ETV Bharat / international

ମାତୃତ୍ବ ଆଗରେ ହାରିଲା କୋରୋନା, ଜନ୍ମ ନେଲା ଶିଶୁ କନ୍ୟା - corona

କାମରନ ଡାକ୍ତରଙ୍କୁ ସଫଳତା । କୋରୋନା ପଜେଟିଭି ଥିବା ଗର୍ଭବତୀଙ୍କ କରାଇଲେ ପ୍ରସବ । ଏନେଇ ଅଧିକ ପଢନ୍ତୁ...

ମାତୃତ୍ବ ଆଗରେ ହାରିଲେ କୋରୋନା, ଜନ୍ମ ନେଲା ଶିଶୁ କନ୍ୟା

author img

By

Published : Apr 8, 2020, 1:39 PM IST

କ୍ୟାମରନ: କୋରୋନା ପଜିଟିଭି ସତ୍ତ୍ବେ ମାତୃତ୍ବ ଲାଭ କଲେ 19 ବର୍ଷୀୟ ଯୁବତୀ । ଆଫ୍ରିକା ମହାଦେଶର କ୍ୟାମରନ ଡାକ୍ତରଙ୍କ ସହାୟତାରେ ଦ୍ବାରା ଏକ ଶିଶୁ କନ୍ୟାକୁ ସେ ଜନ୍ମ ଦେଇଛନ୍ତି ।

ଯୁବତୀ ଜଣଙ୍କ ପ୍ରଥମେ ନିଶ୍ବାସ-ପ୍ରଶ୍ବାସରେ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହା ପରେ ତାଙ୍କର କୋରୋନା ଟେଷ୍ଚ କରାଯିବା ସହ ତାଙ୍କୁ ସେଣ୍ଟ୍ରାଲ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

ଯୁବତୀଙ୍କ ପରିଚୟ ନ ନଦେଇ ଏହି ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି, ଗତ ଶନିବାର ଯୁବତୀ ଜଣକ ସମୟ ପୂର୍ବରୁ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ଡ୍ୟୁଟିରେ ଥିବା ଡାକ୍ତରମାନେ ଶିଶୁ ଏବଂ ମା’ଙ୍କ ସୁରକ୍ଷା ପାଇଁ ଲାଗି ପଡିଥିଲେ । ଡକ୍ଟର ୟାନୁ ନାହାଙ୍କ ଅନୁଯାୟୀ ବିନା କୌଣସି ଜଟିଳତାରେ ଏକ ଘଣ୍ଟା ମଧ୍ୟରେ ପ୍ରସବ କରାଯାଇଥିଲା ।

ନାଗା କହିଛନ୍ତି, "ଏହି ପ୍ରକ୍ରିୟା ଖୁବ ଶୀଘ୍ର ହୋଇଥିଲା । ଶିଶୁଟି ବାହାରକୁ ଆସିବା କ୍ଷଣି ଆମେ ମା ଠାରୁ ଅଲଗା କରିଥିଲୁ । ଏପରି ସେ ଯୁବତୀ ଜଣକ ପିଲାକୁ ସ୍ପର୍ଶ କରିନଥିଲେ।" ଆମେ ପ୍ରତିରକ୍ଷା ଜ୍ୟାକେଟ୍ ପିନ୍ଧିଥିଲୁ ଏବଂ ମା ମଧ୍ୟ ମାସ୍କ ପିନ୍ଧିଥିଲେ। ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁରକ୍ଷିତ ଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.