ETV Bharat / international

Earthquake Strikes Off Alaska Coast: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଲାସ୍କା

ଆମେରିକାର ଆଲାସ୍କା ଉପକୂଳରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରେକର୍ଡ । ଅଧିକ ପଢନ୍ତୁ

ଭୂକମ୍ଫରେ ଥରିଲା ଆମେରିକାର ଅଲାସ୍କା ଉପକୂଳ
ଭୂକମ୍ଫରେ ଥରିଲା ଆମେରିକାର ଅଲାସ୍କା ଉପକୂଳ
author img

By

Published : Dec 22, 2021, 9:49 AM IST

ୱାସିଂଟନ: ଥରିଲା ଆମେରିକାର ଆଲାସ୍କା । ମଙ୍ଗଳବାର ସନ୍ଧ୍ୟାରେ ଆଲାସ୍କା ଉପକୂଳରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରହିଛି । ୟୁଏସ ଜିଓଲୋଜିକାଲ ସର୍ଭେ (US Geological Survey) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ଯୋଗୁଁ ଧନଜୀବନ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଏହାମଧ୍ୟ ପଢନ୍ତୁ: Earthquake: ବେଙ୍ଗାଲୁରୁରେ ୩.୩ ତୀବ୍ରତାର ଭୂକମ୍ପ, ନାହିଁ କ୍ଷୟକ୍ଷତି ସୂଚନା

USGS ମୁତାବକ, ପୋର୍ଟ ଅଲସୱର୍ଥ ସହର ଠାରୁ ୫୧ କିଲୋମିଟର ପୂର୍ବରେ ଏବଂ ୧୫୨,୬ କିମି ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.