57 PM IST

ୱାସିଂଟନ: ଆମେରିକା ନିର୍ବାଚନୀ ପ୍ରୋଜେକ୍ଟର ଏକ ନୂତନ ତଥ୍ୟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ 70 ମିଲିୟନରୁ ଅଧିକ ଆମେରିକୀୟ ବାଲାଟ ମତଦାନ କରିଛନ୍ତି, ଯାହା 2016 ନିର୍ବାଚନର ମୋଟ ମତଦାନର ଅଧାରୁ ଅଧିକ ।

ଏହା ରେକର୍ଡ ସଂଖ୍ୟକ ମତଦାନ, ଯାହା ଶତାବ୍ଦୀର ସର୍ବାଧିକ ଭୋଟ୍ ହୋଇପାରେ । ଏହା ଦର୍ଶାଉଛି ଯେ, ଚଳିତ ବର୍ଷ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନଙ୍କ ମଧ୍ୟରେ ପ୍ରତିଯୋଗିତାକୁ ଲୋକେ ପସନ୍ଦ କରିଛନ୍ତି । ଆମେରିକା ନିର୍ବାଚନ ପ୍ରୋଜେକ୍ଟ ଦାୟିତ୍ବରେ ଥିବା ପ୍ଲୋରିଡା ବିଶ୍ବବିଦ୍ୟାଳୟ ପ୍ରଫେସର ମାଇକେଲ୍ ମ୍ୟାକଡୋନାଲଙ୍କ ଦ୍ବାରା ଏହି ଭୋଟିଂ କରାଯାଇଥିଲା । 1908 ପରେ ଏହା ସର୍ବାଧିକ ସଂଖ୍ୟା ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.