ETV Bharat / entertainment

KKBKKJ: ଅନଲାଇନରେ ଲିକ ହେଲା ସଲମାନ ଖାନଙ୍କ ଫିଲ୍ମ, HD କ୍ବାଲିଟିରେ ଫିଲ୍ମ ଉପଲବ୍ଧ

author img

By

Published : Apr 21, 2023, 5:40 PM IST

ସଲମାନ ଖାନଙ୍କ ଅଭିନୀତ କିସି କା ଭାଇ କିସି କି ଜାନ ଆଜି ସିନେମାହଲରେ ରିଲିଜ ହୋଇଛି । ରିଲିଜ ପରେ ଅନଲାଇନରେ ଲିକ୍‌ ହୋଇଛି ଫିଲ୍ମ । ବର୍ତ୍ତମାନ ଟୋରେଣ୍ଟ ସାଇଟ ସମେତ ଅନ୍ୟ ୱେଟସାଇଟରେ ମଧ୍ୟ ସମ୍ପୂର୍ଣ୍ଣ ଫିଲ୍ମ ଉପଲବ୍ଧ ହୋଇଛି । ଅଧିକ ପଢନ୍ତୁ

ଅନଲାଇନରେ ଲିକ ହେଲା କିସି କା ଭାଇ କିସି କି ଜାନ ଫିଲ୍ମ

ହାଇଦ୍ରାବାଦ: ଦୀର୍ଘ ଦିନର ଅପେକ୍ଷା ପରେ ବହୁ ପ୍ରତୀକ୍ଷିତ ଫିଲ୍ମ କିସି କା ଭାଇ କିସି କି ଜାନ ଫିଲ୍ମ ଆଜି ସିନେମାହଲରେ ରିଲିଜ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମଟି ଅନଲାଇନରେ ଲିକ୍‌ ହୋଇଥିବା ସୂଚନା ମିଳିଛି । ଫିଲ୍ମ ପାଇରେଟେଡ(ଚୋରି) ଭର୍ସନ ଟୋରେଣ୍ଟ ସାଇଟ ସମେତ ଫିଲ୍ମିୱାପ, 123 ମୁଭିସ, 123 ମୁଭିରୁଲଜ୍, ଅନଲାଇନମୁଭିୱାଚ, ଫିଲ୍ମିଜିଲା ଭଳି ଅନ୍ୟ ୱେଟସାଇଟରେ ଦେଖିବାକୁ ମିଳିଛି । ଏହାସହ ଫିଲ୍ମଟି HD କ୍ବାଲିଟିରେ ଉପଲବ୍ଧ ରହିଛି ।

ଆଜି ରିଲିଜ ହୋଇଥିବା କିସି କା ଭାଇ କିସି କି ଜାନ ଫିଲ୍ମ ବର୍ତ୍ତମାନ ସୋସିଆଲ ୱେଟସାଇଟରେ ଉପଲବ୍ଧ ହୋଇଛି । ଯାହାକୁ ଅନଲାଇନ୍ ୟୁଜର୍ସ ମାନେ କିସି କା ଭାଇ କିସି କି ଜାନ ଫ୍ରି ଡାଉନଲୋଡ୍, କିସି କା ଭୋ କିସି କି ଜାନ ଟେଲିଗ୍ରାମ ଲିଙ୍କ, କିସି କା ଭୋ କିସି କି ଜାନ MP4 HD ଡାଉନଲୋଡ୍, କିସି କା ଭାଇ କିସି କି ଜାନ ତାମିଲ ରକର୍ସ, କିସି କା ଭାଇ କିସି କି ଜାନ ମାଗଣା ଡାଉନଲୋଡ୍ ଲିଙ୍କ୍, ଇତ୍ୟାଦି ନାଁରେ ଖୋଜିପାଇପାରିବେ ।

ସୂଚନା ଥାଉ କି, ଅନଲାଇନରେ ଫିଲ୍ମ ଲିକ୍‌ ହେବା, ପ୍ରଥମ ଘଟଣା ନୁହେଁ। ଏହି ଫିଲ୍ମ ପୂର୍ବରୁ ଅନେକ ଫିଲ୍ମ ଅନଲାଇନରେ ଲିକ୍ ହୋଇଛି । SIR, Shehzada, Ant-Man ଏବଂ Wasp: Quantumania, Mrs. ଚାଟାର୍ଜି ଭର୍ସେସ ନରୱେ ଭଳି ପୂର୍ବ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟ ଲିକ୍ ହୋଇଛି । ଚାଟାର୍ଜି ଭର୍ସେସ ନରୱେ, ଶେହଜାଦା, ଏବଂ ସେଲଫି। ତେବେ ଏଭଳି ଫିଲ୍ମ ଲିକz କରିବା 1957 ର କପିରାଇଟ୍ ଆକ୍ଟ ଅନୁଯାୟୀ ପାଇରେସି(ଚୋରି) କରିବା ଏକ ଅପରାଧ ।

ତେବେ ଫରହାଦ୍ ସମଜୀ ନିର୍ଦ୍ଦେଶିତ ଫିଲ୍ମ 'କିସି କା ଭାଇ କିସି କି ଜାନ' ଆକ୍ସନ ଏବଂ ରୋମାଣ୍ଟିକ ଡ୍ରାମା ଉପରେ ଆଧାରିତ । ଏହି ଫିଲ୍ମରେ ସଲମାନ ଏବଂ ଅଭିନେତ୍ରୀ ପୂଜା ହେଗଡେଙ୍କ ବ୍ୟତୀତ ସାଉଥ ଅଭିନେତା ଭେଙ୍କଟେଶ ଡଗୁବତୀ, ଜଗପତି ବାବୁ, ଭୂମିକା ଚାୱଲା, ବିଜୟନ୍ଦର ସିଂ, ଅଭିମନ୍ୟୁ ସିଂ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜେସି ଗିଲ, ଶେହନାଜ ଗିଲ, ପଲକ ତିୱାରୀ ଏବଂ ଭୀନାଲି ଭଟ୍ନାଗର ମଧ୍ୟ ଅଭିନୟ କରିଛନ୍ତି । 'କିସି କା ଭାଇ କିସି କି ଜାନ' ସହ 4 ବର୍ଷ ପରେ 'ଦବଙ୍ଗ' ସୁପରଷ୍ଟାର ସଲମାନ ଖାନ ସିଲଭର ସ୍କ୍ରିନରେ ଆସିଛନ୍ତି । ତେବେ ପୂର୍ବରୁ ଚଳଚ୍ଚିତ୍ର ପାଇଁ ଅଗ୍ରୀମ ବୁକିଂ ଏପ୍ରିଲ୍ 17ରେ ଆରମ୍ଭ ହୋଇଥିଲା । ଏନେଇ ନିକଟରେ ଇନଷ୍ଟାଗ୍ରାମରେ ସଲମାନ ଖାନ ଏକ ପୋଷ୍ଟ ସେୟାର କରି #KisiKaBhaiKisiKiJaan! Ticket Booking Link in bio)" ବୋଲି ଲେଖିଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.