ETV Bharat / entertainment

ପଠାନକୁ ନେଇ ଏହା କହିଲେ କାଜୋଲ, ଟ୍ରୋଲ୍‌ କରୁଛନ୍ତି ଫ୍ୟାନ୍ସ

author img

By

Published : Jul 16, 2023, 9:04 PM IST

Updated : Jul 16, 2023, 9:12 PM IST

ଟ୍ରୋଲରଙ୍କ ଟାର୍ଗେଟରେ କାଜୋଲ ଦେବଗନ । ପଠାନ ଫିଲ୍ମର ବକ୍ସ ଅଫିସ କଲେକ୍ସନକୁ ନେଇ ଦେଇଥିବା ମନ୍ତବ୍ୟ ପଡିଲା ଭାରି । ଅଧିକ ପଢନ୍ତୁ

ଟ୍ରୋଲଙ୍କ ଟାର୍ଗେଟରେ କାଜୋଲ ଦେବଗନ
ଟ୍ରୋଲଙ୍କ ଟାର୍ଗେଟରେ କାଜୋଲ ଦେବଗନ

ହାଇଦ୍ରାବାଦ: ପୁଣି ନିଜ ମନ୍ତବ୍ୟକୁ ନେଇ ବିବାଦରେ ଲୋକପ୍ରିୟ ଅଭିନେତ୍ରୀ କାଜୋଲ ଦେବଗନ । ଅନେକ ସମୟରେ କାଜୋଲ ନିଜ ମନ୍ତବ୍ୟକୁ ନେଇ ଟ୍ରୋଲ ହେଉଥିବା ବେଳେ ଏବେ ସେ ଶାହାରୁଖଙ୍କ ଫ୍ୟାନ୍ସଙ୍କୁ କରି ଦେଇଛନ୍ତି ଖପ୍ପା । ଶାହାରୁଖଙ୍କ ପଠାନ ଫିଲ୍ମର ବକ୍ସ ଅଫିସ କଲେକ୍ସନକୁ ନେଇ ଏକ ମନ୍ତବ୍ୟ ଦେବା ପରେ ସେ ସିଧାସଳଖ ଟ୍ରୋଲରଙ୍କ ନିଶାନାକୁ ଆସି ଯାଇଛନ୍ତି । କାଜୋଲଙ୍କ ନୂଆ ୱେବ ସିରିଜ ‘ଦି ଟ୍ରାଏଲ’ର ଏକ ପ୍ରମୋସନାଲ୍‌ ଭିଡିଓର ଏକ କ୍ଲିପ୍ ସୋସିଆଲ ମିଡିଆ ସାଇଟରେ ଏବେ ବେଶ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

କାଜୋଲଙ୍କ ପ୍ରମୋସନାଲ୍‌ ଇଣ୍ଟରଭ୍ୟୁ ଦି ଟ୍ରାଏଲରେ ଯେତେବେଳେ ହୋଷ୍ଟ ତାଙ୍କୁ ଶାହାରୁଖଙ୍କୁ କେଉଁ ଗୋଟିଏ କଥା ସେ ପଚାରିବାକୁ ଚାହାନ୍ତି ବୋଲି ପଚାରିଥିଲେ । କାଜୋଲ ଉତ୍ତର ଦେଇ କହିଥିଲେ ମୁଁ ତାଙ୍କୁ କ’ଣ ପଚାରିବି ? ବହୁତ ସମୟ ଭାବିବା ପରେ ସେ କହିଥିଲେ "ପ୍ରକୃତରେ ପଠାନ କେତେ ରୋଜଗାର କରିଥିଲା ?" ଏହାପରେ କାଜୋଲ ହସିବା ସହ ଭିଡିଓଟି ଶେଷ ହୋଇଯାଥିଲା । ଶାହାରୁଖଙ୍କ ପ୍ରତି କାଜୋଲଙ୍କ ଏମିତି ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଫ୍ୟାନ୍ସ । ଶାହାରୁଖ ଓ କାଜୋଲଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଥିଲେ ସୁଦ୍ଧା ତାତ୍ସଲ୍ୟ କରିବା ଅତ୍ୟନ୍ତ ନିନ୍ଦାଜନକ କଥା ବୋଲି ଶାହାରୁଖଙ୍କ ଫ୍ୟାନ୍ସ ଟ୍ବିଟ୍‌ କରି କହିଛନ୍ତି । ସୋସିଆଲ ମିଡିଆ ସାଇଟରେ କିଛି ୟୁଜର କହିଛନ୍ତି କାଜୋଲଙ୍କୁ ପଠାନର ବକ୍ସ ଅଫିସ କଲେକ୍ସନ ଉପରେ ଭରସା ନାହିଁ ? ପଠାନ ମିଛ ବକ୍ସ ଅଫିସ କଲେକ୍ସନ ଦେଖାଉଥିବା କାଜୋଲ ଇଙ୍ଗିତ ଦେଇଛନ୍ତି ।

  • Kajol: We are ruled by uneducated polititions.

    RW: She doesn't know what she is speaking. How dare she!

    Kajol: How much did SRK movie Pathan make!

    RW: She knows everything. She is daring!

    #Kajol #Pathaan #Modi

    — Inhuman™ (@Inhuman_isit) July 16, 2023 " class="align-text-top noRightClick twitterSection" data=" ">

ଏହି ବିବାଦକୁ ନେଇ ଶାହାରୁଖ ଓ କାଜୋଲଙ୍କ ଯୋଡ଼ିକୁ ଅନ-ସ୍କ୍ରିନ ପସନ୍ଦ କରୁଥିବା ଫ୍ୟାନ୍ସ ସମସ୍ତ ଦ୍ବନ୍ଦ୍ୱକୁ ନେଇ ଜବାବ ରଖିଛନ୍ତି । ସେମାନେ ଏକ ଅନ୍ୟ ଭିଡିଓ କ୍ଲିପ୍‌ ସେୟାର କରି ଲେଖିଛନ୍ତି ଏହି ଭିଡିଓକୁ ଦେଖିବା ଦରକାର । ମିଛ କଥାକୁ ପ୍ରଚାର କରିବା ଉଚିତ ନୁହେଁ । କାଜୋଲ ପଠାନକୁ ନେଇ ଥଟ୍ଟା କରିନଥିଲେ । ତାଙ୍କର କିଛି ମନ୍ଦ ଉଦେଶ୍ୟ ନାହିଁ । ତେବେ ଆଇକନିକ୍ ଯୋଡିଙ୍କ ଫ୍ୟାନ୍ସ ସେୟାର କରିଥିବା ଭିଜୁଆଲରେ କାଜୋଲ ଶାହରୁଖ ଖାନଙ୍କୁ ବେଶ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଶାହାରୁକ ନିଜ କ୍ୟାରିଅରର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଥିବାରୁ ସେ ତାଙ୍କ ନେଇ ଖୁସି ଥିବା କହିଥିଲେ । ଏହି କ୍ଲିପ୍‌ରେ ସେ କହିଥିଲେ ଯେ ମୁଁ ତାଙ୍କ ପାଇଁ ବହୁତ ଖୁସି ।

  • “Nobody can take the Credit away from #ShahRukhKhan” ~ #SalmanKhan (on #Pathaan's huge success)

    But when #Kajol jokingly said “How much Pathaan did really make” ?

    Autowalas are making her their mother because for them, Amma Kajol's statement>Jodhpuriya's statement

    — MHK (@SRKzHunter) July 16, 2023 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2023, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.