ETV Bharat / entertainment

Jawan Collection Day 8: କମୁଛି 'ଜବାନ' କ୍ରେଜ୍‌, ଜାଣନ୍ତୁ 8ମ ଦିନ କଲେକ୍ସନ

author img

By ETV Bharat Odisha Team

Published : Sep 14, 2023, 12:35 PM IST

ଜବାନ୍ ଏହାର ଦ୍ୱିତୀୟ ଗୁରୁବାର ଅର୍ଥାତ୍ ଅଷ୍ଟମ ଦିନରେ ପ୍ରବେଶ କରିଛି । ଫିଲ୍ମର 8ମ ଦିନର କଲେକ୍ସନ କ’ଣ ହୋଇପାରେ, ଏଠାରେ ଜାଣନ୍ତୁ । ଅଧିକ ପଢନ୍ତୁ

ଜବାନ୍
ଜବାନ୍

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ କ୍ୟାରିୟରର ଦ୍ୱିତୀୟ ଆକ୍ସନ୍ ପ୍ୟାକ୍ ଫିଲ୍ମ 'ଜବାନ'ର ଜଲଓ୍ୱା ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ର ଗୋଟେ ସପ୍ତାହ ମଧ୍ୟରେ 600 କୋଟି (ବିଶ୍ବବ୍ୟାପୀ) ଟଙ୍କା ପାର୍‌ କରିଛି । ଫିଲ୍ମ ଜବାନ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଦେଖାଯାଇଥିବା ଶାହାରୁଖ ଖାନ ଏବଂ ସାଉଥ୍‌ ଅଭିନେତ୍ରୀ ନୟନତାରାଙ୍କ ଯୋଡି ଏକ ହିଟ୍ ବୋଲି ପ୍ରମାଣିତ ହୋଇଛି । ଏହି ଚଳଚ୍ଚିତ୍ରରେ ଅନେକ ଟିଭି ଅଭିନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଛି । ଦକ୍ଷିଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଟଲି ତାଙ୍କ 10 ବର୍ଷର କ୍ୟାରିୟରରେ ପଞ୍ଚମ ଚଳଚ୍ଚିତ୍ର ଜବାନ ନିର୍ମାଣ କରିଛନ୍ତି, ଯାହା ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । ଏହି ଚଳଚ୍ଚିତ୍ରଟି 7 ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ​​। ଆଜି (14 ସେପ୍ଟେମ୍ବର) ଫିଲ୍ମଟି ଅଷ୍ଟମ ଦିନରେ ପହଞ୍ଚିଛି । ତେବେ ଦେଖାଯାଉଛି ଯେ, ଫିଲ୍ମଟି ଓ୍ୱାର୍କିଂ ଡେ’ରେ କମ୍ ରୋଜଗାର କରୁଥିବାବେଳେ ଛୁଟି ଦିନରେ ଧମାଲ କରୁଛି । ତେବେ ଅଷ୍ଟମ ଦିନରେ ଫିଲ୍ମ ଜବାନ୍‌ କ’ଣ କମାଲ କରିବାକୁ ଯାଉଛି ଆସନ୍ତୁ ଜାଣିବା ।

ଅଷ୍ଟମ ଦିନର ରୋଜଗାର

ଯଦି ଜବାନର କଲେକ୍ସନ ଉପରେ ନଜର ପକାଇବା ତେବେ ଫିଲ୍ମଟି ଓ୍ୱାର୍କିଂ ଡେ’ରେ କମ୍ ରୋଜଗାର କରୁଥିବାବେଳେ ଛୁଟି ଦିନରେ ଧମାଲ କରୁଛି । ଅଣ-ଛୁଟିଦିନରେ ଜବାନ୍ 30 କୋଟି ଟଙ୍କା ଥରେ ବି ପାର୍‌ କରିପାରିନାହିଁ । ଏଥି ସହିତ ଓ୍ୱିକେଣ୍ଡରେ ଜବାନ 50 ରୁ 80 କୋଟି ଟଙ୍କା କଲେକ୍ସନ କରୁଛି । ଏହି ଚଳଚ୍ଚିତ୍ରର ରୋଜଗାର 75 କୋଟିରୁ ଆରମ୍ଭ ହୋଇ 8 ଦିନ ମଧ୍ୟରେ 20 କୋଟିରେ ପହଞ୍ଚିଛି । ଏହି ଚଳଚ୍ଚିତ୍ରଟି 14 ସେପ୍ଟେମ୍ବରରେ ଘରୋଇ ବକ୍ସ ଅଫିସରେ 19.36 କୋଟି ଟଙ୍କା ଆନୁମାନିକ ବ୍ୟବସାୟ କରିଛି । ସେହିପରି ଷଷ୍ଠ ଦିନରେ 27.50 କୋଟି ଏବଂ ସପ୍ତମ ଦିନରେ 21.62 କୋଟି ଟଙ୍କା ବ୍ୟବସାୟ କରିଛି ।

ଏହା ମଧ୍ୟ ପଢନ୍ତୁ: Jawan box office collection: 6 ଦିନରେ 600କୋଟି ଆୟ କରି ଇତିହାସ ରଚିଲା ଜବାନ

ଜବାନ କଲେକ୍ସନ ଡେ’ ଓ୍ୱାଇଜ୍‌ (ନ୍ୟାସନାଲ ଚେନ୍‌)

ଦିନ 1 - 75 କୋଟି

ଦିନ 2- 5.23 କୋଟି

ଦିନ 3 - 77.83 କୋଟି

ଦିନ 4 -80.1 କୋଟି

ଦିନ 5- 30.5 କୋଟି

ଦିନ 6 - 27.50 କୋଟି

ଦିନ 7 - 21.62 କୋଟି

ଦିନ 8 - 19.36 କୋଟି

ମୋଟ - 368.38

ଜବାନ କଲେକ୍ସନ ଡେ’ ଓ୍ୱାଇଜ୍‌ (ବିଶ୍ବବ୍ୟାପୀ)

ଦିନ 1: 129.60 କୋଟି

ଦିନ 2: 110.87 କୋଟି

ଦିନ 3: 144.22 କୋଟି

ଦିନ 4: 136.10 କୋଟି

ଦିନ 5: 54.10 କୋଟି ଟଙ୍କା

ଦିନ 6: 53.15 କୋଟି

ବିଶ୍ୱବ୍ୟାପୀ ସମୁଦାୟ - 628.04 କୋଟି ଟଙ୍କା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.