ETV Bharat / entertainment

IFFM 2023 Winners list: ରାନୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ, ପଠାନକୁ ମିଳିଲା ପିପୁଲ ଚଏସ ଆୱାର୍ଡ

author img

By

Published : Aug 12, 2023, 12:25 PM IST

IFFM 2023 Winners LIST: 14ତମ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲବୋର୍ଣ୍ଣ 2023ର ବିଜେତାଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ବାଜି ମାରିଛନ୍ତି ସୁପରଷ୍ଟାର ଶାହରୁଖ ଖାନ ଏବଂ ଅଭିନେତ୍ରୀ ରାନୀ ମୁଖାର୍ଜୀ । ଅଧିକ ପଢନ୍ତୁ

ରାନୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ
ରାନୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସହରରେ 11 ଅଗଷ୍ଟରୁ ଆରମ୍ଭ ହୋଇଥିବା 14ତମ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲବୋର୍ଣ୍ଣ 2023ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ 20 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର, ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍, ବିଜୟ ବର୍ମା ଏବଂ ବଲିଉଡ ତଥା ଦକ୍ଷିଣ ସିନେମାର ସକ୍ରିୟ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ସମେତ ଅନେକ ଭେଟେରାନ କଳାକାର କରିଛନ୍ତି । ଏହି ଫେଷ୍ଟିଭାଲରେ ସାଉଥ୍ ସୁପରହିଟ୍ ଫିଲ୍ମ ସୀତା ରମମ୍‌ ଏବଂ ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନକୁ ଏକ ସ୍ୱତନ୍ତ୍ର ବର୍ଗରେ ବିଜେତା ଘୋଷିତ କରାଯାଇଛି ।

  • #AboutLastNight at the special screening of #SatyapremKiKatha. When KARTIK AARYAN walked in to meet the eager audience at the screening we knew a star had arrived. There was hooting, whistling, screams of “I love you”, cute kids with placards, marriage proposals and so much more! pic.twitter.com/vxqUOdlmWf

    — Indian Film Festival of Melbourne (@IFFMelb) August 10, 2023 " class="align-text-top noRightClick twitterSection" data=" ">

ନିମ୍ନରେ ବିଜେତାଙ୍କ ତାଲିକା:

ବେଷ୍ଟ ଡକ୍ୟୁମେଣ୍ଟାରୀ- ଟୁ କିଲ୍‌ ଏ ଟାଇଗର

ବେଷ୍ଟ ଇଣ୍ଡି ଫିଲ୍ମ -ଆଗ୍ରା

ଶ୍ରେଷ୍ଠ ଅଭିନେତା-ମୋହିତ ଅଗ୍ରୱାଲ (ଆଗ୍ରା)

ଶ୍ରେଷ୍ଠ ଅଭିନେତ୍ରୀ- ରାନୀ ମୁଖାର୍ଜୀ (ମିସେସ୍‌ ଚାଟାର୍ଜୀ ଭର୍ସେସ ନରୱେ)

ଶ୍ରେଷ୍ଠ ନିର୍ଦ୍ଦେଶକ- ପୃଥ୍ବୀ କୋଣାନୁର - ହେଡିନଲେଣ୍ଟୁ

ଶ୍ରେଷ୍ଠ ଚଳଚ୍ଚିତ୍ର- ସୀତା ରାମମ୍‌

ଶ୍ରେଷ୍ଠ ଅଭିନେତା (ୱେବ୍ ସିରିଜ୍)- ବିଜୟ ବର୍ମା (ଦହାଡ)

ଶ୍ରେଷ୍ଠ ଅଭିନେତ୍ରୀ (ୱେବ୍ ସିରିଜ୍)- ରାଜଶ୍ରୀ ଦେଶପାଣ୍ଡେ (ଟ୍ରାୟଲ ବାୟ ଫାୟର)

ଶ୍ରେଷ୍ଠ ୱେବ୍ ସିରିଜ୍- ଜୁବଲୀ

ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର - (ପିପୁଲ ଚୟସ)- କନେକ୍ସନ କ୍ୟା ହୈ

ଏହା ମଧ୍ୟ ପଢନ୍ତୁ: ୱେବ୍ ସିରିଜ୍ କରିବେନି ବିଜୟ ଦେବରକୋଣ୍ଡା ! ଇଭେଣ୍ଟରେ କଲେ ଖୁଲାସା

ବିଶେଷ ପୁରସ୍କାର-(ଇକ୍ବାଲିଟି ଇନ୍‌ ସିନେମା ଆଓ୍ବାର୍ଡ)- ଡାର୍ଲିଂ

ପିପୁଲ ଚୟସ ଆଓ୍ବାର୍ଡ- ପଠାନ

ବଲିଉଡରେ 25 ବର୍ଷର ନିର୍ଦ୍ଦେଶକ ଯୋଗଦାନ- କରଣ ଜୋହର

ରାଇଜିଂଗ ଗ୍ଲୋବାଲ୍ ସୁପରଷ୍ଟାର୍- କାର୍ତ୍ତିକ ଆର୍ଯ୍ୟନ୍

ଡାଇଭର୍ସିଟି ଇନ୍‌ ସିନେମା ଆଓ୍ବାର୍ଡ- ମୃଣାଳ ଠାକୁର

ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଥର ମାଆ ହୋଇଥାନ୍ତେ ରାନୀ ମୁଖାର୍ଜୀ, ଭାଙ୍ଗିଲା ସବୁ ସ୍ବପ୍ନ

ଡିସରପ୍ଟର ଆଓ୍ବାର୍ଡ- ଭୁମି ପେଡନେକର

ରେନବୋ ଷ୍ଟୋରୀଜ ଆଓ୍ବାର୍ଡ- ଓନୀର

ଉଲ୍ଲେଖନୀୟ ଯେ, ଅଭିନେତ୍ରୀ ଭୂମି ପେଡନେକର, ମୃଣାଳ ଠାକୁର ଏବଂ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ମଧ୍ୟ ଅନ୍ୟ ବର୍ଗରେ ଏହି ପୁରସ୍କାର ପାଇଛନ୍ତି । ମେଲବୋର୍ଣ୍ଣ 2023ର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଅଭିନେତା କାର୍ତ୍ତିକ ଆର୍ଯ୍ୟ ମଧ୍ୟ ଅଷ୍ଟ୍ରେଲିଆରେ ଉପସ୍ଥିତ ଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.