ETV Bharat / international

ଆମେରିକାର ସ୍କୁଲ ପରିସରରେ ଗୁଳିବର୍ଷଣ, 8 ଛାତ୍ର ଆହତ - students injured

ଆମେରିକାର ଡେନଭର ସ୍ଥିତ ଷ୍ଟେମ ସ୍କୁଲ ପରିସରରେ ଗୁଳିବର୍ଷଣ । ସ୍କୁଲରେ ଥିବା 7ରୁ 8ଜଣ ଛାତ୍ର ଆହତ ଥିବା ସୂଚନା ମିଳିଛି । ଗୁଳି ଚାଳନାର କାରଣ ଅସ୍ପଷ୍ଟ ଥିବା ବେଳେ 2 ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ ।

ପ୍ରତିକାତ୍ମକ ଫଟୋ
author img

By

Published : May 8, 2019, 1:00 PM IST

ୱାଶିଂଟନ: ଆମେରିକାର ଡେନଭେର ସ୍ଥିତ ଏକ ବିଦ୍ୟାଳୟ ପରିସରରେ ଗୁଳିବର୍ଷଣ । ଫଳେର ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କୁ ଗୁଳି ବାଜିଛି । ସ୍କୁଲରେ ଥିବା 7ରୁ 8ଜଣ ଛାତ୍ର ଆହତ ଥିବା ସୂଚନା ମିଳିଛି । ଡଗଲସ କାଉଣ୍ଟିଂ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଉକ୍ତ ଘଟଣାରେ 2 ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି । ସେପଟେ ସମସ୍ତ ଗୁରୁତର ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ମଙ୍ଗଳବାର ଷ୍ଟେମ ସ୍କୁଲ ପରିସରରେ ଗୁଳିବର୍ଷଣ ହୋଇଛି । ତେବେ ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ସେପଟେ ସ୍କୁଲରେ ଏପରି ହଠାତ ଗୁଳି ହେବା ଦେଖି ପ୍ରଶାସନ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା । ଉକ୍ତ ସ୍କୁଲରେ ପ୍ରାୟ 1800 ଛାତ୍ର ପାଠ ପଢନ୍ତି । ଗୁଳି ହେବାର ତୁରନ୍ତ କିଛି ସମୟ ମଧ୍ୟରେ ସ୍କୁଲରୁ ସମସ୍ତ ପିଲାଙ୍କୁ ଖାଲି କରିଦିଆଯାଇଥିଲା । ସ୍କୁଲର ଚର୍ତୁପାର୍ଶ୍ବରେ ପ୍ରଶାସନ ପକ୍ଷରୁ ଘେରି ଦିଆଗଲା । 2 ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରି ପଚାରାଉଚୁରା କରୁଛି । ତେବେ ଉକ୍ତ ଅପରାଧୀଙ୍କ ପରିଚୟ ମିଳିନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.