ETV Bharat / international

ପୃଥିବୀ ଆଡକୁ ମାଡି ଆସୁଛି ଆଷ୍ଟେରଏଡ - ପୃଥିବୀ ଆଡକୁ ମାଡି ଆସୁଛି ଆଷ୍ଟେରଏଡ

0.002 କିଲୋମିଟର ବ୍ୟାସ ବିଶିଷ୍ଟ "2018VP1" ନାମକ ଏହି ଆଷ୍ଟେରଏଡକୁ ପ୍ରଥମେ 2018ରେ କାଲିଫର୍ଣ୍ଣିଆ ପାଲୋମାର ଅବଜରଭେଟୋରୀରେ ଚିହ୍ନଟ କରାଯାଇଥିଲା। ଅଧିକ ପଢନ୍ତୁ...

ପୃଥିବୀ ଆଡକୁ ମାଡି ଆସୁଛି ଛୋଟିଆ ଆଷ୍ଟେରଏଡ
ପୃଥିବୀ ଆଡକୁ ମାଡି ଆସୁଛି ଛୋଟିଆ ଆଷ୍ଟେରଏଡ
author img

By

Published : Aug 24, 2020, 1:34 PM IST

ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡି ଆସୁଛି ଏକ ବିପଦ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବାର ଗୋଟିଏ ଦିନ ପୂର୍ବରୁ ପୃଥିବୀ ସହ ଧକ୍କା ହେବ ଏକ ଛୋଟିଆ ଆଷ୍ଟେରଏଡ । ନଭେମ୍ବର 3 ବେଳକୁ 0.41 ପ୍ରତିଶତ ସହ ଏହା ପୃଥିବୀ ସହ ମାଡ ହେବ ବୋଲି ନାସା ଆକଳନ କରିଛି ।

ନାସା ବୌଜ୍ଞାନିକ ପୂର୍ବାନୁମାନ କରିଛନ୍ତି ଯେ, 2020 ଆମେରିକାର ନିର୍ବାଚନର ଗୋଟିଏ ଦିନ ପୂର୍ବରୁ 0.002 କିଲୋମିଟର (ପ୍ରାୟ 6.5 ଫୁଟ) ବ୍ୟାସ ବିଶିଷ୍ଟ ଆଷ୍ଟେରଏଡ "2018VP1" ପୃଥିବୀ ନିକଟରେ ଯିବ। ଏହା ପ୍ରଥମେ 2018 ରେ କାଲିଫର୍ଣ୍ଣଆର ପାଲୋମାର ଅବଜରଭେଟୋରୀରେ ଚିହ୍ନଟ ହୋଇଥିଲା । ଏହି ଆଷ୍ଟେରଏଡର ତିନୋଟି ସମ୍ଭାବ୍ୟ ପ୍ରଭାବ ଅଛି ବୋଲି ନାସା କହିଛି ।

କିନ୍ତୁ 12.968 ଦିନର 21ଟି ପର୍ଯ୍ୟବେକ୍ଷଣ ଉପରେ ଆଧାର କରି, ଆମେରିକାର ସ୍ପେସ୍ ଏଜେନ୍ସି ସ୍ଥିର କରିଛି ଯେ ଆଷ୍ଟେରଏଡ ବୋଧହୁଏ ଏତେଟା ପ୍ରଭାବ ପକାଇବ ନାହିଁ । ଏହାପୂର୍ବରୁ, ଗତ ସପ୍ତାହର ଶେଷ ବେଳକୁ ଏକ କାର୍ ଆକାରର ଆଷ୍ଟେରଏଡ୍ ଆମ ପୃଥିବୀ ନେଇ ଗତି କରିଥିଲା । ଏହା ଅତିକ୍ରମ କରିବା ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ କୌଣସି ସୂଚନା ପାଇନଥିଲେ ।

ନାସା କହିଛି ଯେ ରବିବାର ଦିନ 12.08 ପୂର୍ବାହ୍ନ EDT (ଭାରତ ସମୟ 9.38)ରେ ଦକ୍ଷିଣ ଭାରତ ମହାସାଗରଠାରୁ 2,950 କିଲୋମିଟର ଦୂରରେ ଏହି ଗ୍ରହ ଗ୍ରହ ଅତିକ୍ରମ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.