ETV Bharat / international

ଏୟାର ଷ୍ଟ୍ରାଇକରେ 40 ମୃତ

author img

By

Published : Jul 3, 2019, 8:58 AM IST

ଆଫ୍ରିକୀୟ ଦେଶ ଲିବ୍ୟାରେ ଏୟାର ଷ୍ଟ୍ରାଇକ । ଘଟଣାରେ 40 ମୃତ ଓ 80 ଆହତ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଛି ।

ଫଟୋ ସୌଜନ୍ୟ: ଏଏନଆଇ

ତ୍ରିପୋଲି: ମଙ୍ଗଳବାର ବିଳମ୍ବିତ ରାତିରେ ଲିବ୍ୟାର ପ୍ରବାସୀ କେନ୍ଦ୍ରରେ ଏୟାର ଷ୍ଟ୍ରାଇକ ହୋଇଛି । ଘଟଣାରେ 40 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 80 ଜଣ ଆହତ ହୋଇଛନ୍ତି । ଯାହା ପରେ ଲିବ୍ୟା ଏବେ ଗୃହଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ।

ନ୍ୟୁଜ ଏଜେନ୍ସି ରାୟଟର୍ସ ଅନୁସାରେ ଲିବ୍ୟା ରାଜଧାନୀ ତ୍ରିପାଲିର ତଜୌରୀ ନିକଟରେ ହାମଲା କରାଯାଇଥିବା ବେଳେ କାହା ପକ୍ଷରୁ ହମଲା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ଲିବ୍ୟାରେ ଏବେ ଅସ୍ଥିର ରାଜନୀତି ଓ ସୁରକ୍ଷା ସ୍ଥିତି ରହିଛି । ତାନାଶାହା ମୁଅମ୍ମର ଗଦ୍ଦାଫୀଙ୍କ ମୃତ୍ୟୁ ପରେ ଦେଶକୁ ଦୁଇ ଭାଗରେ ବାଣ୍ଟା ହୋଇଯାଇଛି । ଲିବ୍ୟାର ପୂର୍ବାଞ୍ଚଳକୁ ଏଲଏନଏ(LNA)ର ନିୟନ୍ତ୍ରଣ କରୁଥିବା ବେଳେ ଜିଏନଏ(GNA) ଲିବ୍ୟାର ପଶ୍ଚିମାଞ୍ଚଳକୁ ନିୟନ୍ତ୍ରଣ କରୁଛି ।

ଅନ୍ତରାଷ୍ଟ୍ରୀୟ ସମୁଦାୟ ପକ୍ଷରୁ ଲିବ୍ୟାରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦିଆଯାଇଛି ।

Intro:Body:

For testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.