ETV Bharat / international

ବ୍ରାଜିଲରେ 36 ହଜାର ପାର କଲା କୋରୋନା ମାମଲା

author img

By

Published : Apr 19, 2020, 10:37 AM IST

ବ୍ରାଜିଲରେ ଭୟଙ୍କର ରୂପ ନେଉଛି କୋଭିଡ-19 । ଗତ 24 ଘଣ୍ଚା ମାଧ୍ୟମରେ 2917 ସଂଖ୍ୟା ବୃ୍ଦ୍ଧି ହୋଇ 36 ହଜାରରେ ପହଞ୍ଚିଲା କୋରୋନା ମାମଲା ।

ବ୍ରାଜିଲରେ 36 ହଜାର ପାର କଲା କୋରୋନା ମାମଲା
ବ୍ରାଜିଲରେ 36 ହଜାର ପାର କଲା କୋରୋନା ମାମଲା

ବ୍ରାସିଲା: ବ୍ରାଜିଲରେ ବଢୁଛି ଆତ୍ମଘାତୀ କୋରୋନାର କାୟା । ଗତ 24 ଘଣ୍ଟା ସାମ୍ନାକୁ ଆସିଲା 2917 ନୂଆ କୋରୋନା ମାମଲା । ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା 36 ହଜାର 599 ରେ ପହଞ୍ଚି କୋରୋନା ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ 2340 ରହିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଶୁକ୍ରବାର ସୁଦ୍ଧା ଦେଶରେ କୋରୋନା ମାମଲା 33,682 ସହ 2141 ଜଣଙ୍କ ଜୀବନ ଯାଇଥିଲା । ଶନିବାର ସୁ୍ଦ୍ଧା ଏଥିରେ 6.4 ପ୍ରତିଶତିକୁ ବୃଦ୍ଧିକୁ ଘଟିଛି ।

ବ୍ରାଜିଲର ସାଓ ପାଉଲୋ ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ 13 ହଜାର 894 ଜଣଙ୍କ ଠାରେ କୋରୋନା ପଜିଟିଭ ମିଳିଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.