ETV Bharat / entertainment

ଫିଲ୍ମଫେୟାର ଆୱାର୍ଡ ୨୦୨୪: ୧୯ ବର୍ଗରେ ମନୋନୀତ 'ଆନିମଲ', ଦେଖନ୍ତୁ ନାମାଙ୍କନ ତାଲିକା

author img

By ETV Bharat Odisha Team

Published : Jan 16, 2024, 11:47 AM IST

Filmfare Awards 2024: ଜାନୁଆରୀ ୨୮ରେ ଗୁଜୁରାଟରେ ୬୯ତମ ଫିଲ୍ମଫେୟାର ଆୱାର୍ଡ ଶୋ' ଅନୁଷ୍ଠିତ ହେବ । ଏହି ଆୱାର୍ଡ ପାଇଁ ଅନେକ ଫିଲ୍ମ ସାମିଲ ହୋଇଛି । ତେବେ ନଜର ପକାନ୍ତୁ ନାମାଙ୍କନ ତାଲିକା ଉପରେ

ଫିଲ୍ମଫେୟାର ଆୱାର୍ଡ ୨୦୨୪: ୧୯ଟି ବର୍ଗରେ ମନୋନୀତ 'ଆନିମଲ', ଦେଖନ୍ତୁ ନାମାଙ୍କନ ତାଲିକା
ଫିଲ୍ମଫେୟାର ଆୱାର୍ଡ ୨୦୨୪: ୧୯ଟି ବର୍ଗରେ ମନୋନୀତ 'ଆନିମଲ', ଦେଖନ୍ତୁ ନାମାଙ୍କନ ତାଲିକା

ହାଇଦ୍ରାବାଦ: ଚଳଚ୍ଚିତ୍ର ପୁରସ୍କାର ମଧ୍ୟରେ ଫିଲ୍ମଫେୟାର ଆୱାର୍ଡ ଶୋ' ଅନ୍ୟତମ । ବର୍ତ୍ତମାନ ୬୯ତମ ଫିଲ୍ମଫେୟାର ଆୱାର୍ଡ ଶୋ' ଆୟୋଜିତ ହେବାକୁ ଯାଉଛି । ଗୁଜୁରାଟ ଗାନ୍ଧୀନଗରରେ ଜାନୁଆରୀ ୨୮, ୨୦୨୪ରେ ଏହି ଆୱାର୍ଡ ଶୋ' ଅନୁଷ୍ଠିତ ହେବ । ୬୯ତମ ଚଳଚ୍ଚିତ୍ର ପୁରସ୍କାର ପାଇଁ ନାମାଙ୍କନ ତାଲିକା ପ୍ରକାଶ ପାଇଛି । ଏଥିରେ ଅନେକ ଲୋକପ୍ରିୟ ଫିଲ୍ମର ନାଁ ସାମିଲ ହୋଇଛି । ୧୯ଟି ବର୍ଗରେ ଆନିମଲ ମନୋନୀତ ହୋଇଥିବା ବେଳେ ବିକ୍ରାନ୍ତ ମାସିଙ୍କ ଫିଲ୍ମ 12th ଫେଲ୍ ଅନେକ ବର୍ଗରେ ମନୋନୀତ ହୋଇଛି । ଏଥିସହ ଶ୍ରେଷ୍ଠ ଅଭିନେତା ଭାବେ ଡଙ୍କି ଏବଂ ଜବାନ ପାଇଁ ଶାହାରୁଖ ଖାନ ମନୋନୀତ ହୋଇଛନ୍ତି ।

ନାମାଙ୍କନର ସମ୍ପୂର୍ଣ୍ଣ ତାଲିକା

  • ଶ୍ରେଷ୍ଠ ଫିଲ୍ମ

12th ଫେଲ୍

ଆନିମଲ

ଜବାନ

ଓଏମଜି-୨

ପଠାନ

ରକି ଔର ରାନୀ କି ପ୍ରେମ କାହାନୀ

  • ଶ୍ରେଷ୍ଠ ନିର୍ଦ୍ଦେଶକ

ଅମିତ ରୟ (ଓଏମଜି ୨)

ଅଟଲି (ଜବାନ)

କରଣ ଜୋହର (ରକି ଔର ରାନୀ କି ପ୍ରେମ କାହାନୀ)

ସନ୍ଦୀପ ରେଡି ଭଙ୍ଗା (ଆନିମଲ)

ସିଦ୍ଧାର୍ଥ ଆନନ୍ଦ (ପଠାନ)

ବିଧୁ ବିନୋଦ ଚୋପ୍ରା (12th ଫେଲ୍)

  • ଶ୍ରେଷ୍ଠ ଫିଲ୍ମ କ୍ରିଟିକ୍ସ

12th ଫେଲ୍ (ବିଧୁ ବିନୋଦ ଚୋପ୍ରା)

ଭିଡ (ଅନୁଭବ ସିହ୍ନା)

ଫରାଜ (ହଂସଲ ମେହତା)

ଜୋରମ (ଦେବାଶିଷ ମଖିଜା)

ସାମ ବାହାଦୂର (ମେଘନା ଗୁଲଜାର)

ଥ୍ରୀ ଅଫ ଅଜ (ଅଭିନାଶ ଅରୁଣ ଧାୱରେ)

ଜ୍ବିଗାଟୋ (ନନ୍ଦିତା ଦାସ)

  • ଶ୍ରେଷ୍ଠ ଅଭିନେତା(ଲିଡ୍ ରୋଲ୍)

ରଣବୀର କପୁର (ଆନିମଲ)

ରଣଭୀର ସିଂ (ରକି ଔର ରାନୀ କି ପ୍ରେମ କାହାନୀ)

ଶାହାରୁଖ ଖାନ (ଡଙ୍କି, ଜବାନ)

ସନ୍ନି ଦେଓଲ (ଗଦର ୨)

ବିକି କୌଶଲ (ସାମ ବାହାଦୂର)

  • ଶ୍ରେଷ୍ଠ ଅଭିନେତା କ୍ରିଟିକ୍ସ

ଅଭିଷେକ ବଚ୍ଚନ (ଘୁମର)

ଜୟଦୀପ ଆବହ୍ଲାୱତ (ଥ୍ରୀ ଅଫ ଅଜ)

ମନୋଜ ବାଜପେୟୀ (ଜୋରମ)

ପଙ୍କଜ ତ୍ରିପାଠୀ (ଓଏମଜି-୨)

ରାଜକୁମାର ରାଓ (ଭିଡ଼)

ବିକି କୌଶଲ (ସାମ ବାହାଦୂର)

ବିକ୍ରାନ୍ତ ମାସି (12th ଫେଲ)

  • ଶ୍ରେଷ୍ଠ ଅଭିନେତ୍ରୀ (ଲିଡ୍ ରୋଲ୍)

ଆଲିଆ ଭଟ୍ଟ (ରକି ଔର ରାନୀ କି ପ୍ରେମ କାହାନୀ)

ଭୂମି ପେଡନେକର (ଥ୍ୟାଙ୍କ ୟୁ ଫର କମିଂ)

ଦୀପିକା ପାଦୁକୋନ (ପଠାନ)

କିଆରା ଆଡଭାନୀ (ସତ୍ୟପ୍ରେମ କି କଥା)

ରାନୀ ମୁଖାର୍ଜୀ (ମିସେସ.ଚାଟାର୍ଜୀ ଭର୍ସେସ ନରୱେ)

ତାପସୀ ପନ୍ନୁ (ଡଙ୍କି)

  • ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ସ

ଦୀପ୍ତି ନାବାଲ (ଗ୍ଲୋଡଫିସ୍)

ଫାତିମା ସନା ଶେଖ (ଧକ୍ ଧକ୍)

ରାନୀ ମୁଖାର୍ଜୀ (ମିସେସ.ଚାଟାର୍ଜୀ ଭର୍ସେସ ନରୱେ)

ସାୟିମା ଖେର (ଘୁମର)

ସାହାନା ଗୌସ୍ବାମୀ (ଜ୍ବିଗାଟୋ)

ଶେଫାଲି ଶାହା (ଥ୍ରୀ ଅଫ ଅଜ)

  • ଶ୍ରେଷ୍ଠ ସହ-ଅଭିନେତା

ଆଦିତ୍ୟ ପାୱାଲ (ଫରାଜ)

ଅନୀଲ କପୁର (ଆନିମଲ)

ବବି ଦେଓଲ (ଆନିମଲ)

ଇମ୍ରାନ ହାଶମୀ (ଟାଇଗର ୩)

ଟୋଟା ରୟ ଚୌଧୁରୀ (ରକି ଔର ରାନୀ କି ପ୍ରେମ କାହାନୀ)

ବିକି କୌଶଲ (ଡଙ୍କି)

  • ଶ୍ରେଷ୍ଠ ସହ-ଅଭିନେତ୍ରୀ

ଜୟା ବଚ୍ଚନ (ରକି ଔର ରାନୀ କି ପ୍ରେମ କାହାନୀ)

ରତ୍ନା ପାଠକ ଶାହା (ଧକ୍ ଧକ୍)

ଶବନା ଆଜମୀ (ଘୁମର, ରକି ଔର ରାନୀ କି ପ୍ରେମ କାହାନୀ)

ତ୍ରିପ୍ତୀ ଡିମ୍ରି (ଆନିମଲ)

ୟାମି ଗୌତମ (ଓଏମଜି ୨)

  • ଶ୍ରେଷ୍ଠ ଲିରିକ୍ସ

ଅମିତାଭ ଭଟ୍ଟାଚାର୍ଯ୍ୟ (ତେରେ ବାସତେ-ଜରା ଦଟକେ ଜରା ବଚକେ)

ଅମିତାଭ ଭଟ୍ଟାଚାର୍ଯ୍ୟ (ତୁମ କ୍ୟା ମିଲେ- ରକି ଔର ରାନୀ କି ପ୍ରେମ କାହାନୀ), ଗୁଲଜାର (ଇତନି ସି ବାତ-ସାମ ବାହାଦୁର)

ଜାଭେଦ ଅଖତର (ନିକଲେ ଥେ କଭି ହମ ଘର ସେ- ଡଙ୍କି)

କୁମାର (ଚଲେୟା-ଜବାନ)

ସିଦ୍ଧାର୍ଥ-ଗାରିମା (ସତରଙ୍ଗା-ଆନିମଲ)

ସ୍ବାନନ୍ଦ କିରକ୍ରିରେ ଏବଂ ଆଇପି ସିଂ (ଲୁଟ ପୁର ଗୟା- ଡଙ୍କି)

  • ଶ୍ରେଷ୍ଠ ମ୍ୟୁଜିକ ଆଲବମ

ଆନିମଲ (ପ୍ରୀତମ, ବିଶାଲ ମିଶ୍ର, ମନ ଭରଦ୍ବାଜ, ଶ୍ରେୟସ ପୁରାଣିକ, ଜାନି, ଭୁପିନ୍ଦର ବାବବଲ, ଆଶିମ କେମସନ, ହର୍ଷବର୍ଦ୍ଦନ ରମେଶ୍ବର, ଗୁରିନ୍ଦର ସେଗଲ)

ଡଙ୍କି (ପ୍ରୀତମ୍)

ଜବାନ (ଅନିରୁଦ୍ଧ ରବିଚାନ୍ଦ)

ପଠାନ (ବିଶାଲ ଏବଂ ଶେଖର)

ରକି ଔର ରାନୀ କି ପ୍ରେମ କାହାନା (ପ୍ରୀତମ୍)

ତୁ ଝୁଟି ମେଁ ମକ୍କାର (ପ୍ରୀତମ୍)

ଜରା ହଟକେ ଜରା ବଚକେ (ସଚିନ୍- ଜିଗର)

  • ଶ୍ରେଷ୍ଠ ପ୍ଲେବେକ୍ ଗାୟକ

ଅରିଜିତ ସିଂ (ଲୁଟ୍ ପୁଟ୍ ଗୟା- ଡଙ୍କି)

ଅରିଜିତ ସିଂ (ସତ୍ୟରଙ୍ଗା- ଆନିମଲ)

ଭୁପିନ୍ଦର ବାବଲ (ଅର୍ଜୁନ ଭେଲି- ଆନିମଲ)

ସହିଦ ମାଲ୍ୟା (କୁଡମଇ- ରକି ଔର ରାନୀ କି ପ୍ରେମ କହାନୀ)

ସୋନୁ ନିଗମ (ନିକଲେ ଥେ କଭି ହମ୍ ଘର ସେ- ଡଙ୍କି)

ବରୁଣ ଜୈନ, ସଚିନ- ଜିଗର, ଶାଦବ ଫରିଦି, ଅଲ୍ଟାମାଶ ଫରିଦି (ତେରେ ବାସତେ ପଲକ- ଜରା ହଟକେ ଜରା ବାଚକେ)

  • ଶ୍ରେଷ୍ଠ ପ୍ଲେବେକ୍ ଗାୟିକା

ଦୀପ୍ତି ସୁରେଶ (ଆରାରାରି ରାଓ- ଜବାନ)

ଜୋନିତା ଗାନ୍ଧୀ (ହେ ଫିକର- 8ଏମ ମେଟ୍ରୋ)

ଶିଳ୍ପା ରାଓ (ବେସରମ ରଙ୍ଗ- ପଠାନ)

ଶିଳ୍ପା ରାଓ (ଚଲେୟା- ଜବାନ)

ଶ୍ରୀୟା ଘୋଷାଲ (ତୁମ୍ କ୍ୟା ମିଲେ-ରକି ଔର ରାନୀ କି ପ୍ରେମ କାହାନୀ)

ଶ୍ରୀୟା ଘୋଷାଲ (ଭେ କମଲେୟା- ରକି ଔର ରାନୀ କି ପ୍ରେମ କାହାନୀ)

  • ଶ୍ରେଷ୍ଠ କାହାଣୀ

ଅମିତ ରୟ (ଓଏମଜି ୨)

ଅନୁଭବ ସିହ୍ନା (ଭିଡ)

ଆଟଲି (ଜବାନ)

ଦେବାଶିଷ ମଖିଜା (ଜୋରାମ)

ଇଶିତା ମୈତ୍ରା, ଶଶାଙ୍କ ଖୈତାନ ଏବଂ ସୁମିତ ରୟ (ରକି ଔର ରାନୀ କି ପ୍ରେମ କାହାନୀ)

କରଣ ଶ୍ରୀକାନ୍ତ ଶର୍ମା (ସତ୍ୟପ୍ରେମ କି କଥା)

ପରିଜତ ଯୋଶୀ ଏବଂ ତରୁଣ ଦୁଦେଜା (ଧକ୍ ଧକ୍)

ସିଦ୍ଧାର୍ଥ ଆନନ୍ଦ (ପଠାନ)

  • ଶ୍ରେଷ୍ଠ ସ୍କ୍ରିନ୍ ଫ୍ଲେ

ଅମିତ ରୟ (ଓଏମଜି ୨)

ଇଶିତା ମୈତ୍ରା, ଶଶାଙ୍କ ଖୈତାନ ଏବଂ ସୁମିତ ରୟ (ରକି ଔର ରାନୀ କି ପ୍ରେମ କାହାନୀ)

ଓମକାର ଅଚ୍ୟୁତ ବାରଭି, ଅର୍ପିତା ଚାଟାର୍ଜୀ ଏବଂ ଅବିନାଶ ଅରୁଣ ଧାୱେରେ (ଥ୍ରୀ ଅଫ ଅଜ)

ସନ୍ଦୀପ ରେଡ୍ଡୀ ଭଙ୍ଗା, ପ୍ରଣୟ ରେଡ୍ଡୀ ଭଙ୍ଗା ଏବଂ ସୁରେଶ ବନ୍ଦାରୁ (ଆନିମଲ)

ଶ୍ରୀଧର ରାଘବନ୍ (ପଠାନ)

ବିଦୁ ବିନୋଦ ଚୋପ୍ରା (12th ଫେଲ୍)

  • ଶ୍ରେଷ୍ଠ ସଂଳାପ

ଅବ୍ବାସ ତିରେୱାଲା (ପଠାନ)

ଅମିତ ରୟ (ଓଏମଜି ୨)

ଇଶିତା ମୈତ୍ରା (ରକି ଔର ରାନୀ କି ପ୍ରେମ କାହାନୀ)

ସୁମିତ ଆରୋରା (ଜବାନ)

ବରୁଣ ଗ୍ରୋଭର ଏବଂ ଶୋଏବ ଜୁଲଫି ନାଜିର (ଥ୍ରୀ ଅଫ ଅଜ)

ବିଦୁ ବିନୋଦ ଚୋପ୍ରା (12th ଫେଲ୍)

  • ଶ୍ରେଷ୍ଠ ପୃଷ୍ଠଭୂମି ସ୍କୋର

ଆଲୋକାନନ୍ଦ ଦାସଗୁପ୍ତା (ଥ୍ରୀ ଅଫ ଅଜ)

ହର୍ଷବର୍ଦ୍ଧନ ରମେଶ୍ବର (ଆନିମଲ)

କରେଲ ଆଣ୍ଟୋନିନ୍ (ଅଫୱା)

କେଟାନ୍ ସୋଡା (ସାମ୍ ବାହାଦୂର)

ସଞ୍ଚିତ ବଲହରା, ଅଙ୍କିତ ବଲହରା (ପଠାନ)

ଶାନ୍ତନୁ ମିତ୍ର (12th ଫେଲ୍)

ତାପସ ରିଲିଆ (ଗୋଲ୍ଡଫିସ୍)

  • ଶ୍ରେଷ୍ଠ ସିନେମାଟୋଗ୍ରାଫି

ଅମିତ ରୟ (ଆନିମଲ)

ଅବିନାଶ ଅରୁଣ ଧାୱେର୍ (ଥ୍ରୀ ଅଫ ଅଜ)

G.k. ବିଷ୍ଣୁ (ଜବାନ)

ମନୁଷ ନନ୍ଦନ (ରକି ଔର ରାନୀ କି ପ୍ରେମ କାହାନୀ)

ପ୍ରଥମ ମେହେତା (ଫରାଜ)

ରଙ୍ଗରାଜନ୍ ରାମାବଦରନ୍ (12th ଫେଲ୍)

ସଚ୍ଚିଥ୍ ପାଉଲୋଜ୍ (ପଠାନ)

  • ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍

ଅମ୍ରିତା ମହଲ ନାକାଇ (ରକି ଔର ରାନୀ କି ପ୍ରେମ କାହାନୀ)

ନିଖିଲ କୋଭାଲେ (ଓଏମଜି ୨)

ପ୍ରଶାନ୍ତ ବିଦକର (12th ଫେଲ୍)

ରୀତା ଘୋଷ (ଜ୍ୱିଗାଟୋ)

ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟ (ସାମ୍ ବାହାଦୂର)

ସୁରେଶ ସେଲଭାରାଜନ (ଆନିମଲ)

ଟି ମୁଥୁରାଜ (ଜବାନ)

  • ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ୍

ମାଲଭିକା ବଜାଜ (12th ଫେଲ୍)

ମନୀଷ ମଲହୋତ୍ରା, ଇକା ଲାଖାନି (ରକି ଔର ରାନୀ କି ପ୍ରେମ କାହାନୀ)

ସଚିନ୍ ଲଭଲେକର, ଦିବ୍ୟା ଗମ୍ଭୀର ଏବଂ ନିଧି ଗମ୍ଭୀର (ସାମ ବାହାଦୂର)

ଶାଲିନା ନାଥାନି, କବିତା ଜେ, ଅନିରୁଦ୍ଧ ସିଂ ଏବଂ ଦୀପିକା ଲାଲ (ଜବାନ)

ଶାଲିନା ନାଥାନି, ମମତା ଆନନ୍ଦ, ନିହାରିକା ଜଲି (ପଠାନ)

ଶୀଟାଲ୍ ଶର୍ମା (ଆନିମଲ)

  • ଶ୍ରେଷ୍ଠ ସାଉଣ୍ଡ୍ ଡିଜାଇନ୍

ଅନୀତା ଖୁସୱା (ଭିଡ)

କୁନାଲ ଶର୍ମା (MPSE) (ସାମ ବାହାଦୂର)

ମାନସ ଚୌଧୁରୀ, ଗଣେଶ ଗଙ୍ଗାଧରନ୍ (ପଠାନ)

ମନଭ ଶ୍ରୋଟ୍ରିୟା (12th ଫେଲ୍)

ମନ୍ଦାର କୁଲକର୍ଣ୍ଣି (ଫରାଜ)

ସିଙ୍କ ସିନେମା (ଆନିମଲ)

ବିନିତ ଡି’ସୁଜା (ଥ୍ରୀ ଅଫ ଅଜ)

  • ଶ୍ରେଷ୍ଠ ଏଡିଟିଂ

ଆରିଫ ଶେଖ (ପଠାନ)

ଅତନୁ ମୁଖାର୍ଜୀ (ଅଫୱା)

ଜାସ୍କୁନୱର କୋହିଲ- ବିଦୁ ବିନୋଦ ଚୋପ୍ରା (12th ଫେଲ୍)

ରୁବେନ୍ (ଜବାନ)

ସନ୍ଦୀପ ରେଡ୍ଡୀ ଭଙ୍ଗା (ଆନିମଲ)

ସୁବୀର ନାଥ (ଓଏମଜି-୨)

  • ଶ୍ରେଷ୍ଠ ଆକ୍ସନ

କେସି ଓନିଲ, କ୍ରେଗ ମାକ୍ରା, ସୁନୀଲ ରୋଡ୍ରିଗୁସ୍ (ପଠାନ)

ଫ୍ରାଞ୍ଜ ସ୍ପିଲହସ୍, ଓ ସି ୟଙ୍ଗ, ସୁନୀଲ ରୋଡ୍ରିଗୁସ୍ (ଟାଇଗର ୩)

ପରଭେଜ ଶେଖ (ସାମ ବାହାଦୂର)

ରବି ଭର୍ମା, ଶାମ କୌଶଲ, ଅବ୍ବାସ ଅଲି ମୋଗଲ ଏବଂ ଟିନୁ ଭର୍ମା (ଗଦର ୨)

ସ୍ପିରୋ ରଜାଟୋସ୍, ଆନ୍ ଆରାସୁ, କ୍ରେଗ୍ ମାକ୍ରା, ୟାନିକ୍ ବେନ୍, କେଚା ଖାମ୍ପାକଡି ଏବଂ ସୁନୀଲ ରୋଡ୍ରିଗୁସ୍ (ଜବାନ)

ସୁପ୍ରିମ ସୁନ୍ଦର (ଆନିମଲ)

ଟିମ୍ ମ୍ୟାନ୍ ଏବଂ ବିକ୍ରମ ଦହିଆ (ଗଣପଥ)

  • ଶ୍ରେଷ୍ଠ Vfx

Do It Creative Ltd., Ny Vfxwaala, Visual Birds, Red Chillies Vfx, ଫେମସ ଷ୍ଟୁଡିଓ (ଆନିମଲ)

ପ୍ରିସ୍କା, ପିକ୍ସେଲ ଷ୍ଟୁଡିଓ (ଗଦର ୨)

ରେଡ୍ ଚିଲିଜ୍ Vfx (ଜବାନ)

Yfx (ପଠାନ)

  • ଶ୍ରେଷ୍ଠ କୋରିଓଗ୍ରାଫି

ବସ୍କୋ-କେସର (ଝୁମେ ଜୋ ପଠାନ- ପଠାନ୍)

ଗଣେଶ ଆଚାର୍ଯ୍ୟ (ଲୁଟ ପୁଟ ଗୟା- ଡଙ୍କି)

ଗଣେଶ ଆଚାର୍ଯ୍ୟ (ତେରେ ବାସତେ ପଲକ- ଜରା ହଟକେ ଜରା ବଚକେ)

ଗଣେଶ ଆଚାର୍ଯ୍ୟ (ୱାଟ୍ ଝୁମକା- ରକି ଔର ରାନୀ କି ପ୍ରେମ କାହାନୀ)

ଶୋବି ପୌଲରାଜ (ଜିନ୍ଦା ବନ୍ଦା- ଜବାନ୍)

ବୈଭବୀ ମର୍ଚେଣ୍ଟ (ଢିଣ୍ଡୋରା ବାଜେ- ରକି ଔର ରାନୀ କି ପ୍ରେମ କାହାନୀ)

​ଏହା ମଧ୍ୟ ପଢନ୍ତୁ: କ୍ରିଟିକ୍ସ ଚଏସ ଆୱାର୍ଡ ୨୦୨୪: ବାଜି ମାରିଲା ଓପେନହାଇମର ଓ ବାର୍ବି, ଦେଖନ୍ତୁ ବିଜେତାଙ୍କ ଲିଷ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.