ମୁମ୍ବାଇ: ଅଳ୍ପକେ ବର୍ତ୍ତିଲେ ଟିଭି ଅଭିନେତ୍ରୀ ରୁବିନା ଦିଲାଇକ । ଅଭିନେତ୍ରୀ ଏକ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ତାଙ୍କ ସ୍ୱାମୀ ଅଭିନବ ଶୁକ୍ଲା ଦୁର୍ଘଟଣା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ମୁମ୍ବାଇରେ ସେ ଅପରାହ୍ନରେ ତାଙ୍କ କାରରେ କୌଣସି ସ୍ଥାନକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଅଭିନେତ୍ରୀ ଜଣକ ବର୍ତ୍ତମାନ ସୁସ୍ଥ ରହିଛନ୍ତି ।
-
Due to the impact I hit my head and lower back, so was in a state of shock, but we ran medical tests,everything is Good….
— Rubina Dilaik (@RubiDilaik) June 11, 2023 " class="align-text-top noRightClick twitterSection" data="
Legal action has been taken against the reckless truck driver , but the damage is done! I urge you all to be mindful on road 🙏🏼 Rules r for our own safety ! https://t.co/HFB2xpPZVy
">Due to the impact I hit my head and lower back, so was in a state of shock, but we ran medical tests,everything is Good….
— Rubina Dilaik (@RubiDilaik) June 11, 2023
Legal action has been taken against the reckless truck driver , but the damage is done! I urge you all to be mindful on road 🙏🏼 Rules r for our own safety ! https://t.co/HFB2xpPZVyDue to the impact I hit my head and lower back, so was in a state of shock, but we ran medical tests,everything is Good….
— Rubina Dilaik (@RubiDilaik) June 11, 2023
Legal action has been taken against the reckless truck driver , but the damage is done! I urge you all to be mindful on road 🙏🏼 Rules r for our own safety ! https://t.co/HFB2xpPZVy
ଲୋକପ୍ରିୟ ଟିଭି ଅଭିନେତ୍ରୀ ରୁବିନା ଦିଲାଇକ ଗତକାଲି(ଜୁନ୍ 10)ରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା ପରେ ତାଙ୍କ ସ୍ୱାମୀ ଅଭିନବ ଶୁକ୍ଲା ଟ୍ୱିଟର ହ୍ୟାଣ୍ଡେଲ୍ରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରୁବିନା ଭଲ ଅଛନ୍ତି ଏବଂ ସେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନେଉଛନ୍ତି । ଏଥିସହ ଅଭିନବ ଏହି ଘଟଣାର କିଛି ଫଟୋ ପୋଷ୍ଟ୍ କରି ଟ୍ୱିଟରରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଆମ ସହିତ ଯାହା ଘଟିଛି ତାହା ମଧ୍ୟ ଆପଣଙ୍କ ସହିତ ଘଟିପାରେ । ଗାଡ଼ି ଚଲାଇବା ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଫୋନ୍ରେ କଥା ହେଉଥିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ । ଏବଂ ସେ ମୁମ୍ବାଇ ପୋଲିସକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।"
-
Happened to us, can happen to you. Beware of idiots on the phone jumping traffic lights. To top it up standing there smiling. More details later. Rubina was in car she is fine, taking her for medical. @MTPHereToHelp @MumbaiPolice request you to take strict action ! @RubiDilaik pic.twitter.com/mOT5FPs4Vo
— Abhinav Shukla (@ashukla09) June 10, 2023 " class="align-text-top noRightClick twitterSection" data="
">Happened to us, can happen to you. Beware of idiots on the phone jumping traffic lights. To top it up standing there smiling. More details later. Rubina was in car she is fine, taking her for medical. @MTPHereToHelp @MumbaiPolice request you to take strict action ! @RubiDilaik pic.twitter.com/mOT5FPs4Vo
— Abhinav Shukla (@ashukla09) June 10, 2023Happened to us, can happen to you. Beware of idiots on the phone jumping traffic lights. To top it up standing there smiling. More details later. Rubina was in car she is fine, taking her for medical. @MTPHereToHelp @MumbaiPolice request you to take strict action ! @RubiDilaik pic.twitter.com/mOT5FPs4Vo
— Abhinav Shukla (@ashukla09) June 10, 2023
ସେପଟେ ଅଭିନବଙ୍କ ଟ୍ୱିଟ୍କୁ ରିଟ୍ୱିଟ୍ କରି ରୁବିନା ମଧ୍ୟ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । କହିଛନ୍ତି ଯେ, ଏହି କାରଣରୁ ମୋ ମୁଣ୍ଡ ଏବଂ ପିଠିରେ ଆଘାତ ଲାଗିଛି । କିନ୍ତୁ ମୁଁ ଡାକ୍ତରୀ ପରୀକ୍ଷା କରିସାରିଛି । ଏବଂ ମୁଁ ବର୍ତ୍ତମାନ ସୁସ୍ଥ ଅଛି । ସେହି ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ରାସ୍ତାରେ ଗାଡି ଚଳାଇବା ସମୟରେ ଆପଣମାନେ ମଧ୍ୟ ସାବଧାନ ହେବା ଉଚିତ୍, ନିୟମ କେବଳ ଆମର ସୁରକ୍ଷା ପାଇଁ ହୋଇଛି । ଏହା ସହିତ ସେ ଦୁର୍ଘଟଣାସ୍ଥଳର ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ରୁବିନାଙ୍କ ୱାର୍କଫ୍ରଣ୍ଟ୍ କଥା କହିବାକୁ ଗଲେ, ରୁବିନା ତାଙ୍କ ଟିଭି ସିରିଏଲ୍ 'ଶକ୍ତି ଅସ୍ତିତ୍ବ କେ ଏହସାସ୍' ସହ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ସେ ରିଆଲିଟି ସୋ 'ବିଗ୍ ବସ୍ 14'ରେ ନଜର ଆସିଥିଲେ ଏବଂ ସିଜିନର ବିଜେତା ମଧ୍ୟ ହୋଇଥିଲେ । ଏଥିସହ ଅଭିନେତ୍ରୀ ରୋହିତ ଶେଟ୍ଟୀଙ୍କ ହିଟ୍ ଷ୍ଟଣ୍ଟ ଆଧାରିତ ରିଆଲିଟି ସୋ' 'ଖତରୋଁ କେ ଖିଲାଡି 12'ର ପ୍ରତିଯୋଗୀ ମଧ୍ୟ ଥିଲେ । ଏହା ପରେ ରୁବିନା ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ 'ଝଲକ ଦିଖଲା ଜା ସିଜନ 10'ରେ ନଜର ଆସିଥିଲେ ।