ETV Bharat / international

737 ମାକ୍ସ ବିମାନର ଉତ୍ପାଦ ଆରମ୍ଭ କଲା ବୋଇଂ

author img

By

Published : May 30, 2020, 8:06 PM IST

ବୋଇଂ କହିଛି ଯେ ଗତ କିଛି ମାସ ମଧ୍ୟରେ ଲୋକଙ୍କ ସେବା ଓ ସୁରକ୍ଷା ଦୃଷ୍ଟିରୁ ଅନେକ ଉନ୍ନତି କରିଛୁ । ଏହାକୁ ଦେଖି ପୁଣିଥରେ ବିମାନ ତିଆରି କରିବା କାର୍ଯ୍ୟକୁ ଫେରିଛୁ । ଅଧିକ ପଢନ୍ତୁ...

737 ମାକ୍ସ ବିମାନର ଉତ୍ପାଦ ଆରମ୍ଭ କଲା ବୋଇଂ
737 ମାକ୍ସ ବିମାନର ଉତ୍ପାଦ ଆରମ୍ଭ କଲା ବୋଇଂ

ୱାଶିଂଟନ: କିଛି ମାସ ବ୍ୟବଧାନରେ ବୋଇଂ ନିଜ ଉତ୍ପାଦନ ପୁଣି ଆରମ୍ଭ କରିଛି । ବିବାଦୀୟ 737 ମାକ୍ସ ବିମାନ ତିଆରି କରୁଛି କମ୍ପାନୀ । ଏନେଇ ଏକ ବିଜ୍ଞପ୍ତିରେ କମ୍ପାନୀ ପ୍ରକାଶ କରିଛି ।

ବୋଇଂ କହିଛି ଯେ ଗତ କିଛି ମାସ ମଧ୍ୟରେ ଲୋକଙ୍କ ସେବା ଓ ସୁରକ୍ଷା ଦୃଷ୍ଟିରୁ ଅନେକ ଉନ୍ନତି କରିଛୁ । ଏହାକୁ ଦେଖି ପୁଣିଥରେ ବିମାନ ତିଆରି କରିବା କାର୍ଯ୍ୟକୁ ଫେରିଛୁ । ସଫଳତାର ସହ ଲୋକଙ୍କୁ ସେବା ଯୋଗାଉଥିଲୁ ଏବଂ ଆଗକୁ ମଧ୍ୟ ଯୋଗାଇବୁ । ବର୍ତ୍ତମାନ ଉତ୍ପାଦନ ଧିର ଓ ଅଳ୍ପ ସଂଖ୍ୟକ ରହିବ ବୋଲି କମ୍ପାନୀ ସୂଚନା ଦେଇଛି ।

ପ୍ରକାଶ ଥାଉ କି ଗତ ଡିସେମ୍ବରରେ ବୋଇଂ ନିଜ ରେଣ୍ଟନ ଓ ୱାଶିଂଟନ ପ୍ରଡକ୍ସନ କମ୍ପାନୀ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲା । ଏହି 2ଟି ଜାଗାରେ ବିଁ କମ୍ପାନୀର ବିପୁଳ ଉତ୍ପାଦନ ହୋଇଥାଏ । ସୂଚନାଯୋଗ୍ୟ ଯେ 737 ମାକ୍ସ ବିମାନ ମାର୍ଚ୍ଚ 2018ରୁ ସେବା ଯୋଗାଉନାହିଁ । 2ଟି ବୃହତ୍ତ ଦୁର୍ଘଟଣା ପରେ ଏହି ବିମାନ ଚଳାଚଳ ବନ୍ଦ ରହିଥିଲା । ଦୁର୍ଘଟଣାରେ 346 ଯାତ୍ରୀ ଓ କ୍ରିୟୁ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.