ETV Bharat / entertainment

Film Fridayରେ ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର ଦୃଷ୍ଟିକୋଣ - ଫିଲ୍ମ ଫ୍ରାଇ ଡେ ରେ ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର ଦୃଷ୍ଟିକୋଣ

ଫିଲ୍ମ ଫ୍ରାଇ ଡେରେ ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର ‘ଦୃଷ୍ଟିକୋଣ’ । ମହିଳା କୈନ୍ଦ୍ରିକ କାହାଣୀ ନେଇ ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ଓଡ଼ିଆ ଫିଲ୍ମ ‘ଦୃଷ୍ଟିକୋଣ’ରେ ଦର୍ଶକ ନୂଆ କାହାଣୀ ଦେଖିବାକୁ ପାଇବେ । ଅଧିକ ପଢନ୍ତୁ

ଫିଲ୍ମ ଫ୍ରାଇ ଡେରେ ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର ଦୃଷ୍ଟିକୋଣ

author img

By

Published : May 28, 2022, 11:53 AM IST

ଭୁବନେଶ୍ବର: ଫିଲ୍ମ ଫ୍ରାଇ ଡେରେ ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର ‘ଦୃଷ୍ଟିକୋଣ’ । ମହିଳା କୈନ୍ଦ୍ରିକ କାହାଣୀ ନେଇ ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ଓଡ଼ିଆ ଫିଲ୍ମ ‘ଦୃଷ୍ଟିକୋଣ’ରେ ଦର୍ଶକ ନୂଆ କାହାଣୀ ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସୁଶାନ୍ତ ମଣି ଦେଇଥିବା ବେଳେ ସାହିତ୍ୟିକ ହରପ୍ରସାଦ ଦାସଙ୍କୁ ବିଚାରପତି ଭୂମିକାରେ ଦେଖିବାକୁ ମିଳିବ । ମୁଖ୍ୟ ଚରିତ୍ରରେ ଶୁଭଶ୍ରୀ ବା ଲିଜା ନାୟକ ପ୍ରଥମ ଥର ପାଇଁ ପରଦାକୁ ଆସିବେ । ଅନ୍ୟମାନଙ୍କ ମଧ୍ୟରେ ଏଲିନା ସାମନ୍ତରାୟ, ହର ରଥ, ଅଙ୍କିତ ମହାନ୍ତି, ଚୌଧୁରୀ ବିକାଶ ଦାସ ପ୍ରମୁଖ ନଜରକୁ ଆସିବେ ।

ନାରୀ ଉପରେ ହେଉଥିବା ନିର୍ଯାତନା ବିଶେଷ ଭାବେ ନାରୀର ସୌନ୍ଦର୍ଯ୍ୟ ଓ ବେଶ ପୋଷାକକୁ ପାଇଁ ସେମାନଙ୍କୁ ଦୁଷ୍କର୍ମ କରିବାର ମାନସିକତାକୁ ନେଇ କାହାଣୀର ବିଷୟବସ୍ତୁ ପର୍ଯ୍ୟବସିତ। ଏହି ମାନସିକତାକୁ କିଭଳି ଏହି ସିନେମା ମାଧ୍ୟମରେ ପରିବର୍ତନ କରାଯାଇଛି ତାହା ଦେଖିବାକୁ ମିଳିଛି । ଅର୍ଥାତ ଗୋଟେ ନାରୀ ସମାଜରେ ସମ୍ମାନର ସହ ବଞ୍ଚିବାର ଦ୍ରୁଷ୍ଟିକୋଣକୁ ହିଁ ଦର୍ଶାଯାଇଛି । ତେଣୁ, ଭିନ୍ନ ଏହି କାହାଣୀକୁ ଓଡ଼ିଆ ଦର୍ଶକ ପସନ୍ଦ କରିବେ ଓ ପୁଣି ଥରେ ଓଡ଼ିଆ ସିନେମାକୁ ଭଲପାଇବା ମିଳିବ ବୋଲି ପ୍ରଯୋଜନାରେ ସଂସ୍ଥା କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.