ମେସ୍କିକୋ ସିଟି: ମେକ୍ସିକୋରେ ଭୂମିକମ୍ଫ । ମେସ୍କିକୋର ରିଜୋ ଦେ ଓରାରେ ଶନିବାର ରାତ୍ର ସମୟରେ ଭୂମିକମ୍ଫ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.4 ରେକର୍ଡ କରାଯାଇଛି । ଆମେରିକା ଭୂତତ୍ତ୍ବ ସର୍ଭେ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଏହି ଭୂମିକମ୍ଫ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ କିଛି ସ୍ପଷ୍ଟ ହୋଇନାହିଁ ।
@ANI