ETV Bharat / international

ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଲେ ଭାରତୀୟ ବଂଶୋଦ୍ଭବ କମ୍‌ଲା ହାରିସ୍‌ - america presidential election

୨୦୨୦ ମସିହା ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରୁ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା କାଲିଫର୍ଣ୍ଣିଆର ଶକ୍ତିଶାଳୀ ଡେମୋକ୍ରାଟ ସାଂସଦ କମ୍‌ଲା ହାରିସ୍‌  ।

kamala-harris
ଫାଇଲ ଫଟୋ
author img

By

Published : Dec 4, 2019, 10:33 AM IST

ୱାଶିଂଟନ: ଆମେରୀକାର ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ପଛଘୁଞ୍ଚା ଦେଲେ ଭାରତୀୟ ବଂଶୋଦ୍ଭବ କମ୍‌ଲା ହାରିସ୍‌ । ୨୦୨୦ ମସିହା ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରୁ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା କାଲିଫର୍ଣ୍ଣିଆର ଶକ୍ତିଶାଳୀ ଡେମୋକ୍ରାଟ ସାଂସଦ କମ୍‌ଲା ହାରିସ୍‌ । ୫୪ ବର୍ଷୀୟା ସନେଟର ପଞ୍ଚମ ମହିଳା ଡେମୋକ୍ରେଟ ନିଜ ନିର୍ବାଚନ ପ୍ରଚାର ବନ୍ଦ କରିବା ନେଇ ବୁଧବାର ଘୋଷଣା କରିଛନ୍ତି ।

ଏନେଇ ସେ ଟ୍ବିଟ କରି କହିଛନ୍ତି, ମୁଁ ନିଜ ନିର୍ବାଚନୀ ପ୍ରଚାର ଶେଷ କରିବାକୁ ଚାହୁଁଛି । ଏଥିପାଇଁ ମୁଁ ନିଜ ସମର୍ଥକଙ୍କୁ କ୍ଷମା ପ୍ରାର୍ଥନା କରୁଛି । କିନ୍ତୁ ସମସ୍ତଙ୍କୁ ନ୍ୟାୟ ଓ ସମନତା ଅଧିକାର ଦେବାପାଇଁ ମୁଁ ପ୍ରତିଦିନ ଲଢିବି । ଯେଉଁଥିପାଇଁ ଏହି ଅଭିଯାନ କରିଥିଲି ସେ ଉଦ୍ଦେଶ୍ୟକୁ ନିଶ୍ଚିତ ପୂରଣ କରିବି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନରୁ ତାଙ୍କ ପୋଲିଂ ଲୋକପ୍ରିୟତା ହ୍ରାସ ହେଉଥିବା ଜଣା ପଡିଥିଲା । ସୋମବାର ଜାରି ପୋଲ ରିଲିଜ ଅନୁଯାୟୀ, ତାଙ୍କ ଲୋକପ୍ରିୟତା କେବଳ 3 ପ୍ରତିଶତ ରହିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.