ETV Bharat / entertainment

Happy Birthday Vicky: ରୋମାଣ୍ଟିକ ଅନ୍ଦାଜରେ କ୍ୟାଟ୍ରିନାଙ୍କ ୱିଶ୍

author img

By

Published : May 16, 2022, 3:53 PM IST

ବଲିଉଡର ଦମଦାର ଅଭିନେତା ଭିକ୍କି କୌଶଲ ଆଜି (ମେ 16) ତାଙ୍କର 34ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀ ପତ୍ନୀ କ୍ୟାଟ୍ରିନା କୈଫ ନ୍ୟୁୟର୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ରୋମାଣ୍ଟିକ ଅନ୍ଦାଜରେ ସ୍ୱାମୀଙ୍କୁ ଓ୍ବିଶ୍‌ କଲେ କ୍ୟାଟ୍ରିନା

ହାଇଦ୍ରାବାଦ: ବଲିଉଡର ଦମଦାର ଅଭିନେତା ଭିକ୍କି କୌଶଲ ଆଜି (ମେ 16) ତାଙ୍କର 34ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀ ପତ୍ନୀ କ୍ୟାଟ୍ରିନା କୈଫ ନ୍ୟୁୟର୍କର ସୁନ୍ଦର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦମ୍ପତିଙ୍କ ପ୍ରେମ ଦେଖିବାକୁ ମିଳୁଛି । ଏହା ପୂର୍ବରୁ ମଧ୍ୟ ଏହି ଦମ୍ପତି ସୋସିଆଲ ମିଡିଆରେ ସୁନ୍ଦର ଫଟୋ ସେୟାର କରିଥିଲେ ।

ସୋମବାର କ୍ୟାଟ୍ରିନା କୈଫ ରୋମାଣ୍ଟିକ ଅନ୍ଦାଜରେ ସ୍ୱାମୀ ଭିକ୍କି କୌଶଲଙ୍କୁ ତାଙ୍କ ଜନ୍ମଦିନର ଅଭିନନ୍ଦନ ବହୁତ ଜଣାଇଛନ୍ତି। ପୋଷ୍ଟରେ ଦୁଇଟି ଫଟୋ ସେୟାର କରି ସେ ଲେଖିଛନ୍ତି, 'New York Wala Birthday 🥳,My ❤️️️️️️️️️️️️️️Simply put ……YOU MAKE EVERYTHING BETTER 💕' ଅନ୍ୟପଟେ ଭିକ୍କି କୌଶଲ ପତ୍ନୀ କ୍ୟାଟ୍ରିନା କୈଫଙ୍କ ଏହି ଫଟୋରେ କମେଣ୍ଟ ଦେଇ ଲେଖିଛନ୍ତି, 'Shaadishuda wala Birthday❤️❤️❤️'। ଏଥି ସହିତ, ଏହି ଫଟୋରେ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ଅତି ସୁନ୍ଦର ଭାବେ କମେଣ୍ଟ ଦେଉଛନ୍ତି ।

ଏହା ପୂର୍ବରୁ ମଧ୍ୟ କ୍ୟାଟ୍ରିନା ଏବଂ ଭିକ୍କି ଆମେରିକାରୁ ସେମାନଙ୍କର ଅନେକ ଫଟୋ ସେୟାର କରିଥିଲେ । ଯେଉଁଠାରେ ଏହି ଦମ୍ପତି ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟକୁ ଯାଇଥିଲେ । କ୍ୟାଟ୍ରିନା ତାଙ୍କର ଆଉ କିଛି ନୂଆ ଫଟୋ ସେୟାର କରିଥିଲେ, ଯେଉଁଥିରେ ଅଭିନେତ୍ରୀ ଖେଳୁଥିବାର ନଜର ଆସିଥିଲେ । ଫଟୋଗୁଡ଼ିକୁ ସେୟାର୍ କରି ସେ ଲେଖିଥିଲେ, 'A very American Saturday 🎳'।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.