ETV Bharat / entertainment

ବିଶ୍ବ କପ ଫାଇନାଲ: ପରାଜୟ ସତ୍ତ୍ବେ ଭାରତୀୟ ଟିମର ସମର୍ଥନ ଏବଂ ପ୍ରଶଂସାରେ ବଲିଉଡରୁ ଓଲିଉଡ ତାରକା

author img

By ETV Bharat Odisha Team

Published : Nov 20, 2023, 10:05 AM IST

World Cup 2023 Final: ଅଷ୍ଟ୍ରେଲିଆ ୬ଟି ୱିକେଟରେ ଭାରତକୁ ପରାସ୍ତ କରି ଷଷ୍ଠ ଟାଇଟଲ୍ ହାସଲ କରିଛି । ପରାଜୟ ସତ୍ତ୍ବେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନକୁ ସମର୍ଥନ ଏବଂ ପ୍ରଶଂସା କରିଛନ୍ତି ବଲିଉଡରୁ ଓଲିଉଡ ତାରକା । ଅଧିକ ପଢନ୍ତୁ,

ବିଶ୍ବ କପ ଫାଇନାଲ: ପରାଜୟ ସତ୍ତ୍ବେ ଭାରତୀୟ ଟିମର ସମର୍ଥନ ଏବଂ ପ୍ରଶଂସାରେ ବଲିଉଡରୁ ଓଲିଉଡ ତାରକା
ବିଶ୍ବ କପ ଫାଇନାଲ: ପରାଜୟ ସତ୍ତ୍ବେ ଭାରତୀୟ ଟିମର ସମର୍ଥନ ଏବଂ ପ୍ରଶଂସାରେ ବଲିଉଡରୁ ଓଲିଉଡ ତାରକା

ହାଇଦ୍ରାବାଦ: ବିଶ୍ବକପ 2023 ର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଶଂସନୀୟ ପ୍ରଦର୍ଶନ ସତ୍ତ୍ୱେ ଟିମ୍ ଇଣ୍ଡିଆ ପରାଜୟ ହୋଇଛି । ଏହାରି ମଧ୍ୟରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନକୁ ସମର୍ଥନ ଏବଂ ପ୍ରଶଂସା କରିଛନ୍ତି ବଲିଉଡରୁ ଓଲିଉଡ ତାରକା । କରୀନା କପୁର ଖାନ, ଶାହାରୁଖ ଖାନ, କାଜୋଲ, ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ର, ଅର୍ଚ୍ଚିତା ସାହୁ ଏବଂ ଅନୁ ଚୌଧୁରୀଙ୍କ ସମେତ ଅନେକ ବଲିଉଡ ଏବଂ ଓଲିଉଡ ସେଲିବ୍ରିଟିମାନେ ଟିମ ଭାରତର ସମର୍ଥନ କରିବା ସହ ଦମଦାର ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଅନୁ ଚୌଧୁରୀଙ୍କ ପୋଷ୍ଟ
ଅନୁ ଚୌଧୁରୀଙ୍କ ପୋଷ୍ଟ
କାଜୋଲଙ୍କ ପୋଷ୍ଟ
କାଜୋଲଙ୍କ ପୋଷ୍ଟ

ବିଶ୍ୱକପ୍‌ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ହାରିବା ପରେ ସେଲିବ୍ରିଟିମାନେ ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ପ୍ରଶଂସା କରିଛନ୍ତି । ଟିମ୍ ଇଣ୍ଡିଆକୁ ଚିୟରଅପ କରିବା ପାଇଁ ଷ୍ଟାଡିୟମରେ ଶାହରୁଖ ଖାନ, ଗୌରୀ ଖାନ, ରଣଭୀର ସିଂ, ଦୀପିକା ପାଦୁକୋନ, ଆୟୁଷ୍ମାନ ଖୁରାନା, ଏବଂ ସନାୟା କପୁର, ପ୍ରକୃତି ମିଶ୍ରଙ୍କ ସମେତ ବହୁ ସେଲିବ୍ରିଟି ଉପସ୍ଥିତ ଥିଲେ । ଯଦିଓ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା, ତଥାପି ସେମାନେ ୬ ୱିକେଟରେ ଅଷ୍ଟ୍ରେଲିଆ ଟିମ ଭାରତକୁ ପରାଜୟ କରିଛି । ଏହି ପରାଜୟ ସତ୍ତ୍ବେ ଟିମ୍ ଇଣ୍ଡିଆର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏବଂ ବିଶ୍ୱକପ୍ 2023 ସମୟରେ ସେମାନଙ୍କ ଯାତ୍ରା ପାଇଁ ଗର୍ବ ଅନୁଭବ କରିଛନ୍ତି ।

  • The way the Indian team has played this whole tournament is a matter of honour and they showed great spirit and tenacity. It’s a sport and there are always a bad day or two. Unfortunately it happened today….but thank u Team India for making us so proud of our sporting legacy in…

    — Shah Rukh Khan (@iamsrk) November 19, 2023 " class="align-text-top noRightClick twitterSection" data=" ">

ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ର ଟିମ ଇଣ୍ଡିଆର ଏକ ଫଟୋ ସେୟାର କରି ଲେଖିଛନ୍ତି, ଆମେ ରେକର୍ଡଗୁଡିକର ସାକ୍ଷୀ ।ଆମେ ଇତିହାସର ସାକ୍ଷୀ । ଉତ୍ସବ ପାଳନ କରିବାକୁ ତୁମେ ଆମକୁ ଅନେକ କାରଣ ଦେଇଛ । ଏବଂ ଯଦିଓ ଆମେ ଜିତିଲୁ ନାହିଁ, ତଥାପି ଆମେ ଗର୍ବିତ । ଧନ୍ୟବାଦ ଟିମ ଇଣ୍ଡିଆ ଚମତ୍କାର ଟୁର୍ଣ୍ଣାମେଣ୍ଟ ।' ସେହିପରି ଅଭିନେତ୍ରୀ ଅନୁ ଚୌଧୁରୀ ଲେଖିଛନ୍ତି, ଭଲ ଖେଳିଛ ଟିମ ଇଣ୍ଡିଆ । ସତରେ ତୁମେ ଚାମ୍ପିଆନ ।' ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଲେଖିଛନ୍ତି, 'ଟିମ ଇଣ୍ଡିଆ ସବୁବେଳେ ସ୍ପେଶାଲ । ତୁମର ଦମଦାର ପ୍ରଦର୍ଶନ ଆମ ହାର୍ଟ ଜିତିଛ । ଆମେ ତୁମ ପାଇଁ ସର୍ବଦା ଗର୍ବିତ ।

  • Congratulations Australia.
    Well played India.

    — Vivek Ranjan Agnihotri (@vivekagnihotri) November 19, 2023 " class="align-text-top noRightClick twitterSection" data=" ">

India, your relentless spirit throughout the championship was a victory in itself… Heads high 🇮🇳 #INDvsAUS #CWC2023Final pic.twitter.com/mfBnJFq1SE

— Ajay Devgn (@ajaydevgn) November 19, 2023
ସୁନୀଲ ସେଟ୍ଟୀଙ୍କ ପୋଷ୍ଟ
ସୁନୀଲ ସେଟ୍ଟୀଙ୍କ ପୋଷ୍ଟ

ସେହିପରି ଅଭିନେତା ଶାହାରୁଖ ଖାନ ଏକ୍ସରେ ଲେଖିଛନ୍ତି, 'ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟକୁ କିପରି ଖେଳିଛି ତାହା ଏକ ସମ୍ମାନର ବିଷୟ ଏବଂ ସେମାନେ ଦମଦାର ​​ଏବଂ ନିଷ୍ଠା ପ୍ରଦର୍ଶନ କରିଛନ୍ତି । ଏହା ଏକ ଖେଳ ଏବଂ ସବୁବେଳେ ଗୋଟିଏ କିମ୍ବା ଦୁଇଟି ଖରାପ ଦିନ ରହିଥାଏ । ଦୁର୍ଭାଗ୍ୟବଶତଃ ଆଜି ଏହା ଘଟିଛି । କିନ୍ତୁ କ୍ରିକେଟ୍ ରେ ଆମର ଖେଳ ଐତିହ୍ୟ ପାଇଁ ଆମକୁ ଗର୍ବିତ କରିଥିବାରୁ ଟିମ୍ ଇଣ୍ଡିଆକୁ ଧନ୍ୟବାଦ । ଆପଣ ସମଗ୍ର ଭାରତକୁ ବହୁତ ଖୁସି ଆଣିଛନ୍ତି । ଭଲପାଇବା ଏବଂ ସମ୍ମାନ ତୁମେ ଆମକୁ ଗର୍ବିତ କରିଛ ।'

  • We played superbly throughout.
    They played superbly today!
    👏👏👏👏👏👏👏#CWC23Final

    — Boman Irani (@bomanirani) November 19, 2023 " class="align-text-top noRightClick twitterSection" data=" ">
ରକୁଲ ପ୍ରୀତ ସିଂଙ୍କ ପୋଷ୍ଟ
ରକୁଲ ପ୍ରୀତ ସିଂଙ୍କ ପୋଷ୍ଟ

ସେପଟେ କରୀନା କପୁର ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି: "କେବଳ ଭଲପାଇବା ଏବଂ ସମ୍ମାନ। ଟିମ୍ ଇଣ୍ଡିଆ ଟଫ୍ ଯୁଦ୍ଧ କିନ୍ତୁ ଭଲ ଖେଳିଛି।" ଅଭିନେତା ରଣଭୀର ସିଂ ପ୍ରଶଂସା କରି ଲେଖିଛନ୍ତି, "କିଛି ଉଚ୍ଚତା, କିଛି ହ୍ରାସ । କିଛି ଭଲ ଦିନ, କିଛି ଖରାପ ଦିନ । କିଛି ଜିତିବା, କିଛି ହାରିବା । ତାହା କ୍ରୀଡା । ତାହା ହିଁ ଜୀବନ । ତୁମ ସମସ୍ତଙ୍କର ପ୍ରଦର୍ଶନ ପାଇଁ ଆମେ ଗର୍ବିତ ।" ଅଭିନେତ୍ରୀ କାଜୋଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, " ହାରି ଜିତିବାକୁ ବାଜିଗର କୁହାଯାଏ । ଭଲ ଖେଳିଛ, ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ଆଉ ଏକ ବିଶ୍ୱକପ ପାଇଁ ଅଭିନନ୍ଦନ ।"

ସେପଟେ ଭାରତର ପରାଜୟକୁ ନେଇ ଅନୁପମ ଖେର ତାଙ୍କ ମା'ଙ୍କ ପ୍ରତିକ୍ରିୟା ସେୟାର କରିଛନ୍ତି । ଆଜିର ଖେଳର ମା’ଙ୍କ ବିଶ୍ଳେଷଣ! ସେ ପୁରା ମ୍ୟାଚ୍ ଦେଖିଥିଲେ । ତାଙ୍କ କଥା ଦାର୍ଶନିକ ଏବଂ ସାନ୍ତ୍ୱନାମୂଳକ ଥିଲା । ବିଶ୍ବର ପ୍ରତ୍ୟେକ ଭାରତୀୟଙ୍କ ପରି ମୁଁ ମଧ୍ୟ ନିରାଶ ହୋଇଛି । ଆମେ ଟୁର୍ଣ୍ଣାମେଣ୍ଟରେ ଅତୁଳନୀୟ ଭଲ ପ୍ରଦର୍ଶନ କରିଥିଲୁ । ପ୍ରକୃତରେ ଚାମ୍ପିଅନ୍ ପରି ଖେଳିଥିଲୁ । ତଥାପି ଏହି ୱାର୍ଲ୍ଡକପ୍ ସମୟରେ ଆପଣ ଆମ ଭିତରେ ସୃଷ୍ଟି କରିଥିବା ଆନନ୍ଦ ଏବଂ ଗର୍ବ ପାଇଁ ଧନ୍ୟବାଦ ଟିମ୍ ଇଣ୍ଡିଆ । ଜୟ ହିନ୍ଦ ।'

କରୀନା କପୁରଙ୍କ ପୋଷ୍ଟ
କରୀନା କପୁରଙ୍କ ପୋଷ୍ଟ

ଏହା ମଧ୍ୟ ପଢନ୍ତୁ: ହରଭଜନଙ୍କ ବିବାଦୀୟ ବୟାନ, ଅଭିନେତ୍ରୀଙ୍କ କ୍ରିକେଟ ଜ୍ଞାନକୁ ନେଇ ଉଠାଇଲେ ପ୍ରଶ୍ନ

ସେହିପରି ରକୁଲ ପ୍ରୀତ ସିଂ, ସୁନୀଲ ସେଟ୍ଟୀ, ଆୟୁଷ୍ମାନ ଖୁରାନା , ଅଭିଷେକ ବଚ୍ଚନ, ନୁସରତ ଭରୁଚା, ବମନ ଇରାନୀଙ୍କ ସମେତ ସେଲିବ୍ରିଟି ମଧ୍ୟ ଭାରତକୁ ସମର୍ଥନ କରିବା ସହ ଦମଦାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.