ETV Bharat / headlines

ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସର ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଜାହ୍ନବୀ - ଜାହ୍ନବୀ ପଟ୍ଟନାୟକ ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019

ଜାତୀୟ ସ୍ତରରେ ପୁଣି ଓଡ଼ିଆ ଝିଅଙ୍କ କମାଲ । ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019 ହୋଇ ଓଡିଶା ଫେରିଲେ ଭୁବନେଶ୍ବର ଝିଅ ଜାହ୍ନବୀ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 1, 2019, 3:55 PM IST

ଭୁବନେଶ୍ବର: ଦିନକୁ ଦିନ ଓଡ଼ିଶାର ଝିଅ ଓ ମହିଳା ଜାତୀୟ ସ୍ତରରେ ହେଉ ଅବା ଅନ୍ତର୍ଜାତୀୟ ସ୍ତର ରାଜ୍ୟର ନାଁକୁ ଗର୍ବିତ କରିବାରେ ଲାଗିଛନ୍ତି । ବିଜୟର ବାନା ଉଡାଇ ଓଡ଼ିଶା ପାଇଁ ଗୌରବ ଆଣୁଛନ୍ତି । ଠିକ ସେଭଳି ଓଡିଶା ମାଟିର ଆଉ ଜଣେ ଝିଅ ଜାହ୍ନବୀ ପଟ୍ଟନାୟକ ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019 ର ବିଜେତା ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କିଛିଦିନ ତଳେ ରାଜସ୍ଥାନର ଜୟପୁରରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରୀୟ ଏକ ଫେସନ ଶୋରେ ସମସ୍ତଙ୍କୁ ମାତ୍ ଦେଇ ବିଜୟର ମୁକୁଟ ପିନ୍ଧିଛନ୍ତି ଜାହ୍ନବୀ । ସେହିପରି ସେ ଓଡିଶାରେ ମଧ୍ୟ ଅନେକ ଝିଅଙ୍କୁ ପଛରେ ପକାଇ ଏହି ଶୋ ପାଇଁ ଚୟନ ହୋଇ ରାଜସ୍ଥାନ ଯାତ୍ରା କରିଥିଲେ । ଆଗକୁ ରାଜ୍ୟ ଓ ଦେଶ ପାଇଁ ଅନେକ ଗୌରବ ଆଣିବାର ଲକ୍ଷ୍ୟ ରଖିଛନ୍ତି ସେ । ଏହା ସହ ସେ ନିଜ ବିଜୟର ଶ୍ରେୟ ଗୁରୁ ଶାଶ୍ବତ ଯୋଶୀଙ୍କୁ ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଜାତୀୟ ସ୍ତରରେ ପୁଣି ଓଡ଼ିଆ ଝିଅ ଙ୍କ କମାଲ, ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019 ହୋଇ ଓଡିଶା ଫେରିଲେ ଭୁବନେଶ୍ୱର ଝିଅ ଜାହ୍ନବୀ ପଟ୍ଟନାୟକ।

ଦିନ କୁ ଦିନ ଓଡ଼ିଶାର ଝିଅ ସହ ଅନେକ ମହିଳା ଜାତୀୟ ସ୍ତରରେ ହଉ ବା ଅନ୍ତରଜାତୀୟ ସ୍ତର ସବୁଠି ଫେସନ ଶୋ ରେ ନିଜର ବିଜୟ ର ବାନା ଉଡାଉଛନ୍ତି। ଯାହା କି ଓଡ଼ିଶା ପାଇଁ ଗୌରବ ଆଣି ଦେଉଛି , ଠିକ ସେଭଳି ଓଡିଶା ମାଟି ର ଆଉ ଏକ ଝିଅ ଜାହ୍ନବୀ ପଟ୍ଟନାୟକ ଯିଏମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019 ର ବିଜେତା ହୋଇ
ୱାଇଡ଼ 2019 ହୋଇ ଓଡ଼ିଶା କୁ ଫେରିଛନ୍ତି। କିଛିଦିନ ତଳେ ରାଜସ୍ଥାନ ର ଜୟପୁର ରେ ହୋଇ ଥିବା ଜାତିୟ ସ୍ତରିୟ ଏକ ଫେସନ ଶୋ ରୁ ଏହି ବିଜୟ ର ମୁକୁଟ ପିନ୍ଧିଛନ୍ତି। ପ୍ରଥମେ ଓଡିଶା ରୁ ସେ ବାଛି ହୋଇ ରାଜସ୍ଥାନ ଯାଇ ଥିଲେ । ଆଗକୁ ଓଡ଼ିଶାର ଓ ଭାରତ ପାଇଁ ଅନେକ ଗୌରବ ଆଣିବାର ଲକ୍ଷ୍ୟ ରଖିଛନ୍ତି ନଗଜା ନିରଞ୍ଜନା। ଏହା ସହ ଏ ବିଜୟ ର ଶ୍ରେୟ ନିଜର ଗୁରୁ ଶାଶ୍ୱତ ଯୋଶୀ ଙ୍କ ଅବଦାନ ବୋଲି କହିଛନ୍ତି।

Body:ଜାତୀୟ ସ୍ତରରେ ପୁଣି ଓଡ଼ିଆ ଝିଅ ଙ୍କ କମାଲ, ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019 ହୋଇ ଓଡିଶା ଫେରିଲେ ଭୁବନେଶ୍ୱର ଝିଅ ଜାହ୍ନବୀ ପଟ୍ଟନାୟକ।

ଦିନ କୁ ଦିନ ଓଡ଼ିଶାର ଝିଅ ସହ ଅନେକ ମହିଳା ଜାତୀୟ ସ୍ତରରେ ହଉ ବା ଅନ୍ତରଜାତୀୟ ସ୍ତର ସବୁଠି ଫେସନ ଶୋ ରେ ନିଜର ବିଜୟ ର ବାନା ଉଡାଉଛନ୍ତି। ଯାହା କି ଓଡ଼ିଶା ପାଇଁ ଗୌରବ ଆଣି ଦେଉଛି , ଠିକ ସେଭଳି ଓଡିଶା ମାଟି ର ଆଉ ଏକ ଝିଅ ଜାହ୍ନବୀ ପଟ୍ଟନାୟକ ଯିଏମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019 ର ବିଜେତା ହୋଇ
ୱାଇଡ଼ 2019 ହୋଇ ଓଡ଼ିଶା କୁ ଫେରିଛନ୍ତି। କିଛିଦିନ ତଳେ ରାଜସ୍ଥାନ ର ଜୟପୁର ରେ ହୋଇ ଥିବା ଜାତିୟ ସ୍ତରିୟ ଏକ ଫେସନ ଶୋ ରୁ ଏହି ବିଜୟ ର ମୁକୁଟ ପିନ୍ଧିଛନ୍ତି। ପ୍ରଥମେ ଓଡିଶା ରୁ ସେ ବାଛି ହୋଇ ରାଜସ୍ଥାନ ଯାଇ ଥିଲେ । ଆଗକୁ ଓଡ଼ିଶାର ଓ ଭାରତ ପାଇଁ ଅନେକ ଗୌରବ ଆଣିବାର ଲକ୍ଷ୍ୟ ରଖିଛନ୍ତି ନଗଜା ନିରଞ୍ଜନା। ଏହା ସହ ଏ ବିଜୟ ର ଶ୍ରେୟ ନିଜର ଗୁରୁ ଶାଶ୍ୱତ ଯୋଶୀ ଙ୍କ ଅବଦାନ ବୋଲି କହିଛନ୍ତି।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.