ETV Bharat / international

ହ୍ୟୁଷ୍ଟନ ଫେଡେରାଲ୍ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡରେ ଭାରତୀୟ

author img

By

Published : Jan 10, 2021, 5:12 PM IST

ଡାଲାସର ଫେଡେରାଲ୍ ରିଜର୍ଭ ବ୍ୟାଙ୍କର ହ୍ୟୁଷ୍ଟନ୍ ଶାଖାର ନିର୍ଦ୍ଦେଶକ ବୋର୍ଡରେ ଭାରତୀୟ-ଆମେରିକୀୟ ଭାବେସ୍ ଭି ପଟେଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଅଧିକ ପଢନ୍ତୁ...

ଫେଡେରାଲ୍ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡରେ ଭାରତୀୟ

ହ୍ୟୁଷ୍ଟନ୍: ଡାଲାସର ଫେଡେରାଲ୍ ରିଜର୍ଭ ବ୍ୟାଙ୍କର ହ୍ୟୁଷ୍ଟନ୍ ଶାଖାର ନିର୍ଦ୍ଦେଶକ ବୋର୍ଡରେ ଭାରତୀୟ-ଆମେରିକୀୟ ଭାବେସ୍ ଭି ପଟେଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ପଟେଲ ହେଉଛନ୍ତି ବହୁରାଷ୍ଟ୍ରୀୟ ରାସାୟନିକ କମ୍ପାନୀର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ।

ପଟେଲ ଲିଣ୍ଡେଲବାଇସେଲ ଇଣ୍ଡଷ୍ଟ୍ରିଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ପରିଚାଳନା ବୋର୍ଡର ଚେୟାରମ୍ୟାନ୍ ଅଟନ୍ତି। ଏହା ଦୁନିଆର ସବୁଠୁ ବଡ ପ୍ଲାଷ୍ଟିକ୍, ରାସାୟନିକ ପଦାର୍ଥ ଏବଂ ବିଶୋଧନକାରୀ କମ୍ପାନୀ ଅଟେ ।

ଶନିବାର ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ଡାଲାସର ଫେଡେରାଲ ରିଜର୍ଭ ବ୍ୟାଙ୍କ ପଟେଲଙ୍କୁ ହ୍ୟୁଷ୍ଟନ୍ ଶାଖାର ନିର୍ଦ୍ଦେଶକ ବୋର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି। ତାଙ୍କର କାର୍ଯ୍ୟକାଳ 31 ଡିସେମ୍ବର 2023 ପର୍ଯ୍ୟନ୍ତ ରହିବ। ପଟେଲ 2010 ରେ ଲିଣ୍ଡେଲବାଇସେଲ ସହିତ ଜଡିତ ହୋଇଥିଲେ । ସେ କମ୍ପାନୀରେ ଅନେକ ବରିଷ୍ଠ ପଦବୀ ଗ୍ରହଣ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.