ETV Bharat / international

ଲିବିଆ ଆତଙ୍କବାଦୀଙ୍କ କବଜାରେ 7 ଭାରତୀୟ ନାଗରିକ

author img

By

Published : Oct 2, 2020, 10:51 PM IST

ଲିବିଆରେ 7 ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି ଆତଙ୍କବାଦୀ । ଏହି 7 ଭାରତୀୟଙ୍କ ଛାଡିବା ପ୍ରତିବଦଳରେ ଆତଙ୍କବାଦୀମାନେ 20 ହଜାର ଟଙ୍କା ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଲିବିଆର ଆତଙ୍କବାଦୀଙ୍କ କବଜାରେ 7 ଭାରତୀୟ ନାଗରିକ

ତ୍ରିପୋଲି: ଲିବିଆରେ ୱେଲ୍ଡର କାମ କରୁଥିବା କୁଶୀନଗର ଓ ଦେବରିୟାର ଶ୍ରମିକଙ୍କ ସମେତ 7 ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି ଆତଙ୍କବାଦୀ । ଏହି 7 ଭାରତୀୟଙ୍କୁ ଛାଡିବା ପ୍ରତିବଦଳରେ ଆତଙ୍କବାଦୀମାନେ 20 ହଜାର ଟଙ୍କା ଦାବି କରିଛନ୍ତି । ଅପହୃତ ଶ୍ରମିକଙ୍କ ମଧ୍ୟରେ ବିହାରର ବାସିନ୍ଦା ମଧ୍ୟ ସାମିଲ ଅଞ୍ଚନ୍ତି ।

ସମସ୍ତ ଅପହୃତ ଲିବିଆରେ ମଜୁରୀ କାମ କରୁଥିବା ବେଳେ ପ୍ରାୟ ବର୍ଷକ ପରେ ଘରକୁ ଫେରୁଥିଲେ । ଏହି ଘଟଣା ସେପ୍ଟେମ୍ବର 15 ଓ 16 ମଧ୍ୟରେ ଘଟିଥିବା ଜଣାପଡିଛି । ସମସ୍ତ 7 ଭାରତୀୟଙ୍କୁ 17 ସେପ୍ଟେମ୍ବରରେ ତ୍ରିପୋଲି ବିମାନ ବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା କରିବାର ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.