ETV Bharat / international

ୟୁଏସ ହସ୍ପିଟାଲକୁ 50 ହଜାର N95 ମାସ୍କ ପ୍ରଦାନ କଲେ ଟେସଲା ସିଇଓ - Elon Musk

କୋରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ଟେସଲା ସିଇଓ ଏଲୋନ୍ ମସ୍କ ଆମେରିକାର ଏକ ଡାକ୍ତରଖାନାକୁ 50,000 N95 ସର୍ଜିକାଲ୍ ମାସ୍କ ଏବଂ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ ଦାନ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 23, 2020, 10:02 PM IST

ସାନ ଫ୍ରାନ୍ସିସ୍କୋ: କୋରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ଟେସଲା ସିଇଓ ଏଲୋନ୍ ମସ୍କ ଆମେରିକାର ଏକ ଡାକ୍ତରଖାନାକୁ 50,000 N95 ସର୍ଜିକାଲ୍ ମାସ୍କ ଏବଂ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ ଦାନ କରିଛନ୍ତି ।

ମସ୍କ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ତାଙ୍କ କମ୍ପାନୀ N95 ଉଚ୍ଚ ସୁରକ୍ଷାଯୁକ୍ତ 250,000 ମାସ୍କ ଡାକ୍ତରଖାନାକୁ ଦାନ କରିବେ ।

ରିପୋର୍ଟ ଅନୁଯାୟୀ, ଡାକ୍ତରଖାନାରେ ଡାକ୍ତରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସ୍ବତନ୍ତ୍ର ଡିଜାଇନ୍ ହୋଇଥିବା 50,000 ମାସ୍କ ଡା. କ୍ରିଷ୍ଟିନା ଆଡାମସ୍ ୱାଲଡୋର୍ଡଙ୍କୁ ପ୍ରଦାନ କରାଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୟୁଏସରେ କୋରୋନା ଆକ୍ରାନ୍ତ ସଂଖ୍ୟା 35070 ରହିଛି । ମୃତ୍ୟୁ ସଂଖ୍ୟା 458 ରହିଥିବା ବେଳେ

ତାଜା କୋରୋନା ରିପୋର୍ଟ 1524 ରହିଛି । 178 ଜଣ କୋରୋନା କବଳରୁ ସୁସ୍ଥ ହୋଇ ଫେରିଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.