ETV Bharat / entertainment

BAFTA Awards 2023: ବାଫଟା ପୁରସ୍କାର ପାଇଁ 'ଅଲ ଦ୍ୟାଟ ବ୍ରିଦସ୍' ମନୋନୀତ

author img

By

Published : Jan 20, 2023, 2:15 PM IST

ଫିଲ୍ମ ନିର୍ମାତା ସୌନକ ସେନଙ୍କ ନିର୍ଦ୍ଦେଶିତ 'ଅଲ ଦ୍ୟାଟ ବ୍ରିଦସ' ଚଳଚ୍ଚିତ୍ରକୁ ବାଫଟା ପୁରସ୍କାର 2023 ପାଇଁ ଚୟନ କରାଯାଇଛି । ସର୍ବଶ୍ରେଷ୍ଠ ପ୍ରାମାଣିତ ବିଭାଗ ପାଇଁ ଫିଲ୍ମକୁ ଚୟନ କରାଯାଇଛି । ଏସଏସ ରାଜା ମୌଲିଙ୍କ ଆରଆରଆର ଏହି ରେସରୁ ବାଦ ପଡିିଛି । ଅଧିକ ପଢନ୍ତୁ

BAFTA Awards 2023
ବାଫଟା ପୁରସ୍କାର ପାଇଁ 'ଅଲ ଦ୍ୟାଟ ବ୍ରିଦସ୍' ମନୋନୀତ

ମୁମ୍ବାଇ: ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ ହେବାକୁ ଯାଉଛି ବର୍ଷ 2023 । ନିକଟରେ ଆରଆରଆରକୁ ଗୋଲ୍ଡେନ ଗ୍ଲୋବ ଏବଂ କ୍ରିଟିକ୍ସ ଚଏସ ପୁରସ୍କାର ମିଳିବା ପରେ ଆଉ ଏକ ସିନେମା ପୁରସ୍କୃତ ହେବାରୁ ମନୋନୀତ ହୋଇଛି । ଫିଲ୍ମ ନିର୍ମାତା ସୌନକ ସେନଙ୍କ ନିର୍ଦ୍ଦେଶିତ 'ଅଲ ଦ୍ୟାଟ ବ୍ରିଦସ' ଚଳଚ୍ଚିତ୍ରକୁ ବାଫଟା ପୁରସ୍କାର 2023 ପାଇଁ ଚୟନ କରାଯାଇଛି । ସର୍ବଶ୍ରେଷ୍ଠ ପ୍ରମାଣିକ ବିଭାଗ ପାଇଁ ଫିଲ୍ମକୁ ଚୟନ କରାଯାଇଛି । ଏସଏସଏସ ରାଜା ମୌଲିଙ୍କ ଆରଆରଆର ଏହି ରେସରୁ ବାଦ ପଡିଛି ।

  • Without taking away from any of the the richly deserved and amazing accolades that RRR got, ‘All That Breathes’ got my vote as best documentary of the year https://t.co/rBMXI3QOue

    — Shekhar Kapur (@shekharkapur) January 18, 2023 " class="align-text-top noRightClick twitterSection" data=" ">

ଗୁରୁବାର ବାଫଟା ଦ୍ବାରା ଘୋଷିତ ଫିଲ୍ମ ପୁରସ୍କାର ପାଇଁ ନୂଆଦିଲ୍ଲୀ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ଶ୍ରେଷ୍ଠ ପ୍ରମାଣିତ ବିଭାଗ ପାଇଁ 'ଅଲ ଦ୍ୟାଟ ବ୍ରିଦସ୍' ମନୋନୀତ କରାଯାଇଛି । ଦିଲ୍ଲୀର ଚଳଚ୍ଚିତ୍ର ନିର୍ଦ୍ଦେଶକ ସୌନକ ସେନ 'ଅଲ ଦ୍ୟାଟ ବ୍ରିଦସ୍' ନିର୍ଦ୍ଦେଶନା ଦେଇଛନ୍ତି । ଏହା ପୂର୍ବରୁ ଏହି ଚଳଚ୍ଚିତ୍ରକୁ ଗ୍ରାଣ୍ଡ ଜୁରୀ ପୁରସ୍କାର ଏବଂ କାନ ଫିଲ୍ମ ଫେଷ୍ଟିଭାଲରେ ଏକମାତ୍ର ଫିଲ୍ମ ସର୍ବଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର ପାଇଁ ପୁରସ୍କାର ମିଳି ସାରିଛି ।

ବାଫଟା ଭାରତୀୟ ମୂଳ ଅଧ୍ୟକ୍ଷ କୃଷ୍ଣେନ୍ଦୁ କହିଛନ୍ତି, ବାଫଟା ଫିଲ୍ମ ପୁରସ୍କାର ଅସାଧାରଣ କାହାଣୀ ଏବଂ ସେହି କାହାଣୀଙ୍କୁ ବଡ ପରଦାରେ ଆଣୁଥିବା ପ୍ରତିଭାଶାଳୀ ଲୋକଙ୍କ ପରିଚିତ କରିବା ଆମର ଲକ୍ଷ୍ୟ । ଆମର 7,500 ମତଦାତାଙ୍କ ଦ୍ବାରା ମାନ୍ୟତା ପାଇଥିବା ଫିଲ୍ମ ଶୃଙ୍ଖଳା, ବ୍ଲକବ୍ଳଷ୍ଟରରୁ ନେଇ ଡେବ୍ୟୁ ଏବଂ ଦୁନିଆରେ ଏ ବର୍ଷ ସର୍ବଶ୍ରେଷ୍ଠ ଫିଲ୍ମ ଉପରେ ଏକ ପୁରସ୍କାର ପ୍ରଦାନ କରାଯାଏ । ଏହାର ଅନ୍ତିମ ଚରଣରେ ପହଞ୍ଚିବା ଏକ ବଡ ଉପଲବ୍ଧି । ସମସ୍ତ ମନୋନୀତ ହୋଇଥିବା ଫିଲ୍ମ ପାଇଁ ଶୁଭେଚ୍ଛା ।''

ଏହା ବି ପଢନ୍ତୁ... Oscars 2023: ଓସ୍କାର ଦୌଡରେ ଦ କାଶ୍ମୀର ଫାଇଲ୍ସ ସମେତ 9 ଭାରତୀୟ ଚଳଚ୍ଚିତ୍ର

6 ଜାନୁଆରୀରେ ସବୁ ବର୍ଗରେ ବାଫଟା ପୁରସ୍କାର ପାଇଁ ଏକ ଲିଷ୍ଟ ଜାରି ହୋଇଥିଲା । ଯେଉଁଥିଲେ ଆରଆରଆର ମଧ୍ୟ ସାମିଲ ଥିଲା । ଫିଲ୍ମକୁ ଇଂରାଜୀ ଭାଷାକି ଶ୍ରେଣୀରେ ସ୍ଥାନ ମିଳିଥିଲା । ଭାରତୀୟ ଫିଲ୍ମ ନିର୍ଦ୍ଦେଶକ ସୌନକ ସେନଙ୍କ ପ୍ରମାଣିକ ଚଳଚ୍ଚିତ୍ର 'ଅଲ ଦ୍ୟାଟ ବ୍ରିଦସ' ଶ୍ରେଷ୍ଠ ପ୍ରାମାଣିତ ଶ୍ରେଣୀ ପାଇଁ ସ୍ଥାନ ହାସଲ କରିଥିଲା । ବର୍ତ୍ତମାନ ଏହାକୁ ମନୋନୀତ କରାଯାଇଛି । ଆରଆରଆର ଏହି ରେସରୁ ବାଦ ପିଡିଛି ।

ପ୍ରକାଶ ଥାଉ କି, ଏସଏସ ରାଜା ମୌଲିଙ୍କ ଆରଆରଆର ଫିଲ୍ମକୁ ଗୋଲ୍ଡେନ ଫିଲ୍ମ ଆୱାର୍ଡ ଓ ବେଷ୍ଟ କ୍ରିଟିକ୍ସ ଚଏସ ଆୱାର୍ଡ ମିିଳିିଛି । ଏହା ସହିତ ଓସ୍କାର 2023 ପାଇଁ 'ଦ କାଶ୍ମୀର ଫାଇଲ୍ସ ' ସହ 9 ଭାରତୀୟ ସିନେମାକୁ ମନୋନୀତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.