ETV Bharat / entertainment

ବିବାହ ବନ୍ଧନରେ ଆବଦ୍ଧ ହେଲେ ହଂସିକା ମୋଟୱାନୀ, ସାମ୍ନାକୁ ଆସିଲା ବିବାହ ଫଟୋ

author img

By

Published : Dec 5, 2022, 9:57 AM IST

Hansika Motwani Wedding Pics: ଡିସେମ୍ବର 4ରେ, ହଂସିକା ତାଙ୍କର ଦୀର୍ଘ ଦିନର ପ୍ରେମିକ ସୋହେଲ କଥୁରିଆଙ୍କ ସହ ବିବାହ କରିଛନ୍ତି । ବର୍ତ୍ତମାନ ବିବାହର ପ୍ରଥମ ଫଟୋ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

Etv Bharatବିବାହ ବନ୍ଧନରେ ଆବଦ୍ଧ ହେଲେ ହଂସିକା ମୋଟୱାନୀ, ସାମ୍ନାକୁ ଆସିଲା ବିବାହ ଫଟୋ

ହାଇଦ୍ରାବାଦ: ଶେଷରେ ଅପେକ୍ଷାର ଅନ୍ତ ହୋଇଛି । ଅଭିନେତ୍ରୀ ହଂସିକା ମୋଟୱାନୀ ତାଙ୍କ ସ୍ୱପ୍ନର ରାଜକୁମାରଙ୍କୁ ବିବାହ କରିଛନ୍ତି । ଡିସେମ୍ବର 4ରେ, ହଂସିକା ତାଙ୍କର ଦୀର୍ଘ ଦିନର ପ୍ରେମିକ ସୋହେଲ କଥୁରିଆଙ୍କ ସହ ବିବାହ କରିଛନ୍ତି । ଦମ୍ପତି ଜୟପୁରର ମୁନ୍ଦୋତା ଫୋର୍ଟ ପ୍ୟାଲେସରେ ସାରା ଜୀବନ ପାଇଁ ଏକାଠି ରହିବାକୁ ଶପଥ ନେଇଛନ୍ତି । କନିଆ ବେଶରେ ହଂସିକାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି ।

ହଂସିକା ମୋଟୱାନୀ ଏବଂ ସୋହେଲ କଥୁରିଆ
ହଂସିକା ମୋଟୱାନୀ ଏବଂ ସୋହେଲ କଥୁରିଆ

ହଂସିକା ତାଙ୍କ ବିବାହ ଦିନ ବହୁତ ସୁନ୍ଦର ଦେଖାଯାଉଥିଲେ । ବିବାହରେ ହଂସିକା ମୋଟୱାନୀ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ପାରମ୍ପାରିକ ଅଳଙ୍କାର ଏବଂ ଚୁଡି ସହିତ ହଂସିକା ଏହି ସୁନ୍ଦର ଲେହେଙ୍ଗା କ୍ୟାରି କରିଥିଲେ । ଏହି ବିଶେଷ ଦିନରେ ସୋହେଲ କାଥୁରିଆ ଏକ ଶେରୱାନି ପିନ୍ଧିଥିଲେ । ବର ହୋଇଥିବା ସୋହେଲ ମଧ୍ୟ କମ୍ ସୁନ୍ଦର ଦେଖାଯାଉନଥିଲେ । ବର୍ତ୍ତମାନ ସୋହେଲ ଏବଂ ହଂସିକାଙ୍କ ଏହି ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି।

ହଂସିକା ମୋଟୱାନୀ ଏବଂ ସୋହେଲ କଥୁରିଆ
ହଂସିକା ମୋଟୱାନୀ ଏବଂ ସୋହେଲ କଥୁରିଆ

ହଂସିକା ଏବଂ ସୁହେଲଙ୍କ ବିବାହ ରୀତିନୀତି ମୁମ୍ବାଇରେ ମାତା କି ଚୌକି ପରେ ଆରମ୍ଭ ହୋଇଥିଲା । ଏହା ପରେ ସୁଫି ନାଇଟ୍, ମେହେନ୍ଦୀ, ହଲଦି, ସଂଗୀତରେ ଏହି ଦମ୍ପତି ମଜ୍ଜି ଯାଇଥିଲେ । ସମସ୍ତ ବିବାହ କାର୍ଯ୍ୟରେ ହଂସିକା ମୋଟୱାନୀ ସୁନ୍ଦର ଦେଖାଯାଉଥିଲେ । ମାତା କି ଚୌକିରେ ପିନ୍ଧାଯାଇଥିବା ନାଲି ଶାଢୀ ହେଉ କିମ୍ବା ହଳଦିରେ ପିନ୍ଧାଯାଇଥିବା ଧଳା ସୁଟ୍ ହେଉ ହଂସିକାଙ୍କର ପ୍ରତ୍ୟେକ ପୋଷାକ କ୍ଲାସି ଦେଖାଯାଉଥିଲା ।

ଡିସେମ୍ବର 2 ରୁ ଜୟପୁରରେ ହଂସିକା ଏବଂ ସୁହେଲଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ସୁହେଲ ଏବଂ ହଂସିକାଙ୍କ ଡ୍ରିମି ଓ୍ବେଡିଂ ପରି ସେମାନଙ୍କର ବିବାହ ପ୍ରସ୍ତାବ ମଧ୍ୟ କମ୍ ଚମତ୍କାର ନଥିଲା । ସୋହେଲ ଆଇଫେଲ ଟାୱାର ସାମ୍ନାରେ ତାଙ୍କ ଲେଡି ଲଭଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏହି ଦମ୍ପତି ପରସ୍ପରର ବ୍ୟବସାୟିକ ସହଯୋଗୀ ଥିଲେ । ବର୍ତ୍ତମାନ ସେମାନେ ପରସ୍ପରର ଜୀବନ ସାଥୀ ହୋଇଛନ୍ତି । ହଂସିକା ଏବଂ ସୋହେଲଙ୍କୁ ବିବାହର ଅନେକ ଅନେକ ଅଭିନନ୍ଦନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.