ETV Bharat / international

କ୍ଷମତାକୁ ଆସିଲେ ଆମେରିକାରେ ମାଗଣା କୋରୋନା ଟୀକା: ବିଡେନ୍

author img

By

Published : Oct 25, 2020, 2:44 PM IST

ଆମେରିକାର ରାଷ୍ଟ୍ରପତି ନିର୍ବାଚନର 11 ଦିନ ପୂର୍ବରୁ ପ୍ରତିଦ୍ବନ୍ଦିତା କରୁଥିବା ଜୋ ବିଡେନଙ୍କ ବଡ଼ ଘୋଷଣା । ‘କ୍ଷମତାକୁ ଆସିଲେ ସମସ୍ତ ଆମେରିକାବାସୀଙ୍କୁ ମାଗଣାରେ ଦେବେ କୋରୋନା ଟୀକା’ । ଅଧିକ ପଢନ୍ତୁ...

Joe Biden pledges free Covid vaccine for everyone in US if elected
କ୍ଷମତାକୁ ଆସିଲେ ସମସ୍ତ ଆମେରିକାବାସୀଙ୍କୁ ଦେବି ମାଗଣା କୋରୋନା ଟିକା: ବାଇଡେନ୍

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର 11 ଦିନ ପୂର୍ବରୁ ପ୍ରତିଦ୍ବନ୍ଦିତା କରୁଥିବା ଜୋ ବିଡେନଙ୍କ ବଡ଼ ଘୋଷଣା । ‘କ୍ଷମତାକୁ ଆସିଲେ ସମସ୍ତ ଆମେରିକାବାସୀଙ୍କୁ ମାଗଣାରେ ଦେବେ କୋରୋନା ଟିକା’ । ଏଭଳି ପ୍ରତିଶୃତି ଦେଇଛନ୍ତି ବିଡେନ୍ । ଏହା ପୂର୍ବରୁ ବିହାରରେ ମଧ୍ୟ ସମାନ ରୂପକ ଘୋଷଣା ହୋଇଥିଲା । ବିଜେପି ମଧ୍ୟ କ୍ଷମତାକୁ ଆସିଲେ ବିହାରବାସୀଙ୍କୁ ମାଗଣାରେ କୋରୋନା ଟିକା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା ।

ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳର ନିର୍ବାଚନୀ ଘୋଷଣା ପତ୍ରରେ କୋରୋନା ଟିକା ପ୍ରସଙ୍ଗ ସ୍ଥାନ ପାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଆମେରିକାର ଡେମୋକ୍ରାଟ ପ୍ରାର୍ଥୀ ସମାନ ଧରଣର ଘୋଷଣା କରିଛନ୍ତି । ତେବେ ଜୋ-ବିଡେନଙ୍କ ଏହି ଘୋଷଣା ପରେ ଏବେ ବିରୋଧୀମାନେ ତାଙ୍କୁ କଟାକ୍ଷ କରିଛନ୍ତି । ଆମେରିକାରେ ଏବେ ନିର୍ବାଚନ ପାଇଁ ଜୋରଦାର ପ୍ରତିଦ୍ବନ୍ଦିତା ଲାଗି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.