ETV Bharat / entertainment

ଏହି OTT ପ୍ଲାର୍ଟଫର୍ମରେ ଦେଖିପାରିବେ ରକେଟ୍ରି, ଜାଣନ୍ତୁ ରିଲିଜ୍‌ ଡେଟ୍‌

author img

By

Published : Jul 22, 2022, 7:32 AM IST

ପ୍ରେକ୍ଷାଳୟରେ ଶାନଦାର୍‌ ପ୍ରଦର୍ଶନ ପରେ ଅଭିନେତା ଆର୍‌.ମାଧବନଙ୍କ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଜୁଲାଇ 26 ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବ । ଅଧିକ ପଢନ୍ତୁ

ଏହି OTT ପ୍ଲାର୍ଟଫର୍ମରେ ଦେଖିପାରିବେ ଆର୍‌ ମାଧବନଙ୍କ ରକେଟ୍ରି, ଜାଣନ୍ତୁ ରିଲିଜ୍‌ ଡେଟ୍‌

ମୁମ୍ବାଇ: ପ୍ରେକ୍ଷାଳୟରେ ଶାନଦାର୍‌ ପ୍ରଦର୍ଶନ ପରେ ଅଭିନେତା ଆର୍‌. ମାଧବନଙ୍କ ରକେଟ୍ରି: ଦି ନାମ୍ବି ଇଫେକ୍ଟ (Rocketry: The Nambi Effect) ଜୁଲାଇ 26 ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବ । ତିରଙ୍ଗା ଫିଲ୍ମସ ଏବଂ ଭର୍ଗିଜ୍‌ ମୁଲନ ପିକ୍ଚର୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଆର୍‌. ମାଧବନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଏହା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ମଧ୍ୟ ଅଟେ। ଏହି ଚଳଚ୍ଚିତ୍ରରେ ଆର୍‌ ମାଧବନ୍ ବ୍ୟତୀତ ସିମରନ୍, ରଣଜିତ୍ କପୁର ମଧ୍ୟ ଅଛନ୍ତି ଏବଂ ଏଥିରେ ସାଉଥ୍ ସୁପରଷ୍ଟାର୍ ସୁର୍ଯ୍ୟାଙ୍କ ଏକ ସ୍ୱତନ୍ତ୍ର କ୍ୟାମୋ ମଧ୍ୟ ଅଛି ।

  • " class="align-text-top noRightClick twitterSection" data="">

ଭାରତ ଏବଂ 240 ଦେଶରେ ମେମ୍ବରର୍ସ 2022 ଜୁଲାଇ 26ରୁ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ ଭାଷାର ଡବ୍‌ ସହିତ ଚଳଚ୍ଚିତ୍ର ଦେଖିପାରିବେ । ଚଳଚ୍ଚିତ୍ରର OTT ପ୍ରିମିୟର୍ ବିଷୟରେ ଆଲୋଚନା କରି ମାଧବନ୍ କହିଛନ୍ତି, "ଏହି କାହାଣୀକୁ ଜୀବନ୍ତ କରି ଆଣିବା ମୋ ପାଇଁ ଏକ ଅବିଶ୍ୱସନୀୟ ସମ୍ମାନ। ଫିଲ୍ମଟି ପୂର୍ବରୁ ମିଳିଥିବା ଭଲପାଇବାରେ ମୁଁ ପ୍ରକୃତରେ ବିନମ୍ର ଅଟେ ଏବଂ ଏହା ଦେଖିବାକୁ ବହୁତ ଉତ୍ସାହିତ ଅଛି, କାରଣ ଏଥିରେ କଣ ନୂଆ ଅଛି। "

ଏହି ଭୂମିକାକୁ ଲେଖିବା ଏବଂ ନାମ୍ବି ସାର୍‌ଙ୍କ ଏହି ଅବିଶ୍ୱାସନୀୟ କାହାଣୀକୁ ନିର୍ଦ୍ଦେଶନା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଫିଲ୍ମ ISRO ବୈଜ୍ଞାନିକ ନମ୍ବି ନାରାୟଣନଙ୍କ ଜୀବନୀ ଉପରେ ଆଧାରିତ, ଯାହାକୁ 1994 ରେ ଗୁପ୍ତଚର ମାମଲାରେ କାରାଗାରରେ ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.