ETV Bharat / entertainment

'ଜୁବଲି' ସମେତ ଏହି ୱେବ୍ ସିରିଜକୁ ଫିଲ୍ମଫେୟାର ଓଟିଟି ଆୱାର୍ଡ, ଶ୍ରେଷ୍ଠ ଅଭିନେତା ଆୱାର୍ଡ ପାଇଲେ ଏହି ତାରକା - ଫିଲ୍ମଫେୟାର ଓଟିଟି ପୁରସ୍କାର 2023 ର ବିଜେତା ତାଲିକା

Filmfare OTT Award 2023: ଗତକାଲି ଆୟୋଜିତ ହୋଇଥିବା ଫିଲ୍ମଫେୟାର ଓଟିଟି ଆୱାର୍ଡ 2023ରେ ଆଲିଆ ଭଟ୍ଟଙ୍କ ଠାରୁ ମନୋଜ ବାଜପେୟୀ ପର୍ଯ୍ୟନ୍ତ ଅନେକ ତାରକା ଆୱାର୍ଡ ନିଜ ନାଁରେ କରିଛନ୍ତି। ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ,

'ଜୁବଲି' ସମେତ ଏହି ୱେବ୍ ସିରିଜକୁ ଫିଲ୍ମଫେୟାର ଓଟିଟି ଆୱାର୍ଡ, ଶ୍ରେଷ୍ଠ ଅଭିନେତା ଆୱାର୍ଡ ପାଇଲେ ଏହି ତାରକା

author img

By ETV Bharat Odisha Team

Published : Nov 27, 2023, 1:24 PM IST

ହାଇଦ୍ରାବାଦ: ଫିଲ୍ମଫେୟାର ଓଟିଟି ଆୱାର୍ଡ 2023ର ଚତୁର୍ଥ ସଂସ୍କରଣ ୨୬ନଭେମ୍ବର ରବିବାର ଦିନ ମୁମ୍ବାଇରେ ଆୟୋଜିତ ହୋଇଥିଲା । ଯେଉଁଥିରେ OTT ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟତଃ ୱେବ୍ ସିରିଜ୍ ସ୍କୁପ୍, ଜୁବୁଲି ଏବଂ କୋହରା ପ୍ରଦର୍ଶନ କରାଯାଇଛି । ଯାହାକି ଅଭିନୟ ଏବଂ ବୈଷୟିକ ବର୍ଗରେ ପୁରସ୍କାର ଜିତିଛି। ୱେବ୍ ଅରିଜିନାଲ ଚଳଚ୍ଚିତ୍ରରେ ଗୁଲମୋହର, ସିର୍ଫ ଏକ ବନ୍ଦା କାଫି ହେ ଏବଂ ଡାର୍ଲିଙ୍ଗସ୍ ମଧ୍ୟ ପୁରସ୍କାର ହାତେଇଛି । ତେବେ ଆମାଜନ ପ୍ରାଇମ ଭିଡିଓର ସିରିଜ୍ ସର୍ବାଧିକ ପୁରସ୍କାର ଲାଭ କରିଛି ।

ଫିଲ୍ମଫେୟାର OTT ପୁରସ୍କାର 2023 ର ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା:-

  • ଶ୍ରେଷ୍ଠ ସିରିଜ୍-ସ୍କୁପ୍
  • ଶ୍ରେଷ୍ଠ ସିରିଜ୍ (କ୍ରିଟିକ୍ସ)- ଟ୍ରାଏଲ ୱାଏ ଫାୟାର
  • ଶ୍ରେଷ୍ଠ ନିର୍ଦ୍ଦେଶକ ସିରିଜ୍- ବିକ୍ରମଦିତ୍ୟ ମୋଟୱାନି (ଜୁବଲୀ)
  • ଶ୍ରେଷ୍ଠ ନିର୍ଦ୍ଦେଶକ କ୍ରିଟିକ୍ସ-ରଣଦୀପ ହୁଡା (କୋହରା)
  • ଶ୍ରେଷ୍ଠ ଅଭିନେତା ଡ୍ରାମା ସିରିଜ୍ (ପୁରୁଷ): ସୁବିନ୍ଦର ଭିକି (କୋହରା)
  • ଶ୍ରେଷ୍ଠ ଅଭିନେତା ଡ୍ରାମା ସିରିଜ୍ (ପୁରୁଷ), କ୍ରିଟିକ୍ସ: ବିଜୟ ବର୍ମା (ଦାହାଡ)
  • ଶ୍ରେଷ୍ଠ ଅଭିନେତ୍ରୀ ଡ୍ରାମା ସିରିଜ୍ (ମହିଳା): ରାଜଶ୍ରୀ ଦେଶପାଣ୍ଡେ (ଟ୍ରାଏଲ ୱାଏ ଫାୟାର)
  • ଶ୍ରେଷ୍ଠ ଅଭିନେତ୍ରୀ ଡ୍ରାମା ସିରିଜ୍ (ମହିଳା), କ୍ରିଟିକ୍ସ: କରିସ୍ମା ତନ୍ନା (ସ୍କୁପ୍) ଏବଂ ସୋନାକ୍ଷୀ ସିହ୍ନା (ଦାହାଡ)
  • ଶ୍ରେଷ୍ଠ ସହ ଅଭିନେତା ଡ୍ରାମା ସିରିଜ୍ (ପୁରୁଷ): ବରୁଣ ସୋବତି (କୋହରା)
  • ଶ୍ରେଷ୍ଠ ସହ ଅଭିନେତ୍ରୀ ଡ୍ରାମା ସିରିଜ୍ (ମହିଳା): ତିଲୋତ୍ତମା ଶୋମ୍ (ଦିଲ୍ଲୀ କ୍ରାଇମ୍ ସିଜନ୍ 2)
  • ଶ୍ରେଷ୍ଠ ଅଭିନେତା କମେଡି ସିରିଜ୍ (ପୁରୁଷ): ଅଭିଷେକ ବାନାର୍ଜୀ (ଦ ଗ୍ରେଟ ଅଡିଏନ୍ସ ଏଅଫ ମୁନ୍ନେ)
  • ଶ୍ରେଷ୍ଠ ଅଭିନେତ୍ରୀ କମେଡି ସିରିଜ୍ (ମହିଳା): ମାନୱି ଗାଗ୍ରୁ (ଟିଭିଏଫ୍ ଟ୍ରିପଲିଂ)
  • ଶ୍ରେଷ୍ଠ ସହ ଅଭିନେତା କମେଡି ସିରିଜ୍ (ପୁରୁଷ): ଅରୁଣାଭ କୁମାର (ପିଚର୍ସ 2)
  • ଶ୍ରେଷ୍ଠ ସହ ଅଭିନେତ୍ରୀ କମେଡି ସିରିଜ୍ (ମହିଳା): ଶେହନାଜ ପଟେଲ (ଟ୍ରିପଲିଂ S3)
  • ଶ୍ରେଷ୍ଠ କମେଡି (ସିରିଜ୍/ସ୍ପେସିଆଲ୍): ପିଚର୍ସ 2
  • ଶ୍ରେଷ୍ଠ ନନ ଫିକ୍ସୋନାଲ ସିରିଜ୍: ସିନେମା ମତ୍ରେ ଦମ୍ ତକ୍
  • ଶ୍ରେଷ୍ଠ ୱେବ୍ ଫିଲ୍ମ: ସିର୍ଫ ଏକ ବନ୍ଦା କାଫି ହେ
  • ଶ୍ରେଷ୍ଠ ନିର୍ଦ୍ଦେଶକ ୱେବ୍ ଅରିଜିନାଲ ଫିଲ୍ମ: ଅପୂର୍ବ ସିଂ କାର୍କି (ସିର୍ଫ ଏକ ବନ୍ଦା କାଫି ହେ)
  • ଶ୍ରେଷ୍ଠ ଅଭିନେତା ୱେବ୍ ଅରିଜିନାଲ ଫିଲ୍ମ (ପୁରୁଷ): ମନୋଜ ବାଜପେୟୀ (ସିର୍ଫ ଏକ ବନ୍ଦା କାଫି ହେ)
  • ଶ୍ରେଷ୍ଠ ଅଭିନେତା କ୍ରିଟିକ୍ସ (ପୁରୁଷ): ରାଜକୁମାର ରାଓ (ମୋନିକା ଓ ମାଇ ଡାର୍ଲିଂ)
  • ଶ୍ରେଷ୍ଠ ଅଭିନେତ୍ରୀ ୱେବ୍ ଅରିଜିନାଲ ଫିଲ୍ମ (ମହିଳା): ଆଲିଆ ଭଟ୍ଟ (ଡାର୍ଲିଙ୍ଗସ୍)
  • ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ସ (ମହିଳା): ଶର୍ମିଲା ଟାଗୋର (ଗୁଲମୋହର), ସାନିଆ ମାଲହୋତ୍ରା (କଟହଲ)
  • ଶ୍ରେଷ୍ଠ ସହ ଅଭିନେତା, ୱେବ୍ ଅରିଜିନାଲ ଫିଲ୍ମ (ପୁରୁଷ): ସୁରଜ ଶର୍ମା (ଗୁଲମୋହର)
  • ଶ୍ରେଷ୍ଠ ସହ ଅଭିନେତ୍ରୀ, ୱେବ୍ ଅରିଜିନାଲ ଫିଲ୍ମ (ମହିଳା): ଅମୃତା ସୁଭାଷ (ଲଷ୍ଟ ଷ୍ଟୋରୀ 2), ଶେଫାଲି ଶାହା (ଡାର୍ଲିଙ୍ଗ)

ଏହା ମଧ୍ୟ ପଢନ୍ତୁ: ଗଙ୍ଗୁବାଇ କାଠିଆୱାଡି ଓ ବଧାଇ ଦୋକୁ ଆୱାର୍ଡ ବର୍ଷା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

କ୍ଷୁଦ୍ର ଚଳଚ୍ଚିତ୍ର

  • ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର (ଫିକ୍ସନ)- ଜହାନ୍
  • ଶ୍ରେଷ୍ଠ ନିର୍ଦ୍ଦେଶକ, କ୍ଷୁଦ୍ର ଚଳଚ୍ଚିତ୍ର- ସାକ୍ସି ଗୁରୁନାଣୀ (ଗ୍ରେ)
  • ଶ୍ରେଷ୍ଠ ଅଭିନେତା କ୍ଷୁଦ୍ର ଚଳଚ୍ଚିତ୍ର (ପୁରୁଷ)- ମାନବ କୌଲ୍ (ଫିର କଭି)
  • ଶ୍ରେଷ୍ଠ ଅଭିନେତା କ୍ଷୁଦ୍ର ଚଳଚ୍ଚିତ୍ର (ମହିଳା)-ମୃଣାଲ ଠାକୁର (ଜହାନ)
  • ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଲୋକପ୍ରିୟ ପୁରସ୍କାର- ସୋଲ କଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.