ETV Bharat / international

ହେଲିକପ୍ଟର ଦୁର୍ଘଟଣାରେ 5 କଲୋମ୍ବିଆ ପୋଲିସ ମୃତ

ଦକ୍ଷିଣ ଆମେରିକା ମହାଦେଶୀୟ ଦେଶ କଲୋମ୍ବିଆର 5 ପୋଲିସ ଅଧିକାରୀ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 31, 2021, 3:26 PM IST

ହେଲିକପ୍ଟର ଦୁର୍ଘଟଣାରେ 5 କଲୋମ୍ବିଆ ପୋଲିସ ମୃତ
ହେଲିକପ୍ଟର ଦୁର୍ଘଟଣାରେ 5 କଲୋମ୍ବିଆ ପୋଲିସ ମୃତ

ବୋଗୋଟା: ଦକ୍ଷିଣ ଆମେରିକା ମହାଦେଶୀୟ ଦେଶ କଲୋମ୍ବିଆର 5 ପୋଲିସ ଅଧିକାରୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ କଲୋମ୍ବିଆର ରାଷ୍ଟ୍ରପତି ଇଭାନ ଡକ ସୂଚନା ଦେଇଛନ୍ତି ।

ବୋଲିଭାର ଅଞ୍ଚଳର ଦକ୍ଷିଣାଞ୍ଚଳରେ ଏହି ବିମାନ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଆଣ୍ଟି-ନାରକୋଟିକ୍ସର 5 ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ରାଷ୍ଟ୍ରପତି ଡକ ଗଭୀର ଦୁଃଖପ୍ରକାଶ କରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାରୀଙ୍କ ସମ୍ପର୍କରେ ଟ୍ବିଟରରେ ସୂଚନା ଦେଇଛନ୍ତି । ଦୁର୍ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.