ETV Bharat / entertainment

ବକ୍ସ ଅଫିସରେ ଗଦର-2 କ୍ରେଜ, 250 କୋଟିରୁ ଅଧିକ କଲାଣି ଆୟ

author img

By

Published : Aug 17, 2023, 11:48 AM IST

ବକ୍ସ ଅଫିସରେ ସନ୍ନି ଦେଓଲଙ୍କ ଦବ୍‌ଦବା ଏବେ ବି ଜାରି ରହିଛି । ଷଷ୍ଠ ଦିନରେ ଗଦର -2 ଜବରଦସ୍ତ ରୋଜଗାର କରିବା ସହିତ 250 କୋଟି ପାର୍‌ କରିଛି । ଅଧିକ ପଢନ୍ତୁ

ଗଦର ୨
ଗଦର ୨

ହାଇଦ୍ରାବାଦ: ଫିଲ୍ମ 'ଗଦର-୨' ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି । ୨୨ ବର୍ଷ ପୂର୍ବର ‘ଗଦର’ ପରି, ଏଥର ମଧ୍ୟ ଲୋକମାନେ ସନିଙ୍କ ‘ଗଦର ୨’ ଉପରେ ପ୍ରେମ ବର୍ଷା କରୁଛନ୍ତି । ସନ୍ନି ଦେଓଲ୍ ଏବଂ ଅମିଶା ପଟେଲଙ୍କ ଅଭିନୀତ 'ଗଦର 2' ଚଳଚ୍ଚିତ୍ର 11 ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। ଖାସ୍‌ କଥା ହେଉଛି କି, ଏହି ଚଳଚ୍ଚିତ୍ରକୁ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ଅଭିନୀତ 'ଓଏମଜି ୨' ସହିତ ଟକ୍କର ଦେବାକୁ ପଡିଥିଲା । ଉଭୟ ଚଳଚ୍ଚିତ୍ର ସିକ୍ୱେଲ ଅଟେ କିନ୍ତୁ ଉଭୟଙ୍କ ବିଷୟବସ୍ତୁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟପକ୍ଷରେ, ରୋଜଗାର ବିଷୟରେ କହିବା ତ, ସନ୍ନି ଦେଓଲଙ୍କ 'ଗଦର ୨' ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି । ପ୍ରଥମ ଦିନରୁ ଫିଲ୍ମ ବହୁତ ଭଲ କଲେକ୍ସନ୍ କରୁଛି ଏବଂ ଏହି ଫିଲ୍ମ ମଧ୍ୟ ଅନେକ ରେକର୍ଡ ଭାଙ୍ଗିଛି ।

ଷଷ୍ଠ ଦିନରେ କେତେ ରୋଜଗାର କଲା ଗଦର 2

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଗଦର ୨ରେ ସନ୍ନି ଦେଓଲ, ଅମିଶା ପଟେଲ, ଉତ୍କଳ ଶର୍ମା ଏବଂ ମନୀଷ ୱାଡୱା ଭଳି ଅନେକ କଳାକାର ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । ତେବେ 'ଗଦର ୨' ଶାନଦାର କଲେକ୍ସନ କରିବ ବୋଲି ପୂର୍ବରୁ ଆଶା କରାଯାଉଥିଲା । ଏହି ଫିଲ୍ମ ଟିକେଟ୍ ୱିଣ୍ଡୋରେ ରୋଜଗାରର ଅନେକ ରେକର୍ଡ ଭାଙ୍ଗିଛି । ଏଥି ସହିତ 'ଗଦର ୨' ରିଲିଜ୍ ହେବାର ଷଷ୍ଠ ଦିନର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛି । ଯାହା ଅତ୍ୟନ୍ତ ଚମତ୍କାର ଅଟେ ।

  • NEW ALL TIME DOMESTIC HIGHEST GROSSER Loading#Pathaan (only Hindi) Vs #Gadar2:

    Day 1: 55 cr / 40.10 cr
    Day 2: 68 cr / 43.08 cr
    Day 3: 38 cr / 51.70 cr
    Day 4: 51.50 cr / 38.70 cr
    Day 5: 58.50 cr / 55.40 cr
    Day 6: 25.50 / 33.50 cr

    Total: 306.50 cr / 262.48 cr (15% behind)… https://t.co/GeBmrnJyUn

    — Box Office Worldwide (@BOWorldwide) August 16, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: Sunny Deol: ସନ୍ନିଙ୍କ ପାଇଁ ଲକି ଲେଟର 'G' ! ଘାୟଲରୁ ଗଦର-2 ବକ୍ସଅଫିସରେ ବ୍ଲକବ୍ଲାଷ୍ଟର

. ଗଦର 2 ର ଶୁକ୍ରବାର କଲେକ୍ସନ - 40.10 କୋଟି ଟଙ୍କା

. ଗଦର 2 ଶନିବାର ଦିନ 7% ବୃଦ୍ଧି ସହିତ 43.08 କୋଟି ରୋଜଗାର କରିଛି

. ଗଦର 2 ରବିବାର ଦିନ 20% ବୃଦ୍ଧି ସହିତ 51.70 କୋଟିରେ ପହଞ୍ଚିଛି

. ସୋମବାର 'ଗଦର 2' ର ରୋଜଗାର - 25 ପ୍ରତିଶତ ହ୍ରାସ ସହିତ 38.70 କୋଟି ଟଙ୍କା

. ଗଦର 2 ମଙ୍ଗଳବାର ଦିନ 43% ଜମ୍ପ କରି 55.50 କୋଟିରେ ପହଞ୍ଚିଛି

. ବୁଧବାର ଦିନ 'ଗଦର 2'ର ରୋଜଗାର ଅର୍ଥାତ୍ ଷଷ୍ଠ ଦିନ - ବକ୍ସ ଅଫିସ୍ ୱାର୍ଲ୍ଡ ୱାଇଡ ରିପୋର୍ଟ ଅନୁଯାୟୀ 40 ପ୍ରତିଶତ ହ୍ରାସ ସହିତ 33.50 କୋଟି ଟଙ୍କା

. ଗଦର 2 ର 6 ଦିନର ମୋଟ କଲେକ୍ସନ - 262.48 କୋଟି ଟଙ୍କା

ଉଲ୍ଲେଖନୀୟ କି, 'ଗଦର 2'ର 6 ଦିନର ମୋଟ ଆୟ 262.48 କୋଟିରେ ପହଞ୍ଚିଛି । ଏହି ଫିଲ୍ମ ଆଜି (ଗୁରୁବାର) 25 କୋଟି ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ଏହା ସହିତ, ଏହା ପ୍ରଥମ ସପ୍ତାହରେ 290 କୋଟି ବ୍ୟବସାୟ କରିପାରେ, ଯାହା ପୁଣି ଥରେ 'ପଠାନ୍' ପରେ ଦ୍ୱିତୀୟ ବୃହତ୍ତମ ସପ୍ତାହ ହେବ । ଏସବୁକୁ ବାଦ୍‌ ଦେଲେ ତୃତୀୟ ସପ୍ତାହରେ କେବଳ ଡ୍ରିମଗର୍ଲ 2 ପ୍ରତିଯୋଗିତାରେ ଅଛି । ଏବେ ଏହା ଦେଖିବାକୁ ପଡିବ ଯେ 'ଗଦର ୨' ର ଲାଇଫଟାଇମ କଲେକ୍ସନ କେତେ ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.